Skip to main content

Posts

Showing posts from November, 2024

ଜଗନ୍ନାଥ..କିଛି ମାଗୁ ନାହିଁ ତୋତେ full song Lyrics | Jagannath Kichhi Magu Nahi Tote Full Song Lyrics | Bhakti Mandir 🙇

 ଜଗନ୍ନାଥ ହୋ....ହୋ.....ହୋ.....କିଛି ,ମାଗୁ ନାହିଁ ତୋତେ...... ଏ....... || ଜଗନ୍ନାଥ || ଜଗନ୍ନାଥ ହୋ... କିଛି ମାଗୁ ନାହିଁ ତୋତେ  || ଜଗନ୍ନାଥ || ଧାନ ମାଗୁ ନାହିଁ , ଜନ ମାଗୁ ନାହିଁ (2) ମାଗୁଛି ଶରଧା ବାଲିରୁ ହାତେ  ଜଗନ୍ନାଥ ହୋ... କିଛି ମାଗୁ ନାହିଁ ତୋତେ (Music 1) ଆନନ୍ଦ ଦର୍ଶନ.... ନ ଲୋଡେ ନୟନ ଏକା ତୁମ୍ଭ ଦେଖା ବିନା....ଆ... ଶୁଣିବାକୁ କାନ , ନ ଇଚ୍ଛଇ ଆନ  ତୁମ୍ଭ ଚରିତେ କାମନା ...ଆ... ଜଗନ୍ନାଥ ହୋ.... କିଛି ମାଗୁ ନାହିଁ ତୋତେ... || ଜଗନ୍ନାଥ || (Music 2) ମୋ ହସ୍ତ ଅଙ୍ଗୁଳି, ରାମ ବନମାଳୀ (2) ହରେ କୃଷ୍ଣ ଯପୁଥାଉ..... ବୋଲି ବନମାଳୀ ମୋ ବେନି ଚରଣ  ତୋ ତୀର୍ଥ ଭ୍ରମଣେ ଧାଉଁ....... ଜଗନ୍ନାଥ ହୋ... କିଛି ମାଗୁ ନାହିଁ ତୋତେ || ଜଗନ୍ନାଥ ||  ଧନ ମାଗୁ ନାହିଁ  , ଜନ ମାଗୁ ନାହିଁ  ମାଗୁଛି ଶାରଧା ବାଲିରୁ ହାତେ.... ଜଗନ୍ନାଥ ହୋ.... କିଛି ମାଗୁ ନାହିଁ ତୋତେ...... କିଛି ମାଗୁ ନାହିଁ ତୋତେ...... କିଛି ମାଗୁ ନାହିଁ ତୋତେ...... କିଛି ମାଗୁ ନାହିଁ ତୋତେ...... (ସମାପ୍ତ) ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ FOLLOW କରନ୍ତୁ  ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ Publish କରିପାରିବୁ   ଧନ୍ୟବାଦ୍

ଗୋପ ନଗରୀ ରୁ ଚିଠି ଆସିଛି Full Song Lyrics | Gopa Nagariru chithi Asichhi Full Song Lyrics | Bhakti Mandir🙇

ଗୋପ ନଗରୀ ରୁ ଚିଠି ଆସିଛି ...(2) ଚିଠି ବାସୁଛି ତୁଳସୀ....ତୁଳସୀ...(2) "ଭାଇ ଭଉଣୀ କଲେ ପାରିବେ ଜାଣି କଳା ଶ୍ରୀମୁଖ ପତ ଖଣ୍ଡୁଆ ଟାଣି "...(2) କାଳିଆ ପଢେ ଲୁଚି ଲୁଚି...... ଚିଠି ବାସୁଛି ତୁଳସୀ.. ତୁଳସୀ.... ଚିଠି ବସୁଛି ତୁଳସୀ...ତୁଳସୀ..... (Music 1) ରାଧିକା ଲେଖିଛି ଚିଠି କଜଳେ କଜଳେ  କେତେ ଯେ ଚାହିଁଛି ଆଜି ସଜଳେ ସଜଳେ (short Music) ରାଧିକା ଲେଖିଛି ଚିଠି କଜଳେ କଜଳେ  କେତେ ଯେ ଚାହିଁଛି ଆଜି ସଜଳେ ସଜଳେ ରାଧାଙ୍କ ମାଳ ସରୁ ପାଖୁଡ଼ା ଖୋଲି ମୀନତି କରି ଲେଖେ ଆସିବ ବୋଲି  ମାଳି ଆଣିଛି ଫୁଲ ଚିଠି ଚିଠି ବାସୁ ଛି ତୁଳସୀ...ତୁଳସୀ.. ଚିଠି ବାସୁ ଛି ତୁଳସୀ.. ତୁଳସୀ.. (Music🎶 2) " ହସୁଛି କାଳିଆ ସିନା  ,  ଅନ୍ତରେ କାନ୍ଦୁଛି  ଖଣ୍ଡୁଆ ପାନିରେ ଚିଠି , ସରାଗେ ବାଧୁଛି " ...(2) କଥା ଦେଇଛି ଏ ଣେ ଇନ୍ଦ୍ର ଦୁ ନ୍ମ କୁ  ଛାଡି ଯିବିନି କେବେ ନୀଳାଚଳ କୁ ଭାରି ଅଡ଼ୁଆ ଏ ଇ ଚିଠି...... ଚିଠି ବାସୁ ଛି ତୁଳସୀ...ତୁଳସୀ..... ଚିଠି ବାସୁ ଛି ତୁଳସୀ...ତୁଳସୀ..... (Short Music ) ଗୋପ ନଗରୀ ରୁ ଚିଠି ଆସିଛି ...(2)  ଚିଠି ବାସୁଛି ତୁଳସୀ....ତୁଳସୀ...(2) "ଭାଇ ଭଉଣୀ କଲେ ପାରିବେ ଜାଣି କଳା ଶ୍ରୀମୁଖ ପତ ଖଣ୍ଡୁଆ ଟାଣି "...(2) କାଳିଆ ପଢେ ଲୁଚି ଲୁଚି...... ଚିଠି ବସୁଛି ତୁଳସୀ...ତୁଳସୀ.....(3) || (ସମାପ୍ତ) || ଯଦି ଆପଣଙ୍କୁ ଏହି...

ମୁଁ ତ ବଡ଼ ଦେଉଳର ପାରା ରେ lyrics । Mun ta bada Deulara Para Re lyrics । Bhakti Mandir 🙇

    ମୁଁ ତ   ବଡ଼   ଦେଉଳର   ପାରା   ରେ  ନୀଳ   ଚକ୍ର   ମୋର   ଆସରା (Short music ) ମୁଁ ତ ବଡ଼   ଦେଉଳର   ପାରାରେ  ,   ନୀଳ   ଚକ୍ର   ମୋର   ଆସରା    । “ ଖରା   ବରଷା   କୁ   ନାହିଁ   ମୋ   ଡର  , ଦେଉଳ   ଉପରେ   ମୋହରି   ଘର   ।। "(( ୨ )) ମୁଁ   ତ   ବଡ଼   ଦେଉଳର   ପାରାରେ  , ସାହା   ମୋର   କାଳିଆ   ପରା   ।। ମୁଁ   ତ ବଡ଼   ଦେଉଳର   ପାରା   ରେ,   ନୀଳ   ଚକ୍ର   ମୋର   ଆସରା   ।। (Music 1   ) ଭୋକ ଲାଗି   ଡାକ   ନାହିଁ   ତ   ମୋହର  , ନିର୍ମାଲ୍ୟ   ଖାଏ   ମୁଁ   ଖୁଣ୍ଟି    । ଅବଢ଼ା   ତୋରାଣି   ପିଉଥାଏ   ପୁଣି   , ଶୁଖିଗଲେ   ମୋର   ତଣ୍ଟି   ।। sort music.......  ଭୋକ ଲାଗି ଦକ ନାହିଁ ତ ମୋର, ନିର୍ମାଲ୍ୟ ଖାଏ ମୁଁ ଖୁଣ୍ଟି   । ଅବାଧା   ତୋରାଣି   ପିଉଥା ପୁଣି , ସୁଖିଗଲେ ମୋର   ତଣ୍ଟି   ।। ଯେଉଁ   ଅବଢାର ……. ...

ହାତରେ ମୋ ମୁଠା ମୁଠା ଶରଧା ବାଲି Lyrics | Hatare Mo mutha mutha saradha Bali Lyrics | Bhakti Mandir🙇

   ହାତରେ ମୋ ମୁଠା ମୁଠା --- ସରଧା ବାଲି           ଠାକୁରେ ସରଧା ବାଲି..       ନରେନ୍ଦ୍ରର ଜଳ ପଡେ ମଥାରୁ ଝରି ..... ଦେହରେ ମୋ ବୋଳା , ବଡ଼ ଦାଣ୍ଡର ଧୂଳି (2) ଚକା ଡୋଳା ଚକ ଡୋଳା , କହ ଚକା ଡୋଳା ପର ହେଲି କିପରି – ପର ହେଲି କିପରି.. (Short Music) ହାତରେ ମୋ ମୁଠା ମୁଠା ସରଧା ବାଲି,   ଠାକୁରେ ସରଧା ବାଲି… ନରେନ୍ଦ୍ର ର ଜଳ ପଡେ ମଥାରୁ ଝରି…. (Music-1) “ ଆଖିରେ ମୁଁ ଦେଖୁ ଥାଏ, ତୋର ମୁରତି କାନ ମୋର ଦିବା ନିଶି , ଶୁଣେ ତୋ ଗୀତି.. “( 2) ତୁଣ୍ଡେ ତୁଳସୀ ଜଳ - ତୁଣ୍ଡେ ତୁଳସୀ ଜଳ ପାଏ ନୀତି,  ମୁଣ୍ଡ ମୋର ଛୁଁଏ -୨ ବଡ଼ ଦାଣ୍ଡର ମାଟି – ୨ ପ୍ରସନେ ମୁଁ ଗାଏ ସଦା…(୨) ନାମ ତୋହରି , ପର ହେଲି କିପରି ହାତରେ ମୋ ମୁଠା ମୁଠା ,            ସରଧା ବାଲି ,        ଠାକୁରେ ସରଧା ବାଲି , ନରେନ୍ଦ୍ର ର ଜଳ ପଡେ – ମଥାରୁ ଝରି (Music 2) ଘର ଜାଣେ ନୀଳାଚଳ ବଡ଼ ଦେଉଳ , ପ୍ରଭୁ ପୁଣି ତୁହି ଏକା ବଡ଼ ଠାକୁର ।। ତୋ ପାଇଁ ଭୁଲିଛି ସବୁ…(୨) ଆପଣା ପର…… ଭରସା କରିଛି ତୋର … (୨) ପାଦ ଯୁଗଳ ପ୍ରଭୁ ----- ