ଅଜା ଲୋ ମୋତେ ନେଇଯା ନଦିଆ ପୁର
ନେଇଯା ନଦିଆ ପୁର
ଅଜା ଲୋ ମୋତେ ନେଇଯା --(2)
ନଦିଆ ଦାଣ୍ଡରେ ଚିହ୍ନେଇ ଦେବୁ ତୁ--(2)
କିଆ ସେ ନିତାଇ କି ଗୋଉର
ଅଜା ଲୋ ମୋତେ ନେଇଯା ନଦିଆ ପୁର
ନେଇଯା ନଦିଆ ପୁର
ଅଜା ଲୋ ମୋତେ ନେଇଯା
(Music 1)
ଅଜା ନାତି ଦୁହେଁ ବାହାର ହୋଇଲେ , ନଦିଆ ଦାଣ୍ଡରେ ପହଞ୍ଚିଗଲେ --(2)
ଦେଖିଲେ ଲାଗିଛି ଭକତ ଗହଳି
ନ ଦି ଆ ର ଦାଣ୍ଡ ପଡୁଛି ଉଛୁଳୀ
ଆଜି ଆଜି ଅଜା ପଛେ ପଛେ ନାତି --(2)
ନଦିଆ ନଗରେ ପଡେ ଚହଳ
ଅଜା ଲୋ ମୋତେ ନେଇଯା ନଦିଆ ପୁର
ନେଇଯା ନଦିଆ ପୁର
ଅଜା ଲୋ ମୋତେ ନେଇଯା
(Music 2)
ଅଜା କହେ ନାତି ଶୁଣରେ ଚଗଲା ,
ଜଗନ୍ନାଥ ମିଶ୍ର ଏ କୋ ର ବଳା
ତେର ମାସେ ତେର ଦିନେ ଜନମିଲା
ଫଗୁ ପୂର୍ଣ୍ଣିମା ରେ ଜନମ ହୋଇଲା --(2)
ନ ଦି ଆ ବ ଜା ରେ ଶୁଭେ ଚହଳ
ଅଜା ଲୋ ମୋତେ ନେଇଯା ନଦିଆ ପୁର
ନେଇଯା ନଦିଆ ପୁର
ଅଜା ଲୋ ମୋତେ ନେଇଯା
ନଦିଆ ଦାଣ୍ଡରେ ଚିହ୍ନେଇ ଦେବୁ ତୁ--(2)
କିଆ ସେ ନିତାଇ କି ଗୋଉର
ଅଜା ଲୋ ମୋତେ ନେଇଯା ନଦିଆ ପୁର
ନେଇଯା ନଦିଆ ପୁର
ଅଜା ଲୋ ମୋତେ ନେଇଯା -----(3)
|| (ସମାପ୍ତ) ||
ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ FOLLOW କରନ୍ତୁ |
ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ Publish କରିବାକୁ ଆଗ୍ରହୀ ହେବୁ |
|| ଧନ୍ୟବାଦ୍ ||
Comments
Post a Comment