ହେ ଗୁରୁ ତୁମେ ମଙ୍ଗଳମୟ , କୃପା ବିନୁ ମୁକ୍ତି ନାହିଁ || (2) ଧରଣୀ ମାଆର ଯୋଗ୍ୟ ସନ୍ତାନ ...(2) ତୁମ୍ଭ ବିନା ଶାନ୍ତି କାହିଁ ...... ହେ ଗୁରୁ ତୁମେ ମଙ୍ଗଳମୟ , କୃପା ବିନୁ ମୁକ୍ତି ନାହିଁ || (2) ( Music 1) ଆଲୋକ ଶିଖାର ତୁମେତ ଇଙ୍ଗିତ , ତୁମ ପାଇଁ ଜନ୍ମ ମୁହିଁ | (2) ଅନ୍ଧାର ପଥରେ ତୁମେ ଲଉଡି ......(2) ଅଣ୍ଡାଳି ଚାଲୁଛି ମୁହିଁ ହେ ଗୁରୁ ତୁମେ ମଙ୍ଗଳମୟ , କୃପା ବିନୁ ମୁକ୍ତି ନାହିଁ || (2) ( Music 2) ତୁମେ ଅଖିଳର ତୁମେ ନିଖିଳର , ଆସିଛ ତୁମେ ମୋ ପାଇଁ ...(2) ଧର୍ମ ନିର୍ଦ୍ଦେଶନା ଦେବା ପାଇଁ ପରା ...(2) ଅବତୀର୍ଣ୍ଣ ଭାବଗ୍ରାହୀ ହେ ଗୁରୁ ତୁମେ ମଙ୍ଗଳମୟ , କୃପା ବିନୁ ମୁକ୍ତି ନାହିଁ || (2) (Music 3 ) ତୁମରି ଆଶିଷେ ଆଜି ଏହି ଧରା , ପୁରି ଉଠୁ ନାମ ଗାଇ ....(2) ଜୟ ଗୁରୁଦେବ ଜୟ ହେ ଅନନ୍ତ (2) ବଳିଆ ପଦେ ଚିନ୍ତଇ ହେ ଗୁରୁ ତୁମେ ମଙ୍ଗଳମୟ , କୃପା ବିନୁ ମୁକ୍ତି ନାହିଁ || (2) ଧରଣୀ ମାଆର ଯୋଗ୍ୟ ସନ୍ତାନ ...(2) ତୁମ୍ଭ ବିନା ଶାନ୍ତି କାହିଁ ...... ହେ ଗୁରୁ ତୁମେ ମଙ୍ଗଳମୟ , କୃପା ବିନୁ ମୁକ୍ତି ନାହିଁ || (2) କୃପା ବିନୁ ମୁକ୍ତି ନାହିଁ || (2) ( ସମାପ୍ତ )
ଦୟାକର ଦୟାମୟୀ Full Song Lyrics | Dayakara Dayamayee Full Song Lyrics | Bhakti Mandir By Dillip Kumar Sahoo
ଦୟାକର ଦୟାମୟୀ ରଖ ପଣତ ଘୋଡାଇ ଦୟାକର ଦୟାମୟୀ କିଞ୍ଚିତେ କରୁଣ କଲେ ...... କୂଳରେ ଲଗିବି ଯାଇ ଦୟାକର ଦୟାମୟୀ ରଖ ପଣତ ଘୋଡାଇ ଦୟାକର ଦୟାମୟୀ ----- ( Music ) ------ ଖଣ୍ଡା ଖର୍ପର ଧାରିଣୀ ସର୍ବ ଶତ୍ରୁ ବିନାଶିନୀ - (2) ଘେନ ମୋର ନିବେଦନ ..... ପଦ୍ମ ପାଦେ କର ତ୍ରାହି ଦୟାକର ଦୟାମୟୀ ରଖ ପଣତ ଘୋଡାଇ ଦୟାକର ଦୟାମୟୀ ----- ( Music ) ------ ଭାସି ଗଲି ଭବ ଜଳେ , ରଖ ମାତ ଧରି କୋଳେ କୁ ପୁତ୍ର କୁ ରକ୍ଷା କର ...... , ଅଭୟ ବର କୁ ଦେଇ ଦୟାକର ଦୟାମୟୀ ରଖ ପଣତ ଘୋଡାଇ ଦୟାକର ଦୟାମୟୀ ----- ( Music ) ------ ବହୁ ଦିନୁ କରି ଆଶା , ନ କଟେ ଦୁଃଖ ଦୁର୍ଦ୍ଦଶା ... ( 2 ) ମନେ କରିଛି ଭରଷା , ତୁହି ସର୍ବ ଶକ୍ତି ମୟୀ ଦୟାକର ଦୟାମୟୀ ରଖ ପଣତ ଘୋଡାଇ ଦୟାକର ଦୟାମୟୀ ----- ( Music ) ------ ବିଷମ ମାୟା ତୁମ୍ଭର , ମୁଁ କି ଜାଣେ ନର ଛାର .... ( 2) ବସିଛୁ ହୋଇ ପଥର , ଡାକ କର୍ଣ୍ଣେ ଶୁଭୁ ନାହିଁ ଦୟାକର ଦୟାମୟୀ ରଖ ପଣତ ଘୋଡାଇ ଦୟାକର ଦୟାମୟୀ ----- ( Music ) ------ ସେବକ ଅଧମ ହୀନ , ନ ଜାଣଇ ତବ ଧ୍ୟାନ ---- (2 ପୂଜା ...