Skip to main content

Posts

Showing posts with the label ODISHI BHAJAN

ODIA BHAJAN LYRICS | ଛାଡ଼ିଗଲେ ଗୁଣ ମଣୀ FULL SONG LYRICS | BHAKTI MANDIR

ଛାଡ଼ିଗଲେ ଗୁଣ ମଣୀ  ଝୁରି ଝୁରି ମରିବି ମୁଁ  ସଜନୀ ଗୋ ଆଉ କାହା କର ଧରିବି ମୁଁ  ସଜନୀ ଗୋ  ତୁ ମୋହର ମୁଁ ତୋହର  କରିବୁନି ଅନ୍ତର | ମାରୁଅଛି ପଞ୍ଚ ଶର  ବହୁ ଅଛି ଶରୀର || ସଜନୀ ଗୋ ଆଉ କାହା କର ଧରିବି ମୁଁ  ସଜନୀ ଗୋ  କି ସୁନ୍ଦର ଲଲାଟ , ପଡୁଅଛି ଅଲୋଟ  ଗଜକାନ୍ତ ପଲଙ୍କରେ  ଆଉ ନ ହୋଇବ ଭେଟ  ସଜନୀ ଗୋ ଆଉ କାହା କର ଧରିବି ମୁଁ  ସଜନୀ ଗୋ  ରସବତି ରସିବ କାନ୍ତ କୋଳେ ବସିବ ଭଣେ ଉପଇନ୍ଦ୍ର ଭଞ୍ଜ  ଚାରି ଚକ୍ଷୁ ମିଶିବ ସଜନୀ ଗୋ  ଆଉ କାହା କର ଧରିବି ମୁଁ  ସଜନୀ ଗୋ  ଛାଡ଼ିଗଲେ ଗୁଣ ମଣୀ  ଝୁରି ଝୁରି ମରିବି ମୁଁ  ସଜନୀ ଗୋ ଆଉ କାହା କର ଧରିବି ମୁଁ  ସଜନୀ ଗୋ  ( ସମାପ୍ତ )

Sehi Prabhu Nuha Ki Tume Full Song Lyrics | ସେହି ପ୍ରଭୁ ନୁହଁ କି ତୁମେ Full Song Lyrics | Bhakti Mandir

ଜୟ ଜୟ ଜଗନ୍ନାଥ ଚଢ଼ି ନନ୍ଦୀ ଘୋଷ ରଥ  ଅନ୍ତର୍ଯ୍ୟାମୀ ଅନ୍ତର୍ଗତ ବରତା ଜାଣ | ଦୁଃଖୀ ଜଣାଇଲେ ଦୁଃଖ କେବେ ହେ ନୁହଁ ବି ମୁଖ ଦୁଃଖ ଏଡି ସୁଖ ତାକୁ ଦିଅ ପ୍ରମାଣ || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------ ତୁମ୍ଭେ ନରସିଂହ ରୁପେ ସ୍ତମ୍ଭ ରୁ  ବାହାରି ଆପେ , ହିରଣ୍ୟ ରାଜାର ହୃଦ ନଖେ ଚିରିଲ । ତା ପୁତ୍ର ପ୍ରହଲ୍ଲାଦ କୁ ସ୍ୱର୍ଗେ ଇନ୍ଦ୍ର କଲ ତାକୁ  ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------ ଦୁର୍ଯୋଧନ ସଭାତଳେ ଦ୍ରୌପଦୀ ଙ୍କି  ନେଲା ବେଳେ  ସତୀ ବିବସନ କାଳେ ଚିନ୍ତିଲା ଯହୁଁ  | ଆତଙ୍ଗ  ନାଶନ ବାନା ବିପଦକୁ ବଜ୍ର ସିନା , ପଞ୍ଚାବନ କୋଟି ବସ୍ତ୍ର ଦେଲ ଟି ତହୁଁ  || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------  ବନ ଜୀବ ପଶୁଜାତି  ତା ସଙ୍ଗେ ବାଳ ସନ୍ତତି , ଆପେ ଗର୍ଭ ବାସ ହୋଇ ବୁଲେ ବନରେ  | ଶବର ବିନ୍ଧିଲା ବାଣ ମୂର୍ଗୀ ଚିନ୍ତେ ନାରାୟଣ , ବଜ୍ର ମାରି ବ୍ୟାଧ ପ୍ରାଣ ନେଲା ଟି ହରି || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------  ଗଜରାଜା ଜଳ ପିୟୁ ଗ୍ରାହ ପୀଡ଼ା ଗଲା ଯହୁଁ , ଆତଙ୍କେ ଡାକିଲା ଗଜ ରଖିଲା ହେଳେ  | ଆତଙ୍ଗ...

କୁଞ୍ଜ ବନେ କଳା ନିଧି କଳା ନିଧି full song Odia Lyrics | Kunja Bane Kala Nidhi Odia Lyrics | Bhakti Mandir🙇🏻

କୁଞ୍ଜ ବନେ କଳା ନିଧି କଳା ନିଧି Full Song Lyrics By Dillip Kumar Sahoo BHAKTI MANDIR   କୁଞ୍ଜ ବନେ କଳା ନିଧି କଳା ନିଧି , କଳା ନିଧି କଳା ଶ୍ରୀ ହରି -- 2 କହନ୍ତି  ସକଳେ କଳକଣ୍ଠି ପାଶେ  , କଳକଣ୍ଠୀ ପ୍ରୀତି ସୁମରି   କୋକିଳ .... ଅ...... କି କରୁଥିବ ରାମାମଣୀ  କୁସୁମ ଶାୟକ ଶାୟକ ଶାୟକ ଶାୟକ ବିନ୍ଦୁ ଥିବ ଟାଣି କୋକିଳ ... କି କରୁଥିବ ରାମାମଣୀ --2 ---- Music ----- ଗଳା ମାଳା ମୋର ପ୍ରିୟକ ପ୍ରିୟକ  ପ୍ରିୟକ ପ୍ରିୟକ ଦେଖିବ  ଗୌରୀ ନ କରି ପ୍ରିୟକ ପ୍ରିୟକ  ପ୍ରିୟକ ମୋହିନୀ ହସିବ  କୋକିଳ ...... ଗୁଣ ମଣୀ  କେହ୍ନେ ବଞ୍ଚିବ  ଗୁରୁ ସମ ମଣୀ ତାରଣ ତାରଣ  ତାରଣ ଡୋଳା ହେଉଥିବ କୋକିଳ ...... ଗୁଣ ମଣୀ  କେହ୍ନେ ବଞ୍ଚିବ  --- Music ----- କ୍ଷମା ସିନ୍ଧୁ ଥାଉ ବୃଷାଙ୍କ ବୃଷାଙ୍କ  ବୃଷାଙ୍କ ବୃଷାଙ୍କ ଦହୁଛି | କ୍ଷିତି ମଣ୍ଡନା ପାଶେ ଏତେ କହିବ  କର ଧରି ତୋତେ କହୁଛି  କୋକିଳ ..... ଯତନେ ତାର ସଖୀ ଗଣ  କ୍ଷମେ ରକ୍ଷା କର ଉପ ଇନ୍ଦ୍ର  ଉପ ଇନ୍ଦ୍ର ଭଞ୍ଜ ମଙ୍ଗରାଜଙ୍କୁ  କୋକିଳ .... କ୍ଷମ ହେ ଅଗମ୍ୟ ବ୍ରଜଙ୍କୁ  କ୍ଷମ ହେ ଅଗମ୍ୟ ବ୍ରଜଙ୍କୁ -- 2 -- ସମାପ୍ତ ----

ମାନ ଉଦ୍ଧାରଣ , କରହେ କାରଣ ଶରଣ ମୁଁ ତୁମ୍ଭ ପଦ ତଳେ || Maana Udharana Karahe Karana full song lyrics | Bhakti Mandir By Dillip Kumar Sahoo

ମାନ ଉଦ୍ଧାରଣ  , କରହେ କାରଣ  ଶରଣ ମୁଁ ତୁମ୍ଭ ପଦ ତଳେ  || 1. ଆନଥର   ନାଥ  , ନୀଳଗିରି ନାଥ    ଜଗନ୍ନାଥ ନାମ ନୀଳାଚଳେ .. ||    ମାନ ଉଦ୍ଧାରଣ  , କାରହେ କାରଣ      ଶରଣ ମୁଁ ତୁମ୍ଭ ପଦ ତଳେ  || 2. ମହୋଦଧି କୂଳେ  , କଳ୍ପବଟ ମୂଳେ      ବିଜେ  କ ରିଛ ବଡ଼ ଦେଉଳେ... ||      ମାନ ଉଦ୍ଧାରଣ  , କାରହେ କାରଣ         ଶରଣ ମୁଁ ତୁମ୍ଭ ପଦ ତଳେ  || ପାଳି :-    ମାନ ଉଦ୍ଧାରଣ  , କରହେ କାରଣ                ଶରଣ ମୁଁ ତୁମ୍ଭ ପଦ ତଳେ  || 3. ଲକ୍ଷେ ଯୋଜନରେ , ଗଜଡାକ ଦେଲା       ତା ଡାକ ଶୁଣିଲ ପଶା ଖେଳେ  |      ମାରକଣ୍ଡ ଋଷି ,  ଯାଉଥିଲେ ଭାସି       ଉଦ୍ଧରି ଧରିଲ ବାମ କରେ  ||  ପାଳି :-    ମାନ ଉଦ୍ଧାରଣ  , କରହେ କାରଣ                ଶରଣ ମୁଁ ତୁମ୍ଭ ପଦ ତଳେ  || 4. କିଷ୍କିନ୍ଧ୍ୟା କୁ ଗଲ ,  ବାଳୀ ବିନଶିଲ      ବନ୍ଧ ଯେ ବାନ୍ଧିଲ ସିନ୍ଧୁ ...

ଶ୍ରୀ ଗୀତ ଗୋବିନ୍ଦ Lyrics || Sri Gita Gobinda Lyrics ||Bhakti Mandir 🙇

  ୧. ଶ୍ରୀତ କମଳା କୁଚ ମଣ୍ଡଳ ହେ , ଧୃତ କୁଣ୍ଡଳ ହେ |  କଳିତ ଲଳିତ ବନମାଳ , ଜୟ ଜୟ ଦେବ ହରେ || ରାଧେ କୃଷ୍ଣ ହରି ଗୋବିନ୍ଦ ଗୋପାଳ ବାସୁଦେବ ବାଳ  ନନ୍ଦ ଦୁଲାଳ, ଜୟ ଜୟ ଜୟଦେବ ହରେ || ୨. ଦୀନ ମଣି ମଣ୍ଡଳ ମଣ୍ଡନ ହେ , ଭବ ଖଣ୍ଡନ ହେ  ମୁନି ଜନ ମାନସ ହଂସ , ଜୟ ଜୟ ଦେବ ହରେ ||           [ (  ରାଧେ କୃଷ୍ଣ ) ଘୋଷା ] ୩. କାଳୀୟ ବିଷଧର ଗଞ୍ଜନ ହେ , ଜନ ରଞ୍ଜନ ହେ | ଯଦୁକୁଳ ନଳୀନ ଦିନେଶ , ଜୟ ଜୟ ଦେବ ହରେ ||            [ ( ରାଧେ କୃଷ୍ଣ ) ଘୋଷା ] ୪. ମଧୁସୁର ନରକ ବିନାସନ ହେ , ଗରୁଡ଼ାସନ ହେ | ସୁର କୁଳ କେଳି ନିଦାନ , ଜୟ ଜୟ ଦେବ ହରେ ||             [ ( ରାଧେ କୃଷ୍ଣ ) ଘୋଷା ] ୫. ଅମଳ କମଳ ଦଳ ଲୋଚନ ହେ , ଭବ ମୋଚନ ହେ | ତ୍ରିଭୁବନ ଭବନ ନିଧାନ , ଜୟ ଜୟ ଦେବ ହରେ ||            [ ( ରାଧେ କୃଷ୍ଣ ) ଘୋଷା ] ୬. ଜନକ ସୂତାକୃତ ଭୂଷଣ ହେ , ଜିତ ଦୂଷଣ ହେ | ସମର ସମୀର ଦଶ କଣ୍ଠ  , ଜୟ ଜୟ ଦେବ ହରେ ||            [ ( ରାଧେ କୃଷ୍ଣ ) ଘୋଷା ] ୭. ଅଭିନବ ଜଳଧର ସୁନ୍ଦର ହେ , ଧୃତ ମନ୍ଦର ହେ | ଶ୍ରୀମୁଖ ଚନ୍ଦ୍ର ଚକୋର , ଜୟ ଜୟ ଦେବ ହରେ ||       ...