Skip to main content

Posts

Showing posts with the label Jagannath Bhajan

ଜୟ ଜୟ ଜଗନ୍ନାଥ ଚଢ଼ି ନନ୍ଦୀ ଘୋଷ odia song lyrics | Jai Jai Jagannath Chadhi Nandi Ghosa Ratha Odia Song Lyrics | Bhakti Mandir

ଜୟ ଜୟ ଜଗନ୍ନାଥ ଚଢ଼ି ନନ୍ଦୀ ଘୋଷ ରଥ  ଅନ୍ତର୍ଯ୍ୟାମୀ ଅନ୍ତର୍ଗତ ବରତା ଜାଣ | ଦୁଃଖୀ ଜଣାଇଲେ ଦୁଃଖ କେବେ ହେ ନୁହଁ ବି ମୁଖ ଦୁଃଖ ଏଡି ସୁଖ ତାକୁ ଦିଅ ପ୍ରମାଣ || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------ ତୁମ୍ଭେ ନରସିଂହ ରୁପେ ସ୍ତମ୍ଭ ରୁ  ବାହାରି ଆପେ , ହିରଣ୍ୟ ରାଜାର ହୃଦ ନଖେ ଚିରିଲ । ତା ପୁତ୍ର ପ୍ରହଲ୍ଲାଦ କୁ ସ୍ୱର୍ଗେ ଇନ୍ଦ୍ର କଲ ତାକୁ  ଧୃବ କୁମାରକୁ ଅଭିମାନୁ ତାରିଲ ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------ ଦୁର୍ଯୋଧନ ସଭାତଳେ ଦ୍ରୌପଦୀ ଙ୍କି  ନେଲା ବେଳେ  ସତୀ ବିବସନ କାଳେ ଚିନ୍ତିଲା ଯହୁଁ  | ଆତଙ୍ଗ  ନାଶନ ବାନା ବିପଦକୁ ବଜ୍ର ସିନା , ପଞ୍ଚାବନ କୋଟି ବସ୍ତ୍ର ଦେଲ ଟି ତହୁଁ  || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------  ବନ ଜୀବ ପଶୁଜାତି  ତା ସଙ୍ଗେ ବାଳ ସନ୍ତତି , ଆପେ ଗର୍ଭ ବାସ ହୋଇ ବୁଲେ ବନରେ  | ଶବର ବିନ୍ଧିଲା ବାଣ ମୂର୍ଗୀ ଚିନ୍ତେ ନାରାୟଣ , ବଜ୍ର ମାରି ବ୍ୟାଧ ପ୍ରାଣ ନେଲ ଟି ହରି || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------  ଗଜରାଜା ଜଳ ପିୟୁ ଗ୍ରାହ ପୀଡ଼ା ଗଲା ଯହୁଁ , ଆତଙ୍କେ ଡାକିଲା ଗଜ ରଖ...

Sehi Prabhu Nuha Ki Tume Full Song Lyrics | ସେହି ପ୍ରଭୁ ନୁହଁ କି ତୁମେ Full Song Lyrics | Bhakti Mandir

ଜୟ ଜୟ ଜଗନ୍ନାଥ ଚଢ଼ି ନନ୍ଦୀ ଘୋଷ ରଥ  ଅନ୍ତର୍ଯ୍ୟାମୀ ଅନ୍ତର୍ଗତ ବରତା ଜାଣ | ଦୁଃଖୀ ଜଣାଇଲେ ଦୁଃଖ କେବେ ହେ ନୁହଁ ବି ମୁଖ ଦୁଃଖ ଏଡି ସୁଖ ତାକୁ ଦିଅ ପ୍ରମାଣ || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------ ତୁମ୍ଭେ ନରସିଂହ ରୁପେ ସ୍ତମ୍ଭ ରୁ  ବାହାରି ଆପେ , ହିରଣ୍ୟ ରାଜାର ହୃଦ ନଖେ ଚିରିଲ । ତା ପୁତ୍ର ପ୍ରହଲ୍ଲାଦ କୁ ସ୍ୱର୍ଗେ ଇନ୍ଦ୍ର କଲ ତାକୁ  ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------ ଦୁର୍ଯୋଧନ ସଭାତଳେ ଦ୍ରୌପଦୀ ଙ୍କି  ନେଲା ବେଳେ  ସତୀ ବିବସନ କାଳେ ଚିନ୍ତିଲା ଯହୁଁ  | ଆତଙ୍ଗ  ନାଶନ ବାନା ବିପଦକୁ ବଜ୍ର ସିନା , ପଞ୍ଚାବନ କୋଟି ବସ୍ତ୍ର ଦେଲ ଟି ତହୁଁ  || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------  ବନ ଜୀବ ପଶୁଜାତି  ତା ସଙ୍ଗେ ବାଳ ସନ୍ତତି , ଆପେ ଗର୍ଭ ବାସ ହୋଇ ବୁଲେ ବନରେ  | ଶବର ବିନ୍ଧିଲା ବାଣ ମୂର୍ଗୀ ଚିନ୍ତେ ନାରାୟଣ , ବଜ୍ର ମାରି ବ୍ୟାଧ ପ୍ରାଣ ନେଲା ଟି ହରି || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------  ଗଜରାଜା ଜଳ ପିୟୁ ଗ୍ରାହ ପୀଡ଼ା ଗଲା ଯହୁଁ , ଆତଙ୍କେ ଡାକିଲା ଗଜ ରଖିଲା ହେଳେ  | ଆତଙ୍ଗ...

