ମାଧବ ହେ ମାଧବ Song Lyrics || Madhab He Madhab full Song Lyrics || Bhakti Mandir

 ମାଧବ ହେ.......ମାଧବ

ହେ ମାଧବ

ମାଧବ ହେ.......ମାଧବ 


starting Music


ମୁଠେ ପଖାଳରେ ପେଟ ପୁରେ ମୋର ....(2)

ଛପନ ଭୋଗ ରେ ନାହିଁ ତ ଲୋଭ ........

ମାଧବ ହେ.......ମାଧବ 

ମାଧବ

ମାଧବ ହେ.......ମାଧବ 


ଝାଟି ମାଟି ଘରେ ସବୁ ସୁଖ ମୋର ... (2)

ରାଜ ମହଲରେ ନାହିଁ ତ ଲୋଭ........

ମାଧବ ହେ.......ମାଧବ 

ମାଧବ

ମାଧବ ହେ.......ମାଧବ 


( Music 1 )


ବାଟିଏ ସମ୍ପତି ଲୋଡା ନାହି ମୋର 

ଦିପାଦ ମାଟିରେ ହୋଇଛି ଠିଆ


ମିଛରେ କାହିଁକି ଲୋଭ କରିବିରେ 

ଏ ଦେହରେ ଦିନେ ଲାଗିବ ନିଆଁ 


ଖଣ୍ଡିଏ ଲୁଗା ରେ ଲାଜ ଲୁଚେ ମୋର...(2)

ଖଣ୍ଡୁଆ ପାଟରେ ନାହିଁ ତ ଲୋଭ .... ଅ....

ମାଧବ ହେ.......ମାଧବ 

ମାଧବ

ମାଧବ ହେ.......ମାଧବ 


( Music 2)


ତୋ ଜାଗାରେ ତୁ ଭଲରେ ଅଛୁରେ 

ମୋ ଜାଗାରେ ମୁଁ ଭଲରେ ଅଛି 

ହୋ .....

ଯେତିକି ଦେଇଛୁ ସେତିକିରେ ଶାନ୍ତି 

ବେଶୀ ଆଉ ତତେ ମାଗୁନି କିଛି


ଛିଣ୍ଡା ମସିଣାରେ ସୁଖ ନିଦ ମୋର ... (2)

ରତନ ଖଟରେ ନାହିଁ ତ ଲୋଭ ... ଅ...


ମାଧବ ହେ.......ମାଧବ 

ମାଧବ

ମାଧବ ହେ.......ମାଧବ 


ମୁଠେ ପଖାଳରେ ପେଟ ପୁରେ ମୋର ....(2) 

ଛପନ ଭୋଗ ରେ ନାହିଁ ତ ଲୋଭ ........

ମାଧବ ହେ.......ମାଧବ 

ମାଧବ


ମାଧବ ହେ.......ମାଧବ

ମାଧବ

ମା..... ଆଧବ 


( ସମାପ୍ତ )


Post a Comment

Previous Post Next Post