Skip to main content

Posts

ଗୋବିନ୍ଦ ହେ ଗୋପାଳ ହେ || Gobinda he Gopal He || Bhakti Mandir 🙇🏻‍♂️

     କଥା : -         ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2)             ତୋ ରୂପେ ନେତ୍ରେ ଲାଖି ଥାଉ ହେ ନେତ୍ର ଲାଖି  .... (2)                         ତୁମ୍ଭେ ଗରିବ ଗଣ୍ଠି ଧନ  START SINGING  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ତୋ ରୂପେ ନେତ୍ରେ ଲାଖି ଥାଉ ହେ ପଦ୍ମ ଆଖି  .... (2)  ତୁମ୍ଭେ ଗରିବ ଗଣ୍ଠି ଧନ ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ( Music 1 ) ଆହେ କରୁଣା ସିନ୍ଧୁ  , ଆଉ କନ୍ଦାନା ମୋତେ , ବିନତି ମୋର ଏତେ ... (2) କଞ୍ଜ ଚରଣେ ଦିଅ ସ୍ଥାନ  ( Music 2 ) ବ୍ରଜରାଜ ତନୂଜ ଘେନିବାରେ ଅରଜ ,  ଶିଖା ସହଜ ସୂତ୍ର ଧ୍ୟାନ ... (2) ଚିନ୍ତିବି ଯେତେବେଳେ ଚିତ୍ର ପଡ଼ି ମୋ ଡୋଳେ ..... (2) ଚଞ୍ଚଳେ ଦେବ ଦରଶନ  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (2) ( Music 3 ) ଯହିଁ ତହିଁ ମୁଁ ଥିଲେ ତୋ ନାମ ଉଚାରିଲେ , ଚାଲିଯିବା ମୋ ଅଘଟଣ .... (2) ତୋର ପ୍ରେମ ସଙ୍ଖାଳି ଯେ କରେ ବନମାଳୀ ... (2) ତହୁଁ  ବଳିକି ଅଛି ପୁଣ୍ୟ  ଗୋବିନ୍ଦ ହେ ଗୋପାଳ ହେ ତୋ ଗୁଣ ଗାଇ ଯାଉ ଦିନ ..... (...

ଅବଢା ମୁଠିଏ ମୋତେ ମିଳୁ || Abadha Muthie Mote Millu || Bhakti Mandir

ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ତୁଳସୀ ଟିକିଏ ମୋତେ ମିଳୁ  .... ମହାବାହୁ .... ରଜା ମାଗିଲେ ରାଜ ଦେଇ ସାରନ୍ତାଣି ସେତ ..... (2) ତୁମକୁ ମୁଁ ମଗିଲାଣି ଯେଉଁ କାଳୁ ...... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ମହାବାହୁ ..... ( Music  1) କେତେ କାହାକୁ ଦଉଛ ସବୁ ମୁଁ ଦେଖୁଛି , ମୋତେ ଦେବାକୁ କିଆଁ ତମ ମନ ପଛାଉଛି  ...... ଚଉ ବର୍ଗ ଦାନୀ ବୋଲି  , ପ୍ରଭୁ ବଜୁଛି ବାଜଣା  | କଣେ ଦେଲେକି ମାଣେ  , ତୁମ ସରିବା ମହିମା  || ହେ ସାଆନ୍ତ ବଡ଼ ବାବୁ  , ତୁମ ମୋହର ସବୁ  || (2) ନିର୍ଦ୍ଦୟ କାହିଁକି ମୋତେ ଆହେ କୃପାଳୁ ....... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ମହାବାହୁ ..... ( Music 2 ) ନୀଳାଚଳେ ରହି ଯେବେ  ( ପ୍ରଭୁ ) ଭୋକରେ ମରିବି  , ମଣିମା ତୁମକୁ ନିନ୍ଦା ( ମୁଁ ) କାହିଁକି କରିବି  || ଜାଣିବି ମୁଁ କର୍ମ ବାଙ୍କ , ଫଟା ମୋ କପାଳ , କିଏ ସେ ଭରିବା ଆଉ , ( ପ୍ରଭୁ ) ମୋ ଶୂନ୍ୟ ଥାଳ || ଦୁଃଖ ଶୂନ୍ୟ ଥାଳ ନେଇ , ଫେରିଯିବି ଭାବଗ୍ରାହୀ ... (2) ସରଗ ଦ୍ଵାର କୁ ଆହେ ଦୟାଳୁ ...... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ତୁଳସୀ ଟିକିଏ ମୋତେ ମିଳୁ  .... ମହାବାହୁ .... ରଜା ମାଗିଲେ ରାଜ ଦେଇ ସାରନ୍ତାଣି ସେତ...

ମାନ ଉଦ୍ଧାରଣ , କାରହେ କାରଣ ଶରଣ ମୁଁ ତୁମ୍ଭ ପଦ ତଳେ || Maana Udharana Karahe Karana full song lyrics | Bhakti Mandir By Dillip Kumar Sahoo

ମାନ ଉଦ୍ଧାରଣ  , କାରହେ କାରଣ  ଶରଣ ମୁଁ ତୁମ୍ଭ ପଦ ତଳେ  || 1. ଆନଥର  , ନୀଳଗିରି ନାଥ    ଜଗନ୍ନାଥ ନାମ ନୀଳାଚଳେ .. ||    ମାନ ଉଦ୍ଧାରଣ  , କାରହେ କାରଣ      ଶରଣ ମୁଁ ତୁମ୍ଭ ପଦ ତଳେ  || 2. ମହୋଦଧି କୂଳେ  , କଳ୍ପ ବଟ ମୂଳେ      ବିଜେ ଆରିଛ ବଡ଼ ଦେଉଳେ... ||      ମାନ ଉଦ୍ଧାରଣ  , କାରହେ କାରଣ         ଶରଣ ମୁଁ ତୁମ୍ଭ ପଦ ତଳେ  || 3. ଲକ୍ଷେ ଯୋଜନ ରେ , ଗଜଡାକ ଦେଲା       ତା ଡାକ ଶୁଣିଲ ପଶା ଖେଳେ  |      ମାରକଣ୍ଡ ଋଷି ,  ଯାଉଥିଲେ ଭାସି       ଉଦ୍ଧରି ଧରିଲ ବାମ କରେ  ||  ପାଳି :-   ମାନ ଉଦ୍ଧାରଣ  , କରହେ କାରଣ                ଶରଣ ମୁଁ ତୁମ୍ଭ ପଦ ତଳେ  || 4. କିଷ୍କିନ୍ଧ୍ୟା କୁ ଗଲ ,  ବାଳୀ ବିନଶିଲ      ବନ୍ଧ ଯେ ବାନ୍ଧିଲ ସିନ୍ଧୁ ଜଳେ |      ଲଙ୍କାରେ ରାବଣ  , ବଧିଲ ଆପଣ      ଜନକ ନନ୍ଦିନୀ ସୀତା ଛଳେ || ପାଳି :-      ମାନ ଉଦ୍ଧାରଣ  , କାରହେ କାରଣ...

ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ . | Dine Jugalla Nidra Bhangiba re Full song Lyrics | Odishi Sankirtan Song | Bhakti Mandir By Dillip Kumar Sahoo

ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ  ତୋ ମନ ଯେବେ ମୋଓ ଠାରେ  ମୋ ମନ ତୋ ଠାରେ ଥିବ  ନିତ୍ୟ ବୃନ୍ଦା ବନେ ନିକୁଞ୍ଜ କାନନେ  ତୋର ମୋର  ହେବ ଭେଟ ରେ......... ମିତଣୀ ଦାରୁଣ ଦଇବ ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ( Music 1 ) ବାଟ ଡକାଇତ ବାଟେ ବସିଅଛି  ତୋତେ ଛାଡ଼ି ମୋତେ ନେବ ...... ତୁ ମୁଁ ଦୁହେଁ ଚିହ୍ନା ଚିହ୍ନି ହେଲେ  କି କରିବା କାଳ ଯମ ରେ ..... ମିତଣୀ ଦାରୁଣ ଦଇବ  ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ( Music 2) ହାଡ଼ ରକ୍ତ ଚର୍ମ ମାଉଁସ ଜୀବନ  ତାର ସଙ୍ଗେ କିବ ଭାବ  ତୁ ମୁଁ ଏକ ଗରଭୁ ସ୍ତମ୍ଭୂତ  ନ ପାଇଲେ ବ୍ରହ୍ମା ଶିବ ରେ ..... ମିତଣୀ ଦାରୁଣ ଦଇବ  ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ( Music 3 ) ତୁ ପରା ବଲ୍ଲଭ ଲଗାଇଛୁ ଭାବ  ଭାବ ସଙ୍ଗେ କିଭିବ ଲାଭ  ଅରକ୍ଷିତ ଦାସ ଗୀତରେ ଭଣିଲେ  ଖଣ୍ଡ ଗିରି (ଓଳାଶୁଣି ) ରେ ଭେ ଟି ବ ହେ ..... ମିତଣୀ  ଦାରୁଣ ଦଇବ  ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ  ଦାରୁଣ ଦଇବ ନିତ୍ୟ ବୃନ୍ଦା ବନେ ନିକୁଞ୍ଜ କାନନେ  ତୋର ମୋର  ହେବ ଭେଟ ରେ......... ମିତଣୀ ଦାରୁ...