ଅବଢା ମୁଠିଏ ମୋତେ ମିଳୁ || Abadha Muthie Mote Millu || Bhakti Mandir

ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ତୁଳସୀ ଟିକିଏ ମୋତେ ମିଳୁ  .... ମହାବାହୁ .... ରଜା କୁ ମାଗିଲେ ରାଜ ଦେଇ ସାରନ୍ତାଣି ସେତ ..... (2) ତୁମକୁ ମୁଁ ମଗିଲାଣି ଯେଉଁ କାଳୁ ...... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ମହାବାହୁ ..... ( Music  1) କେତେ କାହାକୁ ଦଉଛ ସବୁ ମୁଁ ଦେଖୁଛି , ମୋତେ ଦେବାକୁ କିଆଁ ତମ ମନ ପଛାଉଛି  ...... ଚଉ ବର୍ଗ ଦାନୀ ବୋଲି  , ପ୍ରଭୁ ବାଜୁଛି ବାଜଣା  | କଣେ ଦେଲେକି ମାଣେ  , ତୁମ ସରିବା ମହିମା  || ହେ ସାଆନ୍ତ ବଡ଼ ବାବୁ  , ତୁମ ମୋହର ସବୁ  || (2) ନିର୍ଦ୍ଦୟ କାହିଁକି ମୋତେ ଆହେ କୃପାଳୁ ....... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ମହାବାହୁ ..... ( Music 2 ) ନୀଳାଚଳେ ରହି ଯେବେ  ( ପ୍ରଭୁ ) ଭୋକରେ ମରିବି  , ମଣିମା ତୁମକୁ ନିନ୍ଦା ( ମୁଁ ) କାହିଁକି କରିବି  || ଜାଣିବି ମୁଁ କର୍ମ ବାଙ୍କ , ଫଟା ମୋ କପାଳ , କିଏ ସେ ଭରିବ ଆଉ , ( ପ୍ରଭୁ ) ମୋ ଶୂନ୍ୟ ଥାଳ || ଦୁଃଖ ଶୂନ୍ୟ ଥାଳ ନେଇ , ଫେରିଯିବି ଭାବଗ୍ରାହୀ ... (2) ସରଗ ଦ୍ଵାର କୁ ଆହେ ଦୟାଳୁ ...... ଅବଢା ମୁଠିଏ  ମୋତେ ମିଳୁ ....  ମହାବାହୁ ..... ତୁଳସୀ ଟିକିଏ ମୋତେ ମିଳୁ  .... ମହାବାହୁ .... ରଜା ମାଗିଲେ ରାଜ ଦେଇ ସାରନ୍ତାଣି ...

