ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ . | Dine Jugalla Nidra Bhangiba re Full song Lyrics | Odishi Sankirtan Song | Bhakti Mandir By Dillip Kumar Sahoo

Bhakti Mandir


ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ 
ଦାରୁଣ ଦଇବ 

ତୋ ମନ ଯେବେ ମୋଓ ଠାରେ 
ମୋ ମନ ତୋ ଠାରେ ଥିବ 

ନିତ୍ୟ ବୃନ୍ଦା ବନେ ନିକୁଞ୍ଜ କାନନେ 
ତୋର ମୋର  ହେବ ଭେଟ ରେ......... ମିତଣୀ

ଦାରୁଣ ଦଇବ

ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ 
ଦାରୁଣ ଦଇବ

( Music 1 )

ବାଟ ଡକାଇତ ବାଟେ ବସିଅଛି 
ତୋତେ ଛାଡ଼ି ମୋତେ ନେବ ......

ତୁ ମୁଁ ଦୁହେଁ ଚିହ୍ନା ଚିହ୍ନି ହେଲେ 
କି କରିବା କାଳ ଯମ ରେ ..... ମିତଣୀ

ଦାରୁଣ ଦଇବ 
ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ 
ଦାରୁଣ ଦଇବ

( Music 2)

ହାଡ଼ ରକ୍ତ ଚର୍ମ ମାଉଁସ ଜୀବନ 
ତାର ସଙ୍ଗେ କିବ ଭାବ 

ତୁ ମୁଁ ଏକ ଗରଭୁ ସ୍ତମ୍ଭୂତ 
ନ ପାଇଲେ ବ୍ରହ୍ମା ଶିବ ରେ ..... ମିତଣୀ

ଦାରୁଣ ଦଇବ 
ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ 
ଦାରୁଣ ଦଇବ

( Music 3 )

ତୁ ପରା ବଲ୍ଲଭ ଲଗାଇଛୁ ଭାବ 
ଭାବ ସଙ୍ଗେ କିଭିବ ଲାଭ 

ଅରକ୍ଷିତ ଦାସ ଗୀତରେ ଭଣିଲେ 

ଖଣ୍ଡ ଗିରି (ଓଳାଶୁଣି ) ରେ ଭେ ଟି ବ ହେ ..... ମିତଣୀ 

ଦାରୁଣ ଦଇବ 
ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ 
ଦାରୁଣ ଦଇବ

ନିତ୍ୟ ବୃନ୍ଦା ବନେ ନିକୁଞ୍ଜ କାନନେ 
ତୋର ମୋର  ହେବ ଭେଟ ରେ......... ମିତଣୀ

ଦାରୁଣ ଦଇବ

" ଦିନେ ଯୁଗଳ ନିଦ୍ରା ଭାଙ୍ଗିବ ରେ  ..... ମିତଣୀ 
ଦାରୁଣ ଦଇବ " ..... (3)

( ସମାପ୍ତ ) 

Post a Comment

Previous Post Next Post