ମନ ପାରାରେ Full Song Lyrics | Mana Para Re Full Song Lyrics | Bhakti Mandir 🙇

Bhakti Mandir | Odia Bhajan

 

ମନ ପାରାରେ.........ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି

ମନ ପାରାରେ ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି କି........

ପାରା ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି 


ଏଠୀ ଘୁମୁରିଲେ କି ଲାଭ ପାଇବୁ ରେ .....

ଏଠୀ ଘୂମୁରିଲେ କି ଲାଭ ପାଇବୁ 

ଗଲାଣି ତୋ ପରା ଝଡି


ମନ ପାରାରେ ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି

ମନ ପାରା ରେ ଶ୍ରୀ କ୍ଷେତ୍ରେ


(Music 1)


" ମନୁଆ କାଳିଆ ,  ମନ ମାରି ଦେଇ " (2)

ମଉନେ ବସିଛି ସେଠି.....


ମନ କଥା ତୁହି କହିବୁ ବୁଝେଇ


ମନ ରଖିଥିବୁ ତା ଠୀ ,

ରେ ମନ ରାଖିଥିବୁ ତା ଠି


ତୋହ ପ୍ରତି  ଯେବେ , ହେବେ ନିରିଦୟ  ରେ

ତୋ ପ୍ରତି ଯେବେ ହେବେ ନିରିଦାୟ


ନ ଯିବୁ ସେ ଠାବ ଛାଡି 

ମନ ପାରା ରେ..........


ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି କି ପାରା 

ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି


(Music 2)


" ନରେନ୍ଦ୍ରେ ସ୍ନାହନ  , କରିବୁ ରେ ପାରା " (2)

ସମୁଦ୍ରରେ ଦବୁ ବୁଡ଼ ........


" ଆନନ୍ଦ ବଜାରେ , ବୁଲିଣ ମଜାରେ " (2)


ଖାଉଥିବୁ ବେତ ମାଡ଼ ରେ

ଖଉଥିବୁ ବେତ ମାଡ଼........


ଶ୍ରୀ ମହାପ୍ରସାଦ ସାଉଁଟି କହିବୁ ରେ

ଶ୍ରୀ ମହାପ୍ରସାଦ ସାଉଁଟି ଖାଇବୁ.....


ଭକ୍ତ ମୁଖୁ ଥିବ ପଡ଼ି ..... ମନ ପାରା ରେ


ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି ....ମନ ପାରା ରେ


ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି


(Music 3)


" ତତେ ସେହି ଯେବେ , କଥା ନ କହିବେ " (2)

ମୋର ବୋଲ ତୁ କରିବୁ


" ବଡ ଦେଉଳର , ମୁଖ ଶାଳା ମୂଳେ "(2)


ମଉନେ ଘୁମୁରା ଥିବୁ ରେ

ମଉନେ ଘୁମୁରା ଥିବୁ


ଜୀବ ଯିବା ବେଳେ , ବାଇଶି ପାହାଚେ " (2)


ଡେଣା ଯୋଡ଼ି ଯିବୁ ଉଡ଼ି .....ମନ ପାରା ରେ 


ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି....ମନ ପାରା ରେ 

ଶ୍ରୀ  କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି କି ..ପରା 

ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି 


" ଏ ମାୟା ସଂସାର  , କେହି ନୁହେଁ କାର " (2)

ମନରେ .... ମନରେ.......

ଏ ମାୟା ସଂସାର , କେହି ନୁହେଁ କାର 

ମିଛେ ହୁଅନା ରେ ବାଇ...........


" ଲୀଳା ଯାତ୍ରା ଦେଖି , ବାଇଶି ପାହାଚେ " (2)


ମାରିବା ଭାଗ୍ୟ ଅଟଇ ରେ

ମାରିବା ଭାଗ୍ୟ ଅଟଇ ......


" ତୋ ମଡ଼ା କାଢ଼ିରେ , ଶ୍ରୀ ବିଷ୍ଣୁ ଭକତେ ରେ " (2)


ଏ ସୁଯୋଗ ମତେ ଛାଡ଼ି , ମନ ପାରା ରେ 


ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି , ମନ ପାରା ରେ

ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି 


ଏଠି ଘୁମୂରିଲେ କି ଲାଭ ପାଇବୁ ରେ

ଏଠି ଘୂମୂରିଲେ କି ଲାଭ ପାଇବୁ 


ଗଲାଣି ତୋ ପର ଝଡି  , ମନ ପାରା ରେ 


ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି  , ମନ ପାରା ରେ

ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି କି ପାରା

ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି 

ମନ ପାରା ରେ..........

ଶ୍ରୀ କ୍ଷେତ୍ରେ ଯିବୁ ଉଡ଼ି ଉଡ଼ି 

ତୁ ଯିବୁ ଉଡ଼ି ଉଡ଼ି 

ତୁ ଯିବୁ ଉଡ଼ି ଉଡ଼ି ..........

Post a Comment

Previous Post Next Post