ମିଛେ ସିନା ମଲି ଡାକି ଡାକି ହେ Lyrics | Michhe Sina Mali Daki Daki Lyrics | Bhakti Mandir

Miche Sina Mali Daki Daki Lyrics


ମିଛେ ସିନା ଲି ଡାକି ଡାକି ହେ  ....ଚକା ଆଖି (2)

ଶୁଣିବାକୁ ଦୁଃଖ ମୋର  , କାନ ତ କଲ ପଥର ..

ଶକତି ନାହିଁ ତୁମର 

ତାରି ବାକୁ ଦୁଃଖୀ ହେ...... ଚକା ଆଖି  

ମିଛେ ସିନା ଲି ଡାକି ଡାକି ହେ  ....ଚକା ଆଖି (2) 

( Music 1 )

ଡରି ମରି ଲୋକ କହେ ..... 

            ତୁମେ ଦୁଃଖ ହାରି .... 

             ତୁମେ ଦୁଃଖ ହାରି ....

ଡରି ମରି ଲୋକ କହେ ..... 

            ତୁମେ ଦୁଃଖ ହାରି .....

             ତୁମେ ଦୁଃଖ ହାରି ......


ଆଖି ଛୁଇଁ କହ ଦୁଃଖ 

ହରିଛ କାହାରି ..... ପ୍ରଭୁ ...

ହରିଛ କାହାରି


ସତ ମୁଁ କହୁଛି ବୋଲି  , ଦେବି କୋଟି ସାକ୍ଷୀ ହେ....

ମିଛେ ସିନା ଲି ଡାକି ଡାକି ହେ  ....ଚକା ଆଖି (2) 

( Music 2 )

ରାଧା ଝୁରାଇ ତୁମେ ମାରିଛ କି ନାହିଁ 

                       ମାରିଛ କି ନାହିଁ

                       ମାରିଛ କି ନାହିଁ


ରାଧା ଝୁରାଇ ତୁମେ ମାରିଛ କି ନାହିଁ 

                       ମାରିଛ କି ନାହିଁ

                       ମାରିଛ କି ନାହିଁ

କରେ ଯେ ତୁମରି ଆସ , 

କାନ୍ଦି ମରେ ସେଇ

ପ୍ରଭୁ ,

କାନ୍ଦି ମରେ ସେଇ


ବଖାଣି ବସିଲେ ତୁମ୍ଭ , ଗୁଣ ସରି ବକି ହେ......

ଚକା ଆଖି 

ମିଛେ ସିନା ଲି ଡାକି ଡାକି ହେ  ....ଚକା ଆଖି (2) 

ଶୁଣିବାକୁ ଦୁଃଖ ମୋର  , କାନ ତ କଳା ପଥର ..  (2)

ଶକତି ନାହିଁ ତୁମର 


ତାରି ବାକୁ ଦୁଃଖ ହେ...... ଚକା ଆଖି  


ମିଛେ ସିନା ଲି ଡାକି ଡାକି ହେ ....ଚକା ଆଖି (2) 


( ସମାପ୍ତ )

Post a Comment

Previous Post Next Post