Skip to main content

Posts

ଅଜା ଲୋ ମୋତେ ନେଇଯା ନଦିଆ ପୁର Lyrics | Aja Lo Mate Neija Nadia Pura Lyrics | Bhakti Mandir 🙇

  ଅଜା ଲୋ ମୋତେ ନେଇଯା ନଦିଆ ପୁର                      ନେଇଯା ନଦିଆ ପୁର ଅଜା ଲୋ ମୋତେ ନେଇଯା --(2) ନଦିଆ ଦାଣ୍ଡରେ ଚିହ୍ନେଇ ଦେବୁ ତୁ--(2) କିଆ ସେ ନିତାଇ କି ଗୋଉର ଅଜା ଲୋ ମୋତେ ନେଇଯା ନଦିଆ ପୁର                       ନେଇଯା ନଦିଆ ପୁର ଅଜା ଲୋ ମୋତେ ନେଇଯା  (Music 1) ଅଜା ନାତି ଦୁହେଁ ବାହାର ହୋଇଲେ , ନଦିଆ ଦାଣ୍ଡରେ ପହଞ୍ଚିଗଲେ  --(2) ଦେଖିଲେ ଲାଗିଛି ଭକତ ଗହଳି  ନ ଦି ଆ ର ଦାଣ୍ଡ ପଡୁଛି ଉଛୁଳୀ  ଆଜି ଆଜି ଅଜା ପଛେ ପଛେ ନାତି --(2) ନଦିଆ ନଗରେ ପଡେ ଚହଳ  ଅଜା ଲୋ ମୋତେ ନେଇଯା ନଦିଆ ପୁର                       ନେଇଯା ନଦିଆ ପୁର ଅଜା ଲୋ ମୋତେ ନେଇଯା  (Music 2) ଅଜା କହେ ନାତି ଶୁଣରେ ଚଗଲା ,  ଜଗନ୍ନାଥ ମିଶ୍ର ଏ କୋ ର ବଳା  ତେର ମାସେ ତେର ଦିନେ ଜନମିଲା  ଫଗୁ ପୂର୍ଣ୍ଣିମା ରେ ଜନମ ହୋଇଲା --(2) ନ ଦି ଆ  ବ ଜା ରେ ଶୁଭେ ଚହଳ  ଅଜା ଲୋ ମୋତେ ନେଇଯା ନଦିଆ ପୁର                       ନେଇଯା ନଦିଆ ପୁର ଅଜା ଲୋ ମୋତେ ...

ବୃନ୍ଦାବନେ ବଂଶୀ କେ ବଜାଇଲା Lyrics | Brundabane Banshi Ke Bajaila Lyrics | Bhakti Mandir 🙇

 ବୃନ୍ଦାବନେ ବଂଶୀ  କେ ବଜାଇଲା ---(2) ଏକା ରାଧା ରାଧା ନାମ ରାଇଲା ---(2) ବୃନ୍ଦା ବନେ ବଂଶୀ କେ ବଜାଇଲା (Music  1) ଛିଡ଼ିଲ  ସେ  ଛିଦ୍ର ଗଣ୍ଠି  , ନିର୍ଭି ବନ୍ଧ ଗଲ ଫିଟି --(2) ବାସ ପିନ୍ଧତେ ତର ନୋହିଲା  ବୃନ୍ଦା ବନେ ବଂଶୀ କେ  ବଜାଇଲା --(2) (Music  2) ପାଷାଣ ହୋଇଲା ପାଣି , ଯମୁନା ବହେ ଉଜାଣି --(2) ଝର ଝର ମକରନ୍ଦ ବହିଲା  ବୃନ୍ଦାବନେ ବଂଶୀ କେ ବଜାଇଲା --(2) (Music 3) ଶୁଷ୍କ ତରୁ ମାନେ ଥିଲେ , ଧ୍ଵନି ଶୁଣି ପଲ୍ଲବିଲେ (2) ପବନ ଥକି ତ ଚିତ୍ତ ମୋହିଲା  ବୃନ୍ଦାବନେ ବଂଶୀ କେ ବଜାଇଲା (Music 4) ମୁନିଙ୍କ ଆଶ୍ରମ ତଳି , ରସରେ ପଡ଼ିଲେ ଢାଳି -(2) ବ୍ୟାଧ ପଛେ କୁରାଙ୍ଗି ଗୋଡାଇଲା  ବୃନ୍ଦା ବନେ ବଂଶୀ କେ ବଜାଇଲା --(2) (Music 5) କହେ ସାଲବେଗ ହୀନ , ଏହି ମୋର ନିବେଦନ --(2) ରାଧା କୃଷ୍ଣ ପାଦେ ଚିତ୍ତ ରହିଲା ବୃନ୍ଦା ବନେ ବଂଶୀ କେ ବଜାଇଲା--(2) ଏକା ରାଧା ରାଧା ନାମ ରାଇଲା --(2) ବୃନ୍ଦାବନେ ବଂଶୀ କେ ବଜାଇଲା--(2) ବୃନ୍ଦାବନେ ବଂଶୀ କେ ବଜାଇଲା || (ସମାପ୍ତ) || ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ   FOLLOW   କରନ୍ତୁ | ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ Publish କରିବାକୁ ଆଗ୍ରହୀ ହେବୁ |   || ଧନ୍ୟବାଦ୍  ||

ପ୍ରଭୁ ତୁମେ ଅପରୁପ କେଡେ ସୁନ୍ଦର Lyrics | Prabhu Tume Aparupa Kede Sundar Lyrics | Bhakti Mandir 🙇

 " ପ୍ରଭୁ ତୁମେ ଅପରୁପ , କେଡେ ସୁନ୍ଦର  ତୁମରି ବନ୍ଦନା ହେଉ , ମୋ କଣ୍ଠସ୍ୱର " (2) ପ୍ରଭୁ ତୁମେ ଅପରୂପ କେଡେ ସୁନ୍ଦର (Music 1) ଯାହାକୁ ଖୋଜୁଛି ଜ୍ଞାନୀ ବେଦ ବେଦାନ୍ତ ବଖାଣି ରୂପ ରସ ଗନ୍ଧେ ତୁମ  , ସ୍ୱରୂପ ତାର  (2) ପ୍ରଭୁ ତୁମେ ଅପରୂପ କେଡେ ସୁନ୍ଦର  ତୁମରି ବନ୍ଦନା ହେଉ ମୋ କଣ୍ଠସ୍ୱର (Music 2) ଅମୃତ ମୋ ଲୋଡା ନାହିଁ  ,  ସରଗ ମୁଁ ଚାହେଁ ନାହିଁ ମୋତେ ଭଲ ଲାଗେ ତୁମ କୁଞ୍ଜ ପୟର (2) ପ୍ରଭୁ ତୁମେ ଅପରୂପ କେଡେ ସୁନ୍ଦର ତୁମରି ବନ୍ଦନା ହେଉ ମୋ କଣ୍ଠସ୍ୱର୍ ପ୍ରଭୁ ତୁମେ ଅପରୂପ କେଡେ ସୁନ୍ଦର........

ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା Lyrics | Bhaba Nathai Bhajan Prabhunku Ninda Full Song Lyrics | Bhakti Mandir 🙇