ଥକା ମନ ଚାଲ ଯିବା ଚକା ନୟନ ଦେଖିବା | Thaka Mana Chalaa Jiba Full song Lyrics | Bhakti Mandir By Dillip Kumar sahoo

ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2) ଶଙ୍ଖ ନାହିଁ ମଣ୍ଡଳରେ (2)  ବେନି ନେତ୍ର ପଖାଳିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 1 ) ବାଟରେ ବାଟ ମଙ୍ଗଳା, ଦେଖିବା ଅଠର ନଳା (2) ପାଞ୍ଚ ମନ ଏକା ମେଳା , ନରେନ୍ଦ୍ରେ ସ୍ନାନ ସରିବା ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 2 ) ପହଁଚିବା ବଡ଼ ଦାଣ୍ଡେ , ସେ ରେଣୁ ପାଇବା ତୁଣ୍ଡେ  ..(2) ଛତା ତଳେ ରହି ଦଣ୍ଡେ  ସାଧୁଙ୍କୁ ସେବା କରିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 3 ) ବାଇଶି ପାହାଚେ ସଖା , କୈବଲ୍ୟ ହେଉଛି ବିକା (୨) ହାଣ୍ଡିକ ପଡ଼େ ସିଉକା  ମନ ରଙ୍କା ଛଡ଼ାଇବା ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( Music 4 ) ଗରୁଡ଼ ପଛରେ ଦେଖ , ଦିଶୁଛି କଳା ଶ୍ରୀମୁଖ କହଇ ସାରିଆ ଭିକ  ବଳ ରାମଙ୍କୁ ଦେଖିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ଶଙ୍ଖ ନାହିଁ ମଣ୍ଡଳରେ (2) ଏହି ନେତ୍ର ପଖାଳିବା  ଥକା ମନ ଚାଲ ଯିବା ଚକା ନୟନ ଦେଖିବା ....(2)  ( ସମାପ୍ତ )

ଭଜି ଭଜି ତୋ ନାମ ଚକାନୟନ Full Song Lyrics | Bhaji Bhaji To Nama Chaka Nayan Full Song Lyrics | Bhakti Mandir

  ଭଜି ଭଜି ତୋ ନାମ ଚକାନୟନ ମୋର ଯାଉ ଜୀବନ ପ୍ରଭ ଦିନେ ନ ଦେଖିଲେ ତୋ କଳା ବଦନ ମୋର ସରେନି ଦିନ (୨) ଏହି ପରାଣ ବିକି ଦେଇଛି ତୋତେ, ମୋହରି ହାନି ଲାଭ ସବୁ ତୋ ହାତେ (୨) ଗଳାର ମାଳି ମୋର ରଙ୍କୁଣି ଧନ, ପର କରିବୁ ନାହିଁ ତତେ ମୋ ରାଣ ମୋର ଯିବ ଜୀବନ ଭଜି ଭଜି ତୋ ନାମ ଚକାନୟନ ମୋର ଯାଉ ଜୀବନ ପ୍ରଭ ଦିନେ ନ ଦେଖିଲେ ତୋ କଳା ବଦନ ମୋର ସରେନି ଦିନ (୨) ଧନ ସଂପତ୍ତି ମୋର ହୋଇବ କିସ, ଲୋଡା ନାହିଁ ତ ମତେ ସରଗ ବାସ (୨) ହାତ ପତେଇ ମାଗି ଖାଇବି ତୋର, ମନ ଖୁସିରେ ତୋର ପ୍ରସାଦ ଅନ୍ନ ମୋର ଯିବ ଜୀବନ ଭଜି ଭଜି ତୋ ନାମ ଚକାନୟନ ମୋର ଯାଉ ଜୀବନ ପ୍ରଭ ଦିନେ ନ ଦେଖିଲେ ତୋ କଳା ବଦନ ମୋର ସରେନି ଦିନ (୨) ତୋର ଶ୍ରିପଦେ ମୋର ଏହି ମିନତି, ବଡ଼ ଦେଉଳେ ବସି ଥାଆ ସେମିତି (୨) ଦେଖାଇ ସେହି ରଙ୍ଗ ଅଧର ହସ, ଭକତଙ୍କର କିଣି ନେଉଥା ମନ ମୋର ଯିବ ଜୀବନ ଭଜି ଭଜି ତୋ ନାମ ଚକାନୟନ ମୋର ଯାଉ ଜୀବନ ପ୍ରଭ ଦିନେ ନ ଦେଖିଲେ ତୋ କଳା ବଦନ ମୋର ସରେନି ଦିନ (୨)

5 Best Life Lessons from the Bhagavad Gita by Lord Krishna | Bhakti Mandir 🙇🏻‍♂️🏵️

 5 Best Life Lessons from the Bhagavad Gita by Lord Krishna T he Bhagavad Gita is not just a religious scripture but a profound guide to living a meaningful life. Lord Krishna's teachings to Arjuna in the battlefield of Kurukshetra provide timeless wisdom on karma, self-discipline, and inner peace. In this article, we explore five key life lessons from the Bhagavad Gita, along with the verses spoken by Lord Krishna and their significance in our daily lives. 1. Focus on Your Actions, Not the Results Verse : "Karmanye vadhikaraste ma phaleshu kadachana." "Ma karma-phala-hetur bhur ma te sango’stvakarmani." (Bhagavad Gita 2.47) Meaning: You have the right to perform your duties, but you are not entitled to the fruits of your actions. Do not let the results be your motive, nor be attached to inaction. Why is it important? This verse teaches us to focus on effort rather than outcome. Often, we worry about success and failure, which creates stress and disappointment. ...