Skip to main content

ହେ ଗୁରୁ ତୁମେ ମଙ୍ଗଳମୟ lyrics | He Guru Bandana Full Song By Bhakti mandir

Odia Bhajan


 ହେ ଗୁରୁ ତୁମେ ମଙ୍ଗଳମୟ   , କୃପା ବିନୁ ମୁକ୍ତି ନାହିଁ  || (2)


ଧରଣୀ ମାଆର ଯୋଗ୍ୟ ସନ୍ତାନ ...(2)


ତୁମ୍ଭ ବିନା ଶାନ୍ତି କାହିଁ ......


ହେ ଗୁରୁ ତୁମେ ମଙ୍ଗଳମୟ   , କୃପା ବିନୁ ମୁକ୍ତି ନାହିଁ  || (2) 



( Music 1)


ଆଲୋକ ଶିଖାର ତୁମେତ ଇଙ୍ଗିତ , ତୁମ ପାଇଁ ଜନ୍ମ ମୁହିଁ | (2)


ଅନ୍ଧାର ପଥରେ ତୁମେ ଲଉଡି  ......(2)


ଅଣ୍ଡାଳି ଚାଲୁଛି ମୁହିଁ


ହେ ଗୁରୁ ତୁମେ ମଙ୍ଗଳମୟ   , କୃପା ବିନୁ ମୁକ୍ତି ନାହିଁ  || (2) 


( Music 2)


ତୁମେ ଅଖିଳର ତୁମେ ନିଖିଳର , ଆସିଛ ତୁମେ ମୋ ପାଇଁ ...(2)


ଧର୍ମ ନିର୍ଦ୍ଦେଶନା ଦେବା ପାଇଁ ପରା ...(2)


ଅବତୀର୍ଣ୍ଣ ଭାବଗ୍ରାହୀ 


ହେ ଗୁରୁ ତୁମେ ମଙ୍ଗଳମୟ   , କୃପା ବିନୁ ମୁକ୍ତି ନାହିଁ  || (2) 


(Music 3 )


ତୁମରି ଆଶିଷେ ଆଜି ଏହି ଧରା , ପୁରି ଉଠୁ ନାମ ଗାଇ ....(2)


ଜୟ ଗୁରୁଦେବ ଜୟ ହେ ଅନନ୍ତ (2)


ବଳିଆ ପଦେ ଚିନ୍ତଇ  


ହେ ଗୁରୁ ତୁମେ ମଙ୍ଗଳମୟ   , କୃପା ବିନୁ ମୁକ୍ତି ନାହିଁ  || (2) 


ଧରଣୀ ମାଆର ଯୋଗ୍ୟ ସନ୍ତାନ ...(2)


ତୁମ୍ଭ ବିନା ଶାନ୍ତି କାହିଁ ......


ହେ ଗୁରୁ ତୁମେ ମଙ୍ଗଳମୟ   , କୃପା ବିନୁ ମୁକ୍ତି ନାହିଁ  || (2) 


କୃପା ବିନୁ ମୁକ୍ତି ନାହିଁ  || (2) 


( ସମାପ୍ତ )

Comments

Popular posts from this blog

ଶ୍ରୀ ଗୀତ ଗୋବିନ୍ଦ Lyrics || Sri Gita Gobinda Lyrics ||Bhakti Mandir 🙇

  ୧. ଶ୍ରୀତ କମଳା କୁଚ ମଣ୍ଡଳ ହେ , ଧୃତ କୁଣ୍ଡଳ ହେ |  କଳିତ ଲଳିତ ବନମାଳ , ଜୟ ଜୟ ଜୟଦେବ ହରେ || ରାଧେ କୃଷ୍ଣ ହରି ଗୋବିନ୍ଦ ଗୋପାଳ ବାସୁଦେବ ବାଳ  ନନ୍ଦ ଦୁଲାଳ, ଜୟ ଜୟ ଜୟଦେବ ହରେ || ୨. ଦୀନ ମଣି ମଣ୍ଡଳ ମଣ୍ଡନ ହେ ଭବ ଖଣ୍ଡନ ହେ  ମୁନି ଜନ ମାନସ ହଂସ , ଜୟ ଜୟ ଜୟଦେବ ହରେ ||           [ (  ରାଧେ କୃଷ୍ଣ ) ଘୋଷା ] ୩. କାଳୀୟ ବିଷଧର ଗଞ୍ଜନ ହେ , ଜନ ରଞ୍ଜନ ହେ | ଯଦୁକୁଳ ନଳୀନ ଦିନେଶ , ଜୟ ଜୟ ଜୟଦେବ ହରେ ||            [ ( ରାଧେ କୃଷ୍ଣ ) ଘୋଷା ] ୪. ମଧୁସୁର ନରକ ବିନାସନ ହେ , ଗରୁଡ଼ାସନ ହେ | ସୁର କୁଳ କେଳି ନିଦାନ , ଜୟ ଜୟ ଜୟଦେବ ହରେ ||             [ ( ରାଧେ କୃଷ୍ଣ ) ଘୋଷା ] ୫. ଅମଳ କମଳ ଦଳ ଲୋଚନ ହେ , ଭବ ମୋଚନ ହେ | ତ୍ରିଭୁବନ ଭବନ ନିଧାନ , ଜୟ ଜୟ ଜୟଦେବ ହରେ ||            [ ( ରାଧେ କୃଷ୍ଣ ) ଘୋଷା ] ୬. ଜନକ ସୂତାକୃତ ଭୂଷଣ ହେ , ଜିତ ଦୂଷଣ ହେ | ସମର ସମୀର ଦଶ କଣ୍ଠ  , ଜୟ ଜୟ ଜୟଦେବ ହରେ ||            [ ( ରାଧେ କୃଷ୍ଣ ) ଘୋଷା ] ୭. ଅଭିନବ ଜଳଧର ସୁନ୍ଦର ହେ , ଧୃତ ମନ୍ଦର ହେ | ଶ୍ରୀମୁଖ ଚନ୍ଦ୍ର ଚକୋର , ଜୟ ଜୟ ଜୟଦେବ ହରେ ||    ...

Garuda Purana: What Happens After Death | Consists of 18,000 verses | Bhakti Mandir 🙇

Garuda Purana: Understanding Life and Afterlife  The Garuda Purana is one of the eighteen Mahāpurāṇas in Hinduism, and it stands out for its unique blend of cosmology , spiritual teachings , rituals , and moral guidance . This Purana is deeply associated with the Garuda , the divine bird who serves as the mount of Lord Vishnu. The Garuda Purana, while often grouped among the Vaishnavite Puranas, covers a wide range of topics that include mythology , philosophy , ethics , rituals , and the afterlife . It is particularly famous for its teachings on death, the soul's journey after death, and the process of liberation (moksha). Overview of the Garuda Purana The Garuda Purana consists of 18,000 verses spread across two sections, known as Uttara and Purva . The Purva section is primarily concerned with mythology, cosmology , and cosmic laws , whereas the Uttara section delves into rituals, spiritual practices , and post-mortem matters (the journey of the soul after death, reincar...

କାଳିଆ ରେ ମନ ବୋଲି ତୋର କିଛି ନାହିଁ Lyrics || Kalia Re Mana Boli Tora Kichhi Nahi Lyrics || Bhakti Mandir। 🙇

କାଳିଆରେ.......କାଳିଆରେ .......କାଳିଆରେ  ....... କାଳିଆ ରେ ମନ ବୋଲି ତୋର କିଛି ନାହିଁ (2) ମନକୁ ତୋହର ଗୋପ ଗୋପଳୁଣି (2) ରାଧିକା ଯାଇଛି ନେଇ କାଳିଆ ରେ ମନ ବୋଲି ତୋର କିଛି ନାହି (2) ( Music 1 ) ମନ ଯଦି ତୋର ଥାଆନ୍ତା ସତେରେ ,               ମୋ ମନ ପାରନ୍ତା ବୁଝି | କେତେବେଳେ ଥରେ ମାନେ ପଡିଗଲେ ,                   ମତେ ତ ପାରନ୍ତୁ ଖୋଜି  || ମିଛଟାରେ ତୋତେ ଡାକନ୍ତି ଭକତେ -- (2) ମାନୁଆ ଠାକୁର କହି  କାଳିଆ ରେ ମନ ବୋଲି ତୋର କିଛି ନାହି (2)  ( Music 2 ) ଆପଣା ଲୋକର କଷଣ ଦେଖିଲେ             ମନ ହୁଏ ଛଟପଟ , ମନ ନାହିଁ ବୋଲି ଆନନ୍ଦେ ହସୁଛୁ              ଦେଖି ମୋର ଦୁଃଖ କଷ୍ଟ | ଏତେ କଥା ବୁଝି ତଥାପି ମୋ ମନ ...(2) ତୋ ପାଇଁ ହେଉଛି ବାଇ  କାଳିଆ ରେ ମନ ବୋଲି ତୋର କିଛି ନାହି (2)  ମନକୁ ତୋହର ଗୋପ ଗୋପଳୁଣି (2) ରାଧିକା ଯାଇଛି ନେଇ କାଳିଆ ରେ ମନ ବୋଲି ତୋର କିଛି ନାହି (2) କାଳିଆ ରେ ମନ ବୋଲି ତୋର କିଛି ନାହି (2)  କାଳିଆରେ.......କାଳିଆରେ .......କାଳିଆରେ  ....... ( ସମାପ୍ତ )