Skip to main content

Posts

Showing posts from April, 2026

ଜୟ ଜୟ ଜଗନ୍ନାଥ ଚଢ଼ି ନନ୍ଦୀ ଘୋଷ odia song lyrics | Jai Jai Jagannath Chadhi Nandi Ghosa Ratha Odia Song Lyrics | Bhakti Mandir

ଜୟ ଜୟ ଜଗନ୍ନାଥ ଚଢ଼ି ନନ୍ଦୀ ଘୋଷ ରଥ  ଅନ୍ତର୍ଯ୍ୟାମୀ ଅନ୍ତର୍ଗତ ବରତା ଜାଣ | ଦୁଃଖୀ ଜଣାଇଲେ ଦୁଃଖ କେବେ ହେ ନୁହଁ ବି ମୁଖ ଦୁଃଖ ଏଡି ସୁଖ ତାକୁ ଦିଅ ପ୍ରମାଣ || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------ ତୁମ୍ଭେ ନରସିଂହ ରୁପେ ସ୍ତମ୍ଭ ରୁ  ବାହାରି ଆପେ , ହିରଣ୍ୟ ରାଜାର ହୃଦ ନଖେ ଚିରିଲ । ତା ପୁତ୍ର ପ୍ରହଲ୍ଲାଦ କୁ ସ୍ୱର୍ଗେ ଇନ୍ଦ୍ର କଲ ତାକୁ  ଧୃବ କୁମାରକୁ ଅଭିମାନୁ ତାରିଲ ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------ ଦୁର୍ଯୋଧନ ସଭାତଳେ ଦ୍ରୌପଦୀ ଙ୍କି  ନେଲା ବେଳେ  ସତୀ ବିବସନ କାଳେ ଚିନ୍ତିଲା ଯହୁଁ  | ଆତଙ୍ଗ  ନାଶନ ବାନା ବିପଦକୁ ବଜ୍ର ସିନା , ପଞ୍ଚାବନ କୋଟି ବସ୍ତ୍ର ଦେଲ ଟି ତହୁଁ  || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------  ବନ ଜୀବ ପଶୁଜାତି  ତା ସଙ୍ଗେ ବାଳ ସନ୍ତତି , ଆପେ ଗର୍ଭ ବାସ ହୋଇ ବୁଲେ ବନରେ  | ଶବର ବିନ୍ଧିଲା ବାଣ ମୂର୍ଗୀ ଚିନ୍ତେ ନାରାୟଣ , ବଜ୍ର ମାରି ବ୍ୟାଧ ପ୍ରାଣ ନେଲ ଟି ହରି || ସେହି ପ୍ରଭୁ ନୁହଁ କି ତୁମେ  ଦୁଃଖୀ ଜଣାଇଲେ ଦୁଃଖ ନ ଶୁଣ ଏବେ | ---- Music ------  ଗଜରାଜା ଜଳ ପିୟୁ ଗ୍ରାହ ପୀଡ଼ା ଗଲା ଯହୁଁ , ଆତଙ୍କେ ଡାକିଲା ଗଜ ରଖ...

Maa Duladebi Ki Aarati Full Lyrics| By Shri Laxmidhar Sahoo | Bhakti Mandir 🙇🙇🙇

  ୧ . ଓଁ ଜୟ ମାଆ ଦୁ ଲାଦେଇ ଜୟ ଜୟ ମାଆ ଦୁ ଲାଦେଇ ଆ ଳ ତୀ କରୁଛି ସେବକ ଆ ଳ ତୀ କରୁଛି ସେବକ ଅ ଗୁର କର୍ପୁର ନେଇ ଜୟ ଜୟ ମାଆ ଦୁ ଲାଦେଇ ୨ . ଆ ଳ ତୀ ଦେଖେ ଯେ ଉଁ ଜନ କଷ୍ଟ ରୁ ମୁକ୍ତି ମିଳଇ ମାଆ କଷ୍ଟ ରୁ ମୁକ୍ତି ମିଳଇ ଚୁଆ ଚନ୍ଦନ ଅଗୁ ରରେ ଚୁଆ ଚନ୍ଦନ ଅଗୁ ରରେ ମନ୍ଦିର ତୋର ମହକଇ ଜୟ ଜୟ ମାଆ ଦୁ ଲାଦେଇ ୩ . ମୁହଁରେ ସିନ୍ଦୁର ଲଗାଇ ଛି ସୁନ୍ଦର ପୁଣି ଦିସୁଛି ମାଆ ସୁନ୍ଦର ପୁଣି ଦିସୁଛି ମୁହଁ ତୋର ଦେ ଲେ ଚା ହିଁ ମୁହଁ ତୋର ଦେ ଲେ ଚା ହିଁ ଦୁଃଖତ ଯାଏ ଦୂରେଇ ଜୟ ଜୟ ମାଆ ଦୁ ଲାଦେଇ ୪. ମଙ୍ଗଳା , ବିମଳା , ଶାରଳା ତୋହର କେତେ ଜେ ନାମ ମାଆ ତୋହର କେତେ ଜେ ନାମ ବିରଜାଇ , ଚର୍ଚି କା ଈ ବିରଜାଇ , ଚର୍ଚି କା ଈ ସମ୍ବଲପୁରରେ ସମଲେଇ ଜୟ ଜୟ ମାଆ ଦୁ ଲାଦେଇ ୫. ମନ୍ଦିର ଭିତରେ ପାର୍ଶ୍ୱଦେବୀ ଅଛନ୍ତି ଚାରି ପାର୍ଶ୍ୱରେ ...

Maa Duladebi Ki Aarati Full Lyrics| ମାଆ ଦୁଲାଦେଇ ଙ୍କ ଆଳତୀ Full Lyrics | Bhakti Mandir 🙇🙇🙇

  ୧ . ଓଁ ଜୟ ମାଆ ଦୁ ଲାଦେଇ ଜୟ ଜୟ ମାଆ ଦୁ ଲାଦେଇ ଆ ଳ ତୀ କରୁଛି ସେବକ ଆ ଳ ତୀ କରୁଛି ସେବକ ଅ ଗୁର କର୍ପୁର ନେଇ ଜୟ ଜୟ ମାଆ ବୁଲାଦେଇ ୨ . ଆ ଳ ତୀ ଦେଖେ ଯେ ଉଁ ଜନ କଷ୍ଟକୁ ମୁକ୍ତି ମିଳଇ ମାଆ କଷ୍ଟକୁ ମୁକ୍ତି ମିଳଇ ଚୁଆ ଚନ୍ଦନ ଅଗୁ ରରେ ଚୁଆ ଚନ୍ଦନ ଅଗୁ ରରେ ମନ୍ଦିର ତୋର ମହକଇ ଜୟ ଜୟ ମାଆ ଦୁ ଲାଦେଇ ୩ . ମୁହଁରେ ସିନ୍ଦୁର ଲଗାଇ ଛି ସୁନ୍ଦର ପୁଣି ଦିସୁଛି ମାଆ ସୁନ୍ଦର ପୁଣି ଦିସୁଛି ମୁହଁ ତୋର ଦେ ଲେ ଚା ହିଁ ମୁହଁ ତୋର ଦେ ଲେ ଚା ହିଁ ଦୁଃଖତ ଯାଏ ଦୂରେଇ ଜୟ ଜୟ ମାଆ ଦୁ ଲାଦେଇ ୪. ମଙ୍ଗଳା , ବିମଳା , ଶାରଳା ତୋହର କେତେ ଜେ ନାମ ମାଆ ତୋହର କେତେ ଜେ ନାମ ବିରଜାଇ , ଚର୍ଚି କା ଈ ...