Skip to main content

କୁଞ୍ଜ ବନେ କଳା ନିଧି କଳା ନିଧି full song Odia Lyrics | Kunja Bane Kala Nidhi Odia Lyrics | Bhakti Mandir🙇🏻

କୁଞ୍ଜ ବନେ କଳା ନିଧି କଳା ନିଧି Full Song Lyrics

By Dillip Kumar Sahoo

BHAKTI MANDIR

Bhakti Mandir

 

କୁଞ୍ଜ ବନେ କଳା ନିଧି କଳା ନିଧି ,
କଳା ନିଧି କଳା ଶ୍ରୀ ହରି -- 2

କହନ୍ତି  ସକଳେ କଳକଣ୍ଠି ପାଶେ  , କଳକଣ୍ଠୀ ପ୍ରୀତି ସୁମରି 
 କୋକିଳ .... ଅ...... କି କରୁଥିବ ରାମାମଣୀ 

କୁସୁମ ଶାୟକ ଶାୟକ ଶାୟକ
ଶାୟକ ବିନ୍ଦୁ ଥିବ ଟାଣି

କୋକିଳ ... କି କରୁଥିବ ରାମାମଣୀ --2

---- Music -----

ଗଳା ମାଳା ମୋର ପ୍ରିୟକ ପ୍ରିୟକ 
ପ୍ରିୟକ ପ୍ରିୟକ ଦେଖିବ 

ଗୌରୀ ନ କରି ପ୍ରିୟକ ପ୍ରିୟକ 
ପ୍ରିୟକ ମୋହିନୀ ହସିବ 

କୋକିଳ ...... ଗୁଣ ମଣୀ  କେହ୍ନେ ବଞ୍ଚିବ 

ଗୁରୁ ସମ ମଣୀ ତାରଣ ତାରଣ 
ତାରଣ ଡୋଳା ହେଉଥିବ

କୋକିଳ ...... ଗୁଣ ମଣୀ  କେହ୍ନେ ବଞ୍ଚିବ 

--- Music -----

କ୍ଷମା ଥାଉ ବୃଷାଙ୍କ ବୃଷାଙ୍କ 
ବୃଷାଙ୍କ ବୃଷାଙ୍କ ଦହୁଛି |

କ୍ଷିତି ମଣ୍ଡନା ପାଶେ ଏତେ କହିବ 
କର ଧରି ତୋତେ କହୁଛି 

କୋକିଳ ..... ଯତନେ ତାର ସଖୀ ଗଣ 

କ୍ଷମେ ରକ୍ଷା କର ଉପ ଇନ୍ଦ୍ର 
ଉପ ଇନ୍ଦ୍ର ଭଞ୍ଜ ମଙ୍ଗରାଜଙ୍କୁ 

କୋକିଳ .... କ୍ଷମ ହେ ଅଗମ୍ୟ ବ୍ରଜଙ୍କୁ 
କ୍ଷମ ହେ ଅଗମ୍ୟ ବ୍ରଜଙ୍କୁ -- 2

-- ସମାପ୍ତ ----

Comments