 ବାସ ନଥାଇ ହୋ ବାସ ନଥାଇ ବାସ ନଥାଇ ଚନ୍ଦନ ବନକୁ ନିନ୍ଦା.....  ଭାବ ନଥାଇ ଏ  ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା  (2) ବାସ ନଥାଇ ହୋ ବାସ ନଥାଇ  ବାସ ନଥାଇ ଚନ୍ଦନ ବନକୁ ନିନ୍ଦା.....  ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା  (2) (Music 1) ଭାବରେ  ଭିଜେଇ , ଭକ୍ତିରେ ମଜେଇ --(2) ପ୍ରଭୁଙ୍କୁ ଭଜିଲେ ସିଏ ଭଜନ ହୋ....... ପ୍ରଭୁଙ୍କୁ ଭଜିଲେ ସିଏ ଭଜନ ଭକ୍ତ ଭଗବାନ ଦୁହିଁଙ୍କ ମଝିରେ (2) ହୁଏ ତ ଭଜନ ସେତୁ ସମାନ  ବିଦ୍ୟା ନଥାଇ ହୋ ବିଦ୍ୟା ନଥାଇ ବିଦ୍ୟା ନଥାଇ ବ୍ରାହ୍ମଣ.... କୁଳକୁ ନିନ୍ଦା ଭାବ ନଥାଇ ଏ  ଭାବ ନଥାଇ ଭଜନ ପ୍ରଭୁ ଙ୍କୁ  ନିନ୍ଦା (2) (Music 2) ଏ ତ କଳିଯୁଗ ଭାବର ଅଭାବ (2) ମୂରୁଖ ବୋଲଏ  ମହା ପଣ୍ଡିତ (2) ବିଧର୍ମୀ ଜନର ବଢୁଛି ଆଦର  ମୂରୁଖ  ହେଉଛି ଯଶ ମଣ୍ଡିତ  ଘୃତ ନଥାଇ ହୋ ଘୃତ ନଥାଇ  ଘୃତ ନଥି ଭୋଜନ  ସଭା କୁ ନିନ୍ଦା ......ଆ.. ଭାବ ନଥାଇ ଏ  ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା  (2) ବାସ ନଥାଇ ହୋ ବାସ ନଥାଇ  ବାସ ନଥାଇ ଚନ୍ଦନ ବନକୁ ନିନ୍ଦା.....  ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା  (3) || (ସମାପ୍ତ) || ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ   FOLLOW   କରନ୍ତୁ | ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ ...

କି ରଙ୍ଗ ରଖିଛୁରେ ରଙ୍ଗ ନାୟକ Lyrics | Ki Ranga Rakhichhu Re Ranga Nayak Lyrics | Bhakti Mandir 🙇

କି ରଙ୍ଗ ରଖିଛୁରେ ରଙ୍ଗ ନାୟକ କି କଳା ମାଖିଛୁରେ କଲ ଶ୍ରୀମୁଖ ଛନ୍ଦ ଜାଣିଛୁ ତୁ ଛନ୍ଦ ଜାଣିଛୁ ତୋର ଛନ୍ଦ ରେ ନଚୁଛି ଜଗତ ଯାକ ରେ....... ନାଟ ରସିକ ମୋ ମାୟା ପ୍ରେମିକ (2) କି ରଙ୍ଗ ରଖିଛୁରେ ରଙ୍ଗ ନାୟକ କି କଳା ମାଖିଛୁ ରେ କଳା ଶ୍ରୀମୁଖ (Music 🎵 1) " ରାମାୟଣ ରେ ପୁରୁଷୋତ୍ତମ ,  ତୁ ମହା ଭାରତରେ ସାରଥୀ ତୋ ପାଇଁ ଲେଖା କେତେ ଯେ ପୁରାଣ ଗୀତ  ଭାଗବତ ପୋଥି " (2) ସବୁଠି ଅଛୁ ତୁ ସବୁଠି ଅଛୁ ପୁଣି କେଉଁଠି ନବାଠାଇ ଶୂନ୍ୟ ନାବିକ ରେ...... ଭାବ ବଣିକ ମୋ ପୁଣ୍ୟ ସିନ୍ଦୁକ......(2) କି ରଙ୍ଗ ରଖିଛୁ ରେ ରଙ୍ଗ ନାୟକ  କି କଳା ମାଖିଛୁରେ କଳା ଶ୍ରୀମୁଖ (Music 🎵 2) ଧର୍ମ ଯୁଦ୍ଧରେ ଯେଉଁ ସଖାକୁ  , କର୍ମ ଯୋଗ କଥା କହିଲୁ , ସେଇ ଶାଖା ଠାରୁ ଶିଆଳି ଲଟାରେ କଳା ତୁ ହରଣ କଲୁ  ||  (2) କରି କରାଉ ତୁ କରି କାରାଉ  କଳା ଜ୍ୟୋତିଷ ମୋ ଲୀଳା ପୁରୁଷ  ---(2) କି ରଙ୍ଗ ରଖିଛୁ ରେ ରଙ୍ଗ ନାୟକ  କି କଳା ମାଖିଛୁ ରେ କଳା ଶ୍ରୀମୁଖ ଛନ୍ଦ ଜାଣିଛୁ ତୁ ଛନ୍ଦ ଜାଣିଛୁ ତୋର ଛନ୍ଦରେ ନାଚୁଛି ଜଗତ ଯାକ ରେ ନାଟ ରସିକ ମୋ ମାୟା ପ୍ରେମିକ  ଭାବ ବଣିକ ମୋ ପୁଣ୍ୟ ସିନ୍ଧୁକ  କଳା ଜ୍ୟୋତିଷ ମୋ ଲୀଳା ପୁରୁଷ  ନାଟ ରସିକ.... ମୋ ମାୟା ପ୍ରେମିକ...... || (ସମାପ୍ତ) || ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ   FOLLOW ...

