ଆସ କିଏ ଯିବରେ ଭାଇ song Lyrics | Kirtan Song | By Bhakti Mandir

Odia Bhajan

 ଆସ କିଏ ଯିବରେ ଭାଇ , ଗୌରା କଲେଜରେ ପଢ଼ିବ ପାଠ 

ଆସ କିଏ ଯିବରେ ଭାଇ  (2)

ତା ତା ଥୈ ଥୈ ମୃଦଙ୍ଗ ବଜାଇ --(2)

ଖୋଳ ତାଳ ଧରି କରିବା ନାଟ 

(Music 1)

କଲେଜ ଟି ନଦିଆ ପୁରେ , ଶ୍ରୀ ବାସଙ୍କ ଅଗଣା ଠାରେ --(2)

ସେଠାରେ ଅଛନ୍ତି ଗୌରା ପ୍ରଫେସର  (2)

ଶିକ୍ଷାଇ ଦେବେ ସେ ଜ୍ଞାନର ପାଠ 

ଆସ କିଏ ଯିବରେ ଭାଇ , ଗୌରା କଲେଜରେ ପଢ଼ିବ ପାଠ 

ଆସ କିଏ ଯିବରେ ଭାଇ , ଗୌରା କଲେଜରେ ପଢ଼ିବ ପାଠ 

ଆସ କିଏ ଯିବରେ ଭାଇ  (2)

( Music 2)

ତହିଁ ଗଦାଧର ପଣ୍ଡିତ ବାଖ୍ୟା କରି ବୁଝନ୍ତି ତତ୍ତ୍ଵ (2)

ମୁକୁନ୍ଦ ମୁରାରୀ ପ୍ରଭୁ ଦଇତାରୀ -- (2)

ଯଶୋବନ୍ତ ଦାସ ସେଠାରେ ଭେଟ

ଆସ କିଏ ଯିବରେ ଭାଇ , ଗୌରା କଲେଜରେ ପଢ଼ିବ ପାଠ 

ଆସ କିଏ ଯିବରେ ଭାଇ , ଗୌରା କଲେଜରେ ପଢ଼ିବ ପାଠ 

ଆସ କିଏ ଯିବରେ ଭାଇ  (2)

( Music 3)

କହେ ଦୁଃଖୀ ବୈଷ୍ଣବ ହୀନ , କରି ନାହିଁ ବିଦ୍ୟା ଅର୍ଜନ (2)

ଦୟା କରି ଗୁ ଏ ଅଧମ ଠାରେ  -- (2)

ଦିଅ ଖଣ୍ଡେ ମୋତେ ସାର୍ଟିଫିକେଟ 

ଆସ କିଏ ଯିବରେ ଭାଇ , ଗୌରା କଲେଜରେ ପଢ଼ିବ ପାଠ 

ଆସ କିଏ ଯିବରେ ଭାଇ , ଗୌରା କଲେଜରେ ପଢ଼ିବ ପାଠ 

ଆସ କିଏ ଯିବରେ ଭାଇ  (2)

ତା ତା ଥୈ ଥୈ ମୃଦଙ୍ଗ ବଜାଇ --(2) 

ଖୋଳ ତାଳ ଧରି କରିବା ନାଟ 

ଆସ କିଏ ଯିବରେ ଭାଇ , ଗୌରା କଲେଜରେ ପଢ଼ିବ ପାଠ 

ଆସ କିଏ ଯିବରେ ଭାଇ , ଗୌରା କଲେଜରେ ପଢ଼ିବ ପାଠ 

ଆସ କିଏ ଯିବରେ ଭାଇ  (2)

( ସମାପ୍ତ )

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post