ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା Lyrics | Bhaba Nathai Bhajan Prabhunku Ninda Full Song Lyrics | Bhakti Mandir 🙇

Odia Bhajan | Bhakti Mandir


 ବାସ ନଥାଇ ହୋ ବାସ ନଥାଇ

ବାସ ନଥାଇ ଚନ୍ଦନ

ବନକୁ ନିନ୍ଦା..... 


ଭାବ ନଥାଇ ଏ 

ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା  (2)


ବାସ ନଥାଇ ହୋ ବାସ ନଥାଇ 

ବାସ ନଥାଇ ଚନ୍ଦନ


ବନକୁ ନିନ୍ଦା..... 


ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା  (2)


(Music 1)

ଭାବରେ  ଭିଜେଇ , ଭକ୍ତିରେ ମଜେଇ --(2)


ପ୍ରଭୁଙ୍କୁ ଭଜିଲେ ସିଏ ଭଜନ ହୋ.......

ପ୍ରଭୁଙ୍କୁ ଭଜିଲେ ସିଏ ଭଜନ


ଭକ୍ତ ଭଗବାନ ଦୁହିଁଙ୍କ ମଝିରେ (2)

ହୁଏ ତ ଭଜନ ସେତୁ ସମାନ 


ବିଦ୍ୟା ନଥାଇ ହୋ ବିଦ୍ୟା ନଥାଇ

ବିଦ୍ୟା ନଥାଇ ବ୍ରାହ୍ମଣ....

କୁଳକୁ ନିନ୍ଦା


ଭାବ ନଥାଇ ଏ 

ଭାବ ନଥାଇ ଭଜନ ପ୍ରଭୁ ଙ୍କୁ  ନିନ୍ଦା (2)


(Music 2)

ଏ ତ କଳିଯୁଗ ଭାବର ଅଭାବ (2)

ମୂରୁଖ ବୋଲଏ  ମହା ପଣ୍ଡିତ (2)


ବିଧର୍ମୀ ଜନର ବଢୁଛି ଆଦର 

ମୂରୁଖ  ହେଉଛି ଯଶ ମଣ୍ଡିତ 


ଘୃତ ନଥାଇ ହୋ ଘୃତ ନଥାଇ 

ଘୃତ ନଥି ଭୋଜନ 

ସଭା କୁ ନିନ୍ଦା ......ଆ..


ଭାବ ନଥାଇ ଏ 

ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା  (2)


ବାସ ନଥାଇ ହୋ ବାସ ନଥାଇ 

ବାସ ନଥାଇ ଚନ୍ଦନ


ବନକୁ ନିନ୍ଦା..... 


ଭାବ ନଥାଇ ଭଜନ ପ୍ରଭୁଙ୍କୁ ନିନ୍ଦା  (3)


|| (ସମାପ୍ତ) ||

ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ FOLLOW କରନ୍ତୁ |

ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ Publish କରିବାକୁ ଆଗ୍ରହୀ ହେବୁ |  

|| ଧନ୍ୟବାଦ୍  ||

Post a Comment

Previous Post Next Post