ହେ ଜଗନ୍ନାଥ || Hee Jagannath || ନୀଳାଚଳ ଧାମ ଯାଇ ମୁଁ ପାରୁନି ||Nilachal Dhama Jai Mun Paruni ||Bhakti Mandir
ହେ.........ଜଗନ୍ନାଥ
ହେ ଜଗନ୍ନାଥ
ଜଗନ୍ନାଥ ଅ.......
ହେ ....ଜଗନ୍ନାଥ
--- Starting Music ---
ନୀଳା ଚଳ ଧାମ ଯାଇ ମୁଁ ପାରୁନି .. (2)
ଏଇଠି କରୁଛି ଦଣ୍ଡବତ
ହେ ଜଗନ୍ନାଥ , ହେ ଜଗନ୍ନାଥ ( 2)
ତୁମ ନନ୍ଦିଘୋଷ ଟାଣି ମୁଁ ପାରୁନି
ଏଇଠି କରୁଛି ବାଲିରଥ
ହେ ଜଗନ୍ନାଥ , ହେ ଜଗନ୍ନାଥ ( 2)
( Music 1 )
ଜୀବନର ବାଟ ଭାରି ଅଙ୍କ ବଙ୍କା ,
ବିଚାର ବାଟୋଇ ଛାତିରେ ଛନକା |
ମୁଁ ସେଇ ବାଟୋଇ ଭାରି ଏକା ଏକା
ପାଦେ ପାଦେ ଆଜି ଦଉଛି ପରୀକ୍ଷା
ଏଇଠି ଥାଇ ମୁଁ ଯାଛୁଛି ନଡ଼ିଆ ... (2)
ବଢେଇ ଦିଅ ହେ ତୁମ ହାତ
ହେ ଜଗନ୍ନାଥ , ହେ ଜଗନ୍ନାଥ (2)
( Music 2 )
ଭାରି ଛନ୍ଦା ଛନ୍ଦି ପାପୁଲିର ରେଖା ,
ଘଟୁଛି ଘଟିବ ଯାହା ଅଛି ଲେଖା
କୋଉ ଦିନ ପ୍ରଭୁ ହବ ତୁମ ଦେଖା
ସେ ଦିନ ସେ ଯାଏ କରିବି ଅପେକ୍ଷା
ଜୀବ ଯିବା ଯାଏଁ ତୁମ କୃପା ଥାଉ ....(2)
ମାଗୁଣି ସରଗ ପାରିଜାତ
ହେ ଜଗନ୍ନାଥ , ହେ ଜଗନ୍ନାଥ (2)
ନୀଳା ଚଳ ଧାମ ଯାଇ ମୁଁ ପାରୁନି .. (2)
ଏଇଠି କରୁଛି ଦଣ୍ଡବତ
ହେ ଜଗନ୍ନାଥ , ହେ ଜଗନ୍ନାଥ ( 2)
( ସମାପ୍ତ )
Comments
Post a Comment