ମାୟା ଜାଲ ଘେରା ଏ ସଂସାର ସାରା Lyrics | Maya Jala Ghera A Sansara Sara Full Song Lyrics | Bhakti Mandir 🙇

  କଥା :- ମାୟା ଜାଲ ଘେରା ଏ ସଂସାର ସାରା    କାମିନୀ କାଞ୍ଚନେ...ସର୍ବେ ଆତ୍ମହରା  ସ୍ବାର୍ଥ ସାଧନାରେ ....... ମାତିଥାନ୍ତି ପରା  ଟେକି ଅନାବିଳ ସ୍ନେହ......... ଭଲ ଲାଗୁନାହିଁ ଏ ରାଇଜ ପ୍ରଭୁ  ତୁମରି ରାଇଜେ ନିଅ ....... ତୁମରି ଚରଣେ ....ତୁମରି ସରଣେ  ରଖାଇ ଅଭୟ ଦିଅ  ଭଲ ଲାଗୁ ନାହିଁ ଏ ରାଇଜ ପ୍ରଭୁ  ତୁମରି ରାଇଜେ ନିଅ ...(2) ତୁମରି ଚରଣେ ତୁମରି ସରଣେ  ରଖଇ ଅଭୟ ଦିଅ  (2) ଭଲ ଲାଗୁ ନାହିଁ ଏ ରାଇଜ ପ୍ରଭୁ  ତୁମରି ରାଇଜେ ନିଅ ଭଲ ଲାଗୁ ନାହିଁ ଏ ରାଇଜେ ପ୍ରଭୁ (Music  1) ମାୟା ଜାଲ ଘେରା ଏ ସଂସାର ସାରା  କାମିନୀ କାଞ୍ଚନେ ସର୍ବେ ଆତ୍ମହରା   (2) ଆ...... ଆ...... ଆ  ମାୟା ଜାଲ ଘେରା ଏ ସଂସାର ସାରା  କାମିନୀ କାଞ୍ଚନେ ସର୍ବେ ଆତ୍ମହରା (2) " ସ୍ବାର୍ଥ ସାଧନାରେ ମାତିଥାନ୍ତି ପରା  ସ୍ବାର୍ଥ ସାଧନାରେ ମାତିଥାନ୍ତି ପରା " (2) ତେଜି  ଅନାମିଳ ସ୍ନେହ  ଭଲ ଲାଗୁ ନାହିଁ ଏ ରାଇଜ ପରଭୁ  ତୁମରି ଚରଣେ ତାଉମାଇ ଶରଣେ ନିଅ (2) ଭଲ ଲାଗୁ ନାହିଁ ଏ ରାଇଜେ ପ୍ରଭୁ  (Music 2 ) ବୋଲୁଥାନ୍ତି ମିଚ୍ଛେ , ମୋର ମୋର କହି  ବିପଦ ବେଳରେ ଯାଆନ୍ତି ଦୂରେଇ (2) ଆ..... ଆ...... ଆ  ବୋଲୁଥାନ୍ତି ମିଚ୍ଛେ , ମୋର ମୋର କହି  ବିପଦ ବେଳରେ ଯାଆନ୍ତି ଦୂର...

