ମାୟା ଜାଲ ଘେରା ଏ ସଂସାର ସାରା Lyrics | Maya Jala Ghera A Sansara Sara Full Song Lyrics | Bhakti Mandir 🙇

Odia Bhajan



 

କଥା :- ମାୟା ଜାଲ ଘେରା ଏ ସଂସାର ସାରା 

  କାମିନୀ କାଞ୍ଚନେ...ସର୍ବେ ଆତ୍ମହରା 

ସ୍ବାର୍ଥ ସାଧନାରେ ....... ମାତିଥାନ୍ତି ପରା 

ଟେକି ଅନାବିଳ ସ୍ନେହ.........

ଭଲ ଲାଗୁନାହିଁ ଏ ରାଇଜ ପ୍ରଭୁ 

ତୁମରି ରାଇଜେ ନିଅ .......

ତୁମରି ଚରଣେ ....ତୁମରି ସରଣେ 

ରଖାଇ ଅଭୟ ଦିଅ 


ଭଲ ଲାଗୁ ନାହିଁ ଏ ରାଇଜ ପ୍ରଭୁ 

ତୁମରି ରାଇଜେ ନିଅ ...(2)


ତୁମରି ଚରଣେ ତୁମରି ସରଣେ 

ରଖଇ ଅଭୟ ଦିଅ  (2)


ଭଲ ଲାଗୁ ନାହିଁ ଏ ରାଇଜ ପ୍ରଭୁ 

ତୁମରି ରାଇଜେ ନିଅ


ଭଲ ଲାଗୁ ନାହିଁ ଏ ରାଇଜେ ପ୍ରଭୁ


(Music  1)


ମାୟା ଜାଲ ଘେରା ଏ ସଂସାର ସାରା 

କାମିନୀ କାଞ୍ଚନେ ସର୍ବେ ଆତ୍ମହରା   (2)


ଆ...... ଆ...... ଆ 


ମାୟା ଜାଲ ଘେରା ଏ ସଂସାର ସାରା 

କାମିନୀ କାଞ୍ଚନେ ସର୍ବେ ଆତ୍ମହରା (2)


" ସ୍ବାର୍ଥ ସାଧନାରେ ମାତିଥାନ୍ତି ପରା 

ସ୍ବାର୍ଥ ସାଧନାରେ ମାତିଥାନ୍ତି ପରା " (2)


ତେଜି  ଅନାମିଳ ସ୍ନେହ 


ଭଲ ଲାଗୁ ନାହିଁ ଏ ରାଇଜ ପରଭୁ 

ତୁମରି ଚରଣେ ତାଉମାଇ ଶରଣେ ନିଅ (2)


ଭଲ ଲାଗୁ ନାହିଁ ଏ ରାଇଜେ ପ୍ରଭୁ 


(Music 2 )


ବୋଲୁଥାନ୍ତି ମିଚ୍ଛେ , ମୋର ମୋର କହି 

ବିପଦ ବେଳରେ ଯାଆନ୍ତି ଦୂରେଇ (2)


ଆ..... ଆ...... ଆ 


ବୋଲୁଥାନ୍ତି ମିଚ୍ଛେ , ମୋର ମୋର କହି 

ବିପଦ ବେଳରେ ଯାଆନ୍ତି ଦୂରେଇ (2)


" ଆହା ବୋଲି ପଦେ ନ କହନ୍ତି କେହି 

ଆହା ବୋଲି ପଦେ ନ କହନ୍ତି କେହି " (2)


ନ ଦିଅନ୍ତି ପରିଛୟ....


ଭଲ ଲାଗୁ ନାହିଁ ଏ ରାଇଜ ପ୍ରଭୁ 

ତୁମରି ରାଇଜେ ନିଅ (2)


ଭଲ ଲାଗୁ ନାହିଁ ଏ ରାଇଜେ ପ୍ରଭୁ 


(Music 3)


ନିରାନନ୍ଦ ଲାଗେ ଏହି ଧରା ଧାମ 

ନାହିଁ ତ ଏ ଠାରେ ପରସ୍ପର ପ୍ରେମ (2)


ଆ.... ଆ.... ଆ 


ନିରାନନ୍ଦ ଲାଗେ ଏହି ଧରା ଧାମ 

ନାହିଁ ତ ଏ ଠାରେ ପରସ୍ପର ପ୍ରେମ (2)


" ସବୁରୀ ଚିତ୍ତରେ ଚିନ୍ତା ମାତ୍ର କାମ

ସବୁରୀ ଚିତ୍ତରେ ଚିନ୍ତା ମାତ୍ର କାମ " (2)


ଅନ୍ଧକାର ତମ ବୋଦ୍ଧ......


" ଭଲ ଲାଗୁ ନାହିଁ ଏ ରାଇଜ ପ୍ରଭୁ 

ତୁମେ ରାଇଜେ ନିଅ " (2)


ଭଲ ଲାଗୁ ନାହିଁ ଏ ରାଇଜ ପ୍ରଭୁ


(Music 4)


ମନେ ଏ ଭାବନା ଭାବି ଏକା ରାତି 

ବୈକୁଣ୍ଠ ଧାମେ ଲାଗେ ମହା ପ୍ରିତି (2)


ଆ... ଆ... ଆ 


ମନେ ଏ ଭାବନା ଭାବି ଏକା ରାତି 

ବୈକୁଣ୍ଠ ଧାମେ ଲାଗେ ମହା ପ୍ରିତି (2)


" କେବେ ଦେବ ମୋତେ , ତବ ରାଜେ ସ୍ଥିତି 

କେବେ ଦେବ ମୋତେ , ତବ ରାଜେ ସ୍ଥିତି " (2)

  

ସତ କରି କହି ଦିଅ ...


ଭଲ ଲାଗୁ ନାହିଁ ଏ ରାଇଜ ପ୍ରଭୁ 

ତୁମେ ରାଇଜେ ନିଅ " (2)


ତୁମରି ଚରଣେ ତୁମରି ସରଣେ 

ରଖଇ ଅଭୟ ଦିଅ  (2)


ଭଲ ଲାଗୁ ନାହିଁ ଏ ରାଇଜ ପ୍ରଭୁ 

ତୁମେ ରାଇଜେ ନିଅ " (2)


ଆ... ଆ..... ଆ...... ଆ

|| (ସମାପ୍ତ) ||

ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ FOLLOW କରନ୍ତୁ |

ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ Publish କରିବାକୁ ଆଗ୍ରହୀ ହେବୁ |  

|| ଧନ୍ୟବାଦ୍  ||

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post