Karuna Sagar Prabhu he full odia Lyrics |କରୁଣା ସାଗର ପ୍ରଭୂ ହେ ଜଗତର ଠାକୁର Full Song Lyrics | Bhakti Mandir 🙇🏻
୧. କରୁଣା ସାଗର ପ୍ରଭୂ ହେ ଜଗତର ଠାକୁର , ଘେନ ଆମ ଶିଶୁ ବିନତୀ ସର୍ବେ ଯୋଡୁଛି କର | ୨. ଦେଇଛ ଜନମ ଜଗତ ସେବା କରିବ ପାଇଁ , ଅବାଟରେ ଗଳେ ଆମକୁ ବାଟ ଦିଅ ବତାଇ | ୩. ତୁମରି ଦାନ ଏ ଜୀବନ ଲାଗୁ ବିଶ୍ଵ କଲ୍ୟାଣେ , ରହିଥାଉ ଆମ ଭକତି ଗୁରୁଜନ ଚରଣେ । ...