Chhanda Charane gali saranna full song lyrics | ଛନ୍ଦା ଚରଣେ ଗଲି ଶରଣ Full Song Lyrics | Bhakti Mandir 🙇🏻

Bhakti Mandir

ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ 

" ଛନ୍ଦା ଚରଣ ମୋତେ ତାରିବ କି ,
କନ୍ଦାଇ କନ୍ଦାଇ ମାରିବା କି -- (2)

ପତିତ ପାବନ ପ୍ରଭୁ ଅଧମ ତାରଣ 
ଯଶୋଦା ଧନ ଜୀବନ ରାଧିକା ରମଣ 

ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ 
ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ 

---- MUSIC -------

ଶୟନେ ଦେଖୁଛି କୃଷ୍ଣ ସପନରେ କୃଷ୍ଣ ,
ମନା ବୃନ୍ଦାବନେ ମୋର  ଦିବା ନିଶି କୃଷ୍ଣ  ||  --- (2)

କୁସୁମ ମାଳତୀ କୁଞ୍ଜ ଗିରି ଗୋବରଧନ 
ତ୍ରିଭଙ୍ଗି ଠାଣି ରେ ଉଭା ଶ୍ରୀ ମଧୁସୂଦନ 

ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ 
ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ 

----- Music ------

ଶ୍ରୀ ନୀଳ କନ୍ଦରେ ବିଜେ ହେ ଚକାନୟନ ,
ପତିତ ଉଦ୍ଧାର ପାଇଁ ଅବତାର ପୁଣ  |  --- (2)

ସଙ୍ଗତେ ଭାଇ ଭଉଣୀ ଚକ୍ର ସୁଦର୍ଶନ ,
ଚତୁର୍ଦ୍ଧା ମୂରତି ଦେଖ କେଡେ ଶୋଭବନ ||

ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ 
ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ 

-------- Music -------
ତ୍ରେତୟା ଯୁଗରେ ପ୍ରଭୁ ଶ୍ରୀ ରଘୁନନ୍ଦନ  , 
ଦ୍ୱାପରରେ କୃଷ୍ଣ ରୂପେ ଧରାବତରଣ  | - (2)

ଏ କଳି କାଳରେ ତୁମେ ଶ୍ରୀକ୍ଷେତ୍ର ମୋହନ ,
ଶ୍ରୀ ଗୀତ ଗୋବିନ୍ଦ ଯାର ଶୁଣିବାକୁ ମନ ||

ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ 
ଛନ୍ଦା ଚରଣ  , ଛନ୍ଦା ଚରଣ ,  ଛନ୍ଦା ଚରଣେ ଗଲି ଶରଣ 

( ସମାପ୍ତ )

Post a Comment

Previous Post Next Post