ମନ୍ଦିର ମାଳିନୀ ମା ସିନ୍ଦୂର ମୁହିଁ
ଜଗତ ଜନନୀ ମା ହିଙ୍ଗୁଳାଇ..........
( Starting Music )
ମନ୍ଦିର ମାଳିନୀ ମା ସିନ୍ଦୂର ମୁହିଁ ,
ଜଗତ ଜନନୀ ମା ହିଙ୍ଗୁଳାଇ.... || (2)
ମା ଲୋ ତୋତେ ଡାକିଛି କେତେ .... (2)
ଆତୁର ହୋଇ.....
ମନ୍ଦିର ମାଳିନୀ ମା ସିନ୍ଦୂର ମୁହିଁ
ଜଗତ ଜନନୀ ମା ହିଙ୍ଗୁଳାଇ..........
( Music 1)
ମନ୍ଦିରେ ବସିଲୁ କି ପାଷାଣ ହୋଇ , ମୋହରି ଡାକ ତୋତେ ଶୁଭେ କି ନାହିଁ ....
( Short Time Music )
ମନ୍ଦିରେ ବସିଲୁ କି ପାଷାଣ ହୋଇ , ମୋହରି ଡାକ ତୋତେ ଶୁଭେ କି ନାହିଁ ....
ମୁଁ ଜଣେ ଦୀନ ହିନ ଜନମ ଦୁଃଖୀ , ମୋହରି ଦୁଃଖକୁ କି ପାରୁନୁ ଶୁଣି (2)
ମା ଲୋ ତୋତେ ଡାକିଛି କେତେ .... (2)
ଆତୁର ହୋଇ.....
ମନ୍ଦିର ମାଳିନୀ ମା ସିନ୍ଦୂର ମୁହିଁ , ଜଗତ ଜନନୀ ମା ହିଙ୍ଗୁଳାଇ.........|| .(2)
( Music 2)
ଆଶରା କରିଛି ମା ତୋ ନାମକୁ , ବିପଦେ ଆପଦେ ମୋ ସହ ହେବୁ ତୁ
( Short Time Music )
ଆଶରା କରିଛି ମା ତୋ ନାମକୁ , ବିପଦେ ଆପଦେ ମୋ ସହ ହେବୁ ତୁ
ତୋ ପାଖେ ଦେଇଛି ମୋ ଜୀବନ ଡୋରି ,
ଏ ଭବ ସଂସାରୁ ମା କରିବୁ ପାରି....
ଜାଣିଛି ନିଶ୍ଚେ ଶୁଣିବୁ ଡାକ ... (2)
ମାଆ ଲୋ ତୁହି ......
ମନ୍ଦିର ମାଳିନୀ ମା ସିନ୍ଦୂର ମୁହିଁ , ଜଗତ ଜନନୀ ମା ହିଙ୍ଗୁଳାଇ.........||
ମା ଲୋ ତୋତେ ଡାକିଛି କେତେ .... (2)
ଆତୁର ହୋଇ.....
ମନ୍ଦିର ମାଳିନୀ ମା ସିନ୍ଦୂର ମୁହିଁ
ଜଗତ ଜନନୀ ମା ହିଙ୍ଗୁଳାଇ.......... (2)
( ସମାପ୍ତ )
Comments
Post a Comment