ମାଧବ ହେ ମାଧବ Song Lyrics || Madhab He Madhab full Song Lyrics || Bhakti Mandir

 ମାଧବ ହେ.......ମାଧବ ହେ ମାଧବ ମାଧବ ହେ.......ମାଧବ  starting Music ମୁଠେ ପଖାଳରେ ପେଟ ପୁରେ ମୋର ....(2) ଛପନ ଭୋଗ ରେ ନାହିଁ ତ ଲୋଭ ........ ମାଧବ ହେ.......ମାଧବ  ମାଧବ ମାଧବ ହେ.......ମାଧବ  ଝାଟି ମାଟି ଘରେ ସବୁ ସୁଖ ମୋର ... (2) ରାଜ ମହଲରେ ନାହିଁ ତ ଲୋଭ........ ମାଧବ ହେ.......ମାଧବ  ମାଧବ ମାଧବ ହେ.......ମାଧବ  ( Music 1 ) ବାଟିଏ ସମ୍ପତି ଲୋଡା ନାହି ମୋର  ଦିପାଦ ମାଟିରେ ହୋଇଛି ଠିଆ ମିଛରେ କାହିଁକି ଲୋଭ କରିବିରେ  ଏ ଦେହରେ ଦିନେ ଲାଗିବ ନିଆଁ  ଖଣ୍ଡିଏ ଲୁଗା ରେ ଲାଜ ଲୁଚେ ମୋର...(2) ଖଣ୍ଡୁଆ ପାଟରେ ନାହିଁ ତ ଲୋଭ .... ଅ.... ମାଧବ ହେ.......ମାଧବ  ମାଧବ ମାଧବ ହେ.......ମାଧବ  ( Music 2) ତୋ ଜାଗାରେ ତୁ ଭଲରେ ଅଛୁରେ  ମୋ ଜାଗାରେ ମୁଁ ଭଲରେ ଅଛି  ହୋ ..... ଯେତିକି ଦେଇଛୁ ସେତିକିରେ ଶାନ୍ତି  ବେଶୀ ଆଉ ତତେ ମାଗୁନି କିଛି ଛିଣ୍ଡା ମସିଣାରେ ସୁଖ ନିଦ ମୋର ... (2) ରତନ ଖଟରେ ନାହିଁ ତ ଲୋଭ ... ଅ... ମାଧବ ହେ.......ମାଧବ  ମାଧବ ମାଧବ ହେ.......ମାଧବ  ମୁଠେ ପଖାଳରେ ପେଟ ପୁରେ ମୋର ....(2)  ଛପନ ଭୋଗ ରେ ନାହିଁ ତ ଲୋଭ ........ ମାଧବ ହେ.......ମାଧବ  ମାଧବ ମାଧବ ହେ.......ମାଧବ ମାଧବ ମା..... ଆଧବ  ( ସମାପ୍ତ )

ଦୀପ ଟିଏ ମୋତେ କରିଦିଅ ପ୍ରଭୁ || Dipa Tia Mote Karidia Prabhu Song Lyrics || Bhakti Mandir

  ଦୀପଟିଏ ମୋତେ କରିଦିଅ ପ୍ରଭୁ ,  ଶ୍ରୀ ମନ୍ଦିରେ ଜଳୁଥିବି ....(2) ତୋହରି ସେବାରେ, ତୋ ସିଂହ ଦୁଆରେ.....(2) ଜଳି ଜଳି ସରିଯିବି  ହୋ...... ଜଳି ଜଳି ସରିଯିବି ଦୀପଟିଏ ମୋତେ କରିଦିଅ ପ୍ରଭୁ ,  ଶ୍ରୀ ମନ୍ଦିରେ ଜଳୁଥିବି                                           ଶ୍ରୀ ମନ୍ଦିରେ ଜଳୁଥିବି ( Music 1) କରୁଥିବି ନୀତି ତୋର ଦରଶନ , ଲୋଡା ନାହି ପ୍ରଭୁ ଯଶ ଆଉ ମାନ....(2) ଉଳସ ପତର କରିଦିଅ ପ୍ରଭୁ ...(2) ତବ ସେବାରେ ଲାଗିବି  ହୋ.... ତବ ସେବାରେ ଲାଗିବି ଦୀପଟିଏ ମୋତେ କରିଦିଅ ପ୍ରଭୁ ,  ଶ୍ରୀ ମନ୍ଦିରେ ଜଳୁଥିବି                                             ଶ୍ରୀ ମନ୍ଦିରେ ଜଳୁଥିବି ( Music 2 ) ଆଖି ଲୁହ ମୋର କରୁଛି ଅର୍ପଣ , ଭକତି କୁ ମୋର କରହେ ଚନ୍ଦନ ..... (2) ଫୁଲଟିଏ ମୋତେ କରିଦିଅ ପ୍ରଭୁ ... (2) ପାଦ ତଳେ ରଖିଥିବି  ହୋ.... ପାଦ ତଳେ ରଖିଥିବି ଦୀପଟିଏ ମୋତେ କରିଦିଅ ପ୍ରଭୁ ,  ଶ୍ରୀ ମନ୍ଦିରେ ଜଳୁଥିବି ....(2)  ତୋହରି ସେବାରେ ତୋ ସିଂହ ଦୁଆରେ.....(2...