ଆଜି କି ଆନନ୍ଦେ ନଗର କୀର୍ତ୍ତନ ଚାଲିଛି Lyrics | Aji Ki Anande Nagar Kirtan Chalichhi Full Song Lyrics | Bhakti Mandir 🙇

  କଥା :- ଆଜି ନାମ ଯଜ୍ଞ ଚାଲିଛି , ଆଜି ଗୌରାଙ୍ଗ ମହାପ୍ରଭୁ ନଗର ପରିକ୍ରମା ପାଇଁ ଯାଉଛନ୍ତି ,           ଏବଂ ନଗର ପରିକ୍ରମା ର ଉଦ୍ଦେଶ୍ୟ ହେଉଛି , ନାମ ପ୍ରେମ ବାଣ୍ଟି ପତିତ ମାନଙ୍କୁ ଉଦ୍ଧାର କରିବା |    ସେଇ ନଗର ଉଦ୍ଦେଶ୍ୟ ରେ ଗୋଟିଏ ଭଜନ............. (STARTING MUSIC) ଆଜି କି ଆନନ୍ଦେ ...... ଏ ...... କି ଆନନ୍ଦେ କି ଆନନ୍ଦେ .... ନଗର କୀର୍ତ୍ତନ ଚାଲିଛି  ହରି ବୋଲ ସଙ୍ଗତରେ ଖୋଳ ତାଳ ଶବଦ ରେ (2) ଗ୍ରାମ ଦାଣ୍ଡ ଉଛୁଳୁଛି  ,  ନଗର କୀର୍ତ୍ତନ ଚାଲିଛି.......... (SHORT TIME MUSIC) ଆଜି କି ଆନନ୍ଦେ ନଗର କୀର୍ତ୍ତନ ଚାଲିଛି (2) ହରି ବୋଲ ସଙ୍ଗତରେ  , ଖୋଳ ତାଳ ଶବଦରେ  ହରି ବୋଲ ସଙ୍ଗତରେ  , ହୁଳହୁଳି ଶବଦରେ ଗ୍ରାମ ଦାଣ୍ଡ ଉଛୁକୁଛି .... ନଗର କୀର୍ତ୍ତନ ଚାଲିଛି....         ହୋ ନଗର କୀର୍ତ୍ତନ ଚାଲିଛି ଆଜି କି ଆନନ୍ଦେ.... କି ଆନନ୍ଦେ.... କି ଆନନ୍ଦେ     ନଗର କୀର୍ତ୍ତନ ଚାଲିଛି  | (Music  1) ହରେ କୃଷ୍ଣ ହରେ କୃଷ୍ଣ   କୃଷ୍ଣ କୃଷ୍ଣ   ହରେ ହରେ  ହରେ ରାମ ହରେ ରାମ   ରାମ ରାମ   ହରେ ହରେ  (short Time Music) ହରେ କୃଷ୍ଣ ହରେ କୃଷ୍ଣ   କୃଷ୍ଣ କୃଷ୍ଣ  ...