ଆଜି କି ଆନନ୍ଦେ ନଗର କୀର୍ତ୍ତନ ଚାଲିଛି Lyrics | Aji Ki Anande Nagar Kirtan Chalichhi Full Song Lyrics | Bhakti Mandir 🙇

 କଥା :- ଆଜି ନାମ ଯଜ୍ଞ ଚାଲିଛି , ଆଜି ଗୌରାଙ୍ଗ ମହାପ୍ରଭୁ ନଗର ପରିକ୍ରମା ପାଇଁ ଯାଉଛନ୍ତି ,
          ଏବଂ ନଗର ପରିକ୍ରମା ର ଉଦ୍ଦେଶ୍ୟ ହେଉଛି , ନାମ ପ୍ରେମ ବାଣ୍ଟି ପତିତ ମାନଙ୍କୁ ଉଦ୍ଧାର କରିବା |
   ସେଇ ନଗର ଉଦ୍ଦେଶ୍ୟ ରେ ଗୋଟିଏ ଭଜନ.............
Bhakti Mandir | Odia Bhajan


(STARTING MUSIC)

ଆଜି କି ଆନନ୍ଦେ ...... ଏ ......

କି ଆନନ୍ଦେ କି ଆନନ୍ଦେ ....

ନଗର କୀର୍ତ୍ତନ ଚାଲିଛି 

ହରି ବୋଲ ସଙ୍ଗତରେ ଖୋଳ ତାଳ ଶବଦ ରେ (2)

ଗ୍ରାମ ଦାଣ୍ଡ ଉଛୁଳୁଛି  ,  ନଗର କୀର୍ତ୍ତନ ଚାଲିଛି..........

(SHORT TIME MUSIC)


ଆଜି କି ଆନନ୍ଦେ ନଗର କୀର୍ତ୍ତନ ଚାଲିଛି (2)


ହରି ବୋଲ ସଙ୍ଗତରେ  , ଖୋଳ ତାଳ ଶବଦରେ 

ହରି ବୋଲ ସଙ୍ଗତରେ  , ହୁଳହୁଳି ଶବଦରେ


ଗ୍ରାମ ଦାଣ୍ଡ ଉଛୁକୁଛି .... ନଗର କୀର୍ତ୍ତନ ଚାଲିଛି....

        ହୋ ନଗର କୀର୍ତ୍ତନ ଚାଲିଛି


ଆଜି କି ଆନନ୍ଦେ.... କି ଆନନ୍ଦେ.... କି ଆନନ୍ଦେ     ନଗର କୀର୍ତ୍ତନ ଚାଲିଛି  |


(Music  1)

ହରେ କୃଷ୍ଣ ହରେ କୃଷ୍ଣ   କୃଷ୍ଣ କୃଷ୍ଣ   ହରେ ହରେ 

ହରେ ରାମ ହରେ ରାମ   ରାମ ରାମ   ହରେ ହରେ 

(short Time Music)

ହରେ କୃଷ୍ଣ ହରେ କୃଷ୍ଣ   କୃଷ୍ଣ କୃଷ୍ଣ  ହରେ ହରେ 

ହରେ ରାମ ହରେ ରାମ    ରାମ ରାମ  ହରେ ହରେ 


ନାମ ଗାଇ ସର୍ବଜନେ , ନାମ ଗାଇ ସର୍ବଜନେ (2)

ବାହୁ ଟେକି ନାଚୁଛନ୍ତି 

ନଗର କୀର୍ତ୍ତନ ଚାଲିଛି


ଆଜି କି ଆନନ୍ଦେ.....କି ଆନନ୍ଦେ.....କି ଆନନ୍ଦେ... ନଗର କୀର୍ତ୍ତନ ଚାଲିଛି

ହୋ  ନଗର କୀର୍ତ୍ତନ ଚାଲିଛି


(Music 2)


ଧରି ସନ୍ୟାସୀ ର ବେଶ ,

ବୁଲି ଗ୍ରାମ ନଗ୍ର ଦେଶ


(SHORT TIME MUISIC 🎶)


ଧରି ସନ୍ୟାସୀ ର ବେଶ  ,  ବୁଲି ଗ୍ରାମ ନଗ୍ର ଦେଶ  (2)

ହରେ କୃଷ୍ଣ ନାମ ପ୍ରେମେ (4)

ଜଗ ଜୀବ ଉଦ୍ଧରୁଛି , ନଗର କୀର୍ତ୍ତନ ଚାଲିଛି 

ଆଜି କି ଆନନ୍ଦେ.. କି ଆନନ୍ଦେ... କି ଆନନ୍ଦେ.... ନଗର କୀର୍ତ୍ତନ ଚାଲିଛି 

ହୋ ନଗର କୀର୍ତ୍ତନ ଚାଲିଛି


(MUSIC 3)


ଗୌରାଙ୍ଗ ଗୌରାଙ୍ଗ ଗାନ, ଶୁଭୁଛି ସାରା ଭୂବନ 

(SHORT TIME MUSIC)

ଗୌରାଙ୍ଗ ଗୌରାଙ୍ଗ ଗାନ ଶୁଭୁଛି ସାରା ଭୂବନ 

ସଂକୀର୍ତ୍ତ ନେ ଭକ୍ତ ଗଣ (4)


ପ୍ରେମାନନ୍ଦେ ନାଚୁଛନ୍ତି ନଗର କୀର୍ତ୍ତନ ଚାଲିଛି


ଆଜି କି ଆନନ୍ଦେ 

କି  ଆନନ୍ଦେ

କି ଆନନ୍ଦେ 

ନଗର କୀର୍ତ୍ତନ ଚାଲିଛି 


ହରିବୋଲ ସଙ୍ଗତରେ  , ଖୋଳ ତାଳ ଶବଦରେ 

ହରିବୋଲ ସଙ୍ଗତରେ  , ହୁଳହୁଳି ଶବଦରେ 


ବାହୁ ଟେକି ନାଚୁଛନ୍ତି 


ନଗର କୀର୍ତ୍ତନ ଚାଲିଛି  

ହୋ ନଗର କୀର୍ତ୍ତନ ଚାଲିଛି 


ହରିବୋଲ ସଙ୍ଗତରେ  , ଖୋଳ ତାଳ ଶବଦରେ 

ହରିବୋଲ ସଙ୍ଗତରେ  , ହୁଳହୁଳି ଶବଦରେ


ନଗର କୀର୍ତ୍ତନ ଚାଲିଛି  

  ହୋ ନଗର କୀର୍ତ୍ତନ ଚାଲିଛି ........ (3)

|| (ସମାପ୍ତ) ||

ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ FOLLOW କରନ୍ତୁ |

ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ Publish କରିବାକୁ ଆଗ୍ରହୀ ହେବୁ |  

|| ଧନ୍ୟବାଦ୍  ||

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post