ହେ ଜଗନ୍ନାଥ || Hee Jagannath || ନୀଳାଚଳ ଧାମ ଯାଇ ମୁଁ ପାରୁନି ||Nilachal Dhama Jai Mun Paruni ||Bhakti Mandir

 ହେ.........ଜଗନ୍ନାଥ  ହେ ଜଗନ୍ନାଥ ଜଗନ୍ନାଥ ଅ....... ହେ ....ଜଗନ୍ନାଥ  --- Starting Music --- ନୀଳା ଚଳ ଧାମ ଯାଇ ମୁଁ ପାରୁନି .. (2) ଏଇଠି କରୁଛି ଦଣ୍ଡବତ ହେ ଜଗନ୍ନାଥ , ହେ ଜଗନ୍ନାଥ ( 2) ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି  ଏଇଠି  ଗଢିଛି ବାଲିରଥ  ହେ ଜଗନ୍ନାଥ , ହେ ଜଗନ୍ନାଥ ( 2) ( Music 1 ) ଜୀବନର ବାଟ ଭାରି ଅଙ୍କ ବଙ୍କା , ବିଚାର ବାଟୋଇ ଛାତିରେ ଛନକା  | ମୁଁ ସେଇ ବାଟୋଇ ଭାରି ଏକା ଏକା  ପାଦେ ପାଦେ ଆଜି ଦଉଛି ପରୀକ୍ଷା  ଏଇଠି ଥାଇ ମୁଁ ଯାଛୁଛି ନଡ଼ିଆ ... (2) ବଢେଇ ଦିଅ ହେ ତୁମ ହାତ ହେ ଜଗନ୍ନାଥ ,  ହେ ଜଗନ୍ନାଥ (2) ( Music 2 ) ଭାରି ଛନ୍ଦା ଛନ୍ଦି ପାପୁଲିର ରେଖା , ଘଟୁଛି ଘଟିବ ଯାହା ଅଛି ଲେଖା  କୋଉ ଦିନ ପ୍ରଭୁ ହବ ତୁମ ଦେଖା  ସେ ଦିନ ସେ ଯାଏ କରିବି ଅପେକ୍ଷା ଜୀବ ଯିବା ଯାଏଁ ତୁମ କୃପା ଥାଉ  ....(2) ମାଗୁନି ସରଗ ପାରିଜାତ ହେ ଜଗନ୍ନାଥ  , ହେ ଜଗନ୍ନାଥ (2) ନୀଳା ଚଳ ଧାମ ଯାଇ ମୁଁ ପାରୁନି .. (2)  ଏଇଠି କରୁଛି ଦଣ୍ଡବତ ହେ ଜଗନ୍ନାଥ , ହେ ଜଗନ୍ନାଥ ( 2) ( ସମାପ୍ତ )

କାଳିଆ ରେ ମନ ବୋଲି ତୋର କିଛି ନାହିଁ Lyrics || Kalia Re Mana Boli Tora Kichhi Nahi Lyrics || Bhakti Mandir। 🙇

କାଳିଆରେ.......କାଳିଆରେ .......କାଳିଆରେ  ....... କାଳିଆ ରେ ମନ ବୋଲି ତୋର କିଛି ନାହିଁ (2) ମନକୁ ତୋହର ଗୋପ ଗୋପାଳୁଣି (2) ରାଧିକା ଯାଇଛି ନେଇ କାଳିଆ ରେ ମନ ବୋଲି ତୋର କିଛି ନାହି (2) ( Music 1 ) ମନ ଯଦି ତୋର ଥାଆନ୍ତା ସତେରେ ,               ମୋ ମନ ପାରନ୍ତୁ ବୁଝି | କେତେବେଳେ ଥରେ ମନେ ପଡିଗଲେ ,                   ମତେ ତ ପାରନ୍ତୁ ଖୋଜି  || ମିଛଟାରେ ତୋତେ ଡାକନ୍ତି ଭକତେ -- (2) ମାନୁଆ ଠାକୁର କହି  କାଳିଆ ରେ ମନ ବୋଲି ତୋର କିଛି ନାହି (2)  ( Music 2 ) ଆପଣା ଲୋକର କଷଣ ଦେଖିଲେ             ମନ ହୁଏ ଛଟପଟ , ମନ ନାହିଁ ବୋଲି ଆନନ୍ଦେ ହସୁଛୁ              ଦେଖି ମୋର ଦୁଃଖ କଷ୍ଟ | ଏତେ କଥା ବୁଝି ତଥାପି ମୋ ମନ ...(2) ତୋ ପାଇଁ ହେଉଛି ବାଇ  କାଳିଆ ରେ ମନ ବୋଲି ତୋର କିଛି ନାହି (2)  ମନକୁ ତୋହର ଗୋପ ଗୋପଳୁଣି (2) ରାଧିକା ଯାଇଛି ନେଇ କାଳିଆ ରେ ମନ ବୋଲି ତୋର କିଛି ନାହି (2) କାଳିଆ ରେ ମନ ବୋଲି ତୋର କିଛି ନାହି (2)  ( ସମାପ୍ତ )