ବନ୍ଦଇ ଶ୍ରୀ ବଳଦେବ ରୋହିଣୀ ନନ୍ଦନ
ରୋହିଣୀ ନନ୍ଦନ
ରେବତୀ ରମଣ ହଳ ମୁଷଳ ଧାରଣ ..... (2)
ତୁମ୍ଭ ପାଦେ ହେ .... ଦୟିନୀ କରୁଛି ଅବସଦେ ହେ......
ବନ୍ଦଇ ଶ୍ରୀ ବଳଦେବ ରୋହିଣୀ ନନ୍ଦନ
ରୋହିଣୀ ନନ୍ଦନ
ବନ୍ଦଇ ଶ୍ରୀ ବଳଦେବ ରୋହିଣୀ ନନ୍ଦନ
ରୋହିଣୀ ନନ୍ଦନ
( Music 1)
ତ୍ରେତୟାରେ ଦଶରଥ ଘରେ ଜନମିଲ , ସାବତ ଜନନୀ ଛଳେ ବନରେ ବୁଲିଲ ..(2)
ଲଙ୍କା ପୁରେ ହେ.....ଇନ୍ଦ୍ରଜିତ କୁ ବଧିଲ ହେଳେ ହେ.....
ବନ୍ଦଇ ଶ୍ରୀ ବଳଦେବ ରୋହିଣୀ ନନ୍ଦନ
ରୋହିଣୀ ନନ୍ଦନ
ବନ୍ଦଇ ଶ୍ରୀ ବଳଦେବ ରୋହିଣୀ ନନ୍ଦନ
ରୋହିଣୀ ନନ୍ଦନ
( Music 2)
ଦ୍ୱାପର ଯୁଗରେ ଗୋପେ ଜନମ ହୋଇଲ , ତାଳ ବନେ ଧେନୁକାକୁ ଆପଣେ ବଧିଲ ...(2)
ତୁମ୍ଭ ନାମ ହେ ...ତେଣୁ କରି ପ୍ରଭୁ ବଳରାମ ହେ ....
ବନ୍ଦଇ ଶ୍ରୀ ବଳଦେବ ରୋହିଣୀ ନନ୍ଦନ
ରୋହିଣୀ ନନ୍ଦନ
ବନ୍ଦଇ ଶ୍ରୀ ବଳଦେବ ରୋହିଣୀ ନନ୍ଦନ
ରୋହିଣୀ ନନ୍ଦନ
( Music 3)
ମୋହ ପ୍ରତି ପ୍ରସନ୍ନେ ହେ ହୁଅ ନୀଳାମ୍ବର , ଆଶ୍ରା ମୁଁ କରିଛି ତୁମ୍ଭ ଅଭୟ ପୟର (2)
ହଳ ପାଣି ହେ ... ବାସ ସଦାଶିବ ଭିତେ ହଣି ହେ....
ବନ୍ଦଇ ଶ୍ରୀ ବଳଦେବ ରୋହିଣୀ ନନ୍ଦନ
ରୋହିଣୀ ନନ୍ଦନ
ରେବତୀ ରମଣ ହଳ ମୁଷଳ ଧାରଣ ..... (2)
ତୁମ୍ଭ ପାଦେ ହେ .... ଦୟିନୀ କରୁଛି ଅବସଦେ ହେ......
ବନ୍ଦଇ ଶ୍ରୀ ବଳଦେବ ରୋହିଣୀ ନନ୍ଦନ
ରୋହିଣୀ ନନ୍ଦନ
ବନ୍ଦଇ ଶ୍ରୀ ବଳଦେବ ରୋହିଣୀ ନନ୍ଦନ
ରୋହିଣୀ ନନ୍ଦନ
ରୋହିଣୀ ନନ୍ଦନ
( ସମାପ୍ତ )
