ପ୍ରଭୁ ତୁମେ ଅପରୁପ କେଡେ ସୁନ୍ଦର Lyrics | Prabhu Tume Aparupa Kede Sundar Lyrics | Bhakti Mandir 🙇

Odia Bhajan | Bhakti Mandir


 " ପ୍ରଭୁ ତୁମେ ଅପରୁପ , କେଡେ ସୁନ୍ଦର 

ତୁମରି ବନ୍ଦନା ହେଉ , ମୋ କଣ୍ଠସ୍ୱର " (2)


ପ୍ରଭୁ ତୁମେ ଅପରୂପ କେଡେ ସୁନ୍ଦର


(Music 1)


ଯାହାକୁ ଖୋଜୁଛି ଜ୍ଞାନୀ ବେଦ ବେଦାନ୍ତ ବଖାଣି

ରୂପ ରସ ଗନ୍ଧେ ତୁମ  , ସ୍ୱରୂପ ତାର  (2)


ପ୍ରଭୁ ତୁମେ ଅପରୂପ କେଡେ ସୁନ୍ଦର 

ତୁମରି ବନ୍ଦନା ହେଉ ମୋ କଣ୍ଠସ୍ୱର


(Music 2)


ଅମୃତ ମୋ ଲୋଡା ନାହିଁ  ,  ସରଗ ମୁଁ ଚାହେଁ ନାହିଁ

ମୋତେ ଭଲ ଲାଗେ ତୁମ କୁଞ୍ଜ ପୟର (2)


ପ୍ରଭୁ ତୁମେ ଅପରୂପ କେଡେ ସୁନ୍ଦର

ତୁମରି ବନ୍ଦନା ହେଉ ମୋ କଣ୍ଠସ୍ୱର୍


ପ୍ରଭୁ ତୁମେ ଅପରୂପ କେଡେ ସୁନ୍ଦର........

Post a Comment

Previous Post Next Post