କରମଳା କଳା ମେଘ ଝରି ଝରି ଆସ || Kara malla Kalla megha jhari jhari asa || Bhakti Mandir 🙇🏼‍♂️




bhakti mandir

କରମଳା କଳା ମେଘ ଝରି ଝରି ଆସ ,
ମୋ ଚିତ୍ତ ଚାତକେ ... (2)
ଆଉ ନ କର ନିରାଶ ....
ହୋ ....କରମଳା କଳା ମେଘ ଝରି ଝରି ଆସ ,  (2)

--> ଯେତେ ନଦୀ ନାଳ ଝରଣା ଯାକର ,
      କେଉଁ ଥିରେ ତୃଷ୍ଣା ନ ମେଣ୍ଟ ଇ ମୋର  ... (2)
ଏକା ତୁମ୍ଭ କୃପା ଜଳେ .. (2)
ମେଣ୍ଟିବ ମୋ ଶୋଷ .....
ହୋ .... କରମଳା କଳା ମେଘ ଝରି ଝରି ଆସ , (2)

( Music 1)

ଏ ମାୟା ସଂସାର ଜଞ୍ଜାଳ କପୋତ ,
ଜଳି ଜଳି ପ୍ରାଣ ହୁଏ ସଞ୍ଚାପିତ || (2)

ତ୍ରିଭୁଜ ଆଡ଼ପ ପରେ .... (2)
ଆଖ ପୀତବାସ.....
ହୋ .... କରମଳା କଳା ମେଘ ଝରି ଝରି ଆସ , (2)

( Music 2)

ଆହେ ହୃଦନାଥ ଭାବିଛ କି ପର , 
ପରାଣ ବନ୍ଧୁ ମୋ ଅଭିନ ସୁନ୍ଦର  ||    (2)
ରାଜୀବ କେଉଁ ଯଶ .... (2)
ଭକ୍ତ ଗଲେ ନାଶ 
ହୋ .... କରମଳା କଳା ମେଘ ଝରି ଝରି ଆସ , (2)

ମୋ ଚିତ୍ତ ଚାତକେ ... (2) 
ଆଉ ନ କର ନିରାଶ ....
ହୋ ....କରମଳା କଳା ମେଘ ଝରି ଝରି ଆସ ,  (2)

( ସମାପ୍ତ )

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post