Skip to main content

Posts

Showing posts from July, 2025

ଦୟାକର ଦୟାମୟୀ Full Song Lyrics | Dayakara Dayamayee Full Song Lyrics | Bhakti Mandir By Dillip Kumar Sahoo

ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ କିଞ୍ଚିତେ କରୁଣ କଲେ ......          କୂଳରେ  ଲଗିବି ଯାଇ ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ ----- ( Music ) ------ ଖଣ୍ଡା ଖର୍ପର ଧାରିଣୀ            ସର୍ବ ଶତ୍ରୁ ବିନାଶିନୀ - (2) ଘେନ ମୋର ନିବେଦନ .....          ପଦ୍ମ ପାଦେ କର ତ୍ରାହି ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ ----- ( Music ) ------  ଭାସି ଗଲି ଭବ ଜଳେ , ରଖ ମାତ ଧରି କୋଳେ  କୁ ପୁତ୍ର କୁ ରକ୍ଷା କର ...... , ଅଭୟ ବର କୁ ଦେଇ  ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ ----- ( Music ) ------  ବହୁ ଦିନୁ କରି ଆଶା , ନ କଟେ ଦୁଃଖ ଦୁର୍ଦ୍ଦଶା ... ( 2 ) ମନେ କରିଛି ଭରଷା  , ତୁହି ସର୍ବ ଶକ୍ତି ମୟୀ  ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ  ----- ( Music ) ------  ବିଷମ ମାୟା ତୁମ୍ଭର  , ମୁଁ କି ଜାଣେ ନର ଛାର .... ( 2) ବସିଛୁ ହୋଇ ପଥର , ଡାକ କର୍ଣ୍ଣେ  ଶୁଭୁ ନାହିଁ ଦୟାକର ଦୟାମୟୀ ରଖ ପଣତ ଘୋଡାଇ  ଦୟାକର ଦୟାମୟୀ  ----- ( Music ) ------  ସେବକ ଅଧମ ହୀନ , ନ ଜାଣଇ ତବ ଧ୍ୟାନ  ---- (2 ପୂଜା ...