କେଡେ ମଧୁର ତୁମ ନାମ ରସ Full song Lyrics | Kede Madhura Tuma Nama Rasa Full Song Lyrics | Bhakti Mandir


Odia Bhajan


Kede Madhura Tuma Nama Rasa Full Song lyrics in Odia | Bhakti Mandir

କେଡେ ମଧୁର ତୁମ ନାମ ରସ .... (2)

ଯା ଲାଗି ଗଡୁଛି ..
ଯା ଲାଗି ଗଡୁଛି ..  (3)

ଜୀବନ ର ନନ୍ଦିଘୋଷ .... ଅ...

କେଡେ ମଧୁର ତୁମ ନାମ ରସ .... (2) 

( Music 1)

ନାମ ରସ ଥରେ ପାନ କଲା ପରେ 
ହୃଦୟ ହୁଏ ସୁଦାମା  ହେ ମଣିମା  ହୃଦୟ ହୁଏ ସୁଦାମା 

ସଙ୍ଗାତ ପାଖରେ ବସ ଶରଧାରେ 

ପାଶୋରି ଶ୍ରୀକ୍ଷେତ୍ର ସୀମା  ହେ ମଣିମା ପାଶୋରି ଶ୍ରୀକ୍ଷେତ୍ର ସୀମା 

ମନ ଅଗଣାରେ ...... ଏ ...
ମନ ଅଗଣାରେ ... (2)

ହସ ଫୁଟେ ବାର ମାସ....
କେଡେ ମଧୁର ତୁମ ନାମ ରସ .... (2) 

( Music 2 )

ତୁମ ନାମ ରସ ସଂସାରେ  ପୀୟୂଷ 
ଅନ୍ଧାରେ  ସତେ  ଚନ୍ଦ୍ରମା ହେ ମଣିମା ଅନ୍ଧାରେ  ସତେ  ଚନ୍ଦ୍ରମା

ଦିଏ ସେ ଆଶିଷ ତୁମରି ପରଶ 
ନ ପୂଜି ତୁମ ପ୍ରତିମା ,  ହେ  ମଣିମା  ,ନ ପୂଜି ତୁମ ପ୍ରତିମା 

କୋଟି ଜନମକୁ.....
କୋଟି ଜନମକୁ..... (2)

ଆତ୍ମ ସରି ହୁଏ ତୋଷ  ..... ଅ...

କେଡେ ମଧୁର ତୁମ ନାମ ରସ .... (2) 

ଯା ଲାଗି ଗଡୁଛି ..
ଯା ଲାଗି ଗଡୁଛି ..  (3)

ଜୀବନ ର ନନ୍ଦିଘୋଷ .... ଅ...

କେଡେ ମଧୁର ତୁମ ନାମ ରସ .... (2) 

କେଡେ ମଧୁର ମଧୁର ତୁମ ନାମ ରସ

କେଡେ ମଧୁର ମଧୁର ମଧୁର......... ତୁମ ନାମ  ରସ 

( ସମାପ୍ତ )

Post a Comment

Previous Post Next Post