ହରି ନାମେ କି ରସ ଅଛି Full Song Lyrics | Hari Name Ki Rasa Achhi Full Song Lyrics | Bhakti Mandir

Hari Name Ki Rasa Achhi Full Song Lyrics | Bhakti Mandir 

Music Director  :  Dillip Biswal

Lyrics : Goswami Bahuda Das

Singer : Sameer Kumar


ହରି ନାମେ କି ରସ ଅଛି ----- (2)

ପାନ କଲା ଲୋକ ସିନା ଜାଣିଛି ... ଇ.... ଇ...ଇ

ହରି ନାମେ କି ରସ ଅଛି ----- (3)


( Music 1)


" ଶୂନ୍ୟରୁ ପବନ , ପବନରୁ ନାଦ

ନାଦରୁ କିନ୍ଦୁ ଜନମ ହୋଇଛି  || " .... (2)


ସ୍ଥିତି ମଧ୍ୟେ ଜଳ , ଜଳ ମଧ୍ୟେ ସ୍ଥିତି

ଏହିପରି ଲୀଳା ଲାଗିରହିଛି .. ଇ ......

ହରି ନାମେ କି ରସ ଅଛି ----- (3)

( Music 2)


" ଶୁକ ସନକାଦି , ବ୍ରହ୍ମା ଇନ୍ଦ୍ର ଆଦି

ଯେଉଁ ନାମେ ତାଙ୍କ କର୍ମ ପୁରିଛି ....|| " (2)


କହଇ ବାହୁଡା ସେ ପଦେ ଶରଣ

ବୁଝିଲେ ସେ ନାମ ମିଳିବ କିଛି .. ଇ... ଇ.... ଇ


ହରି ନାମେ କି ରସ ଅଛି ----- (2)

ପାନ କଲା ଲୋକ ସିନା ଜାଣିଛି ... ଇ.... ଇ...ଇ

ହରି ନାମେ କି ରସ ଅଛି ----- (3)


( ସମାପ୍ତ )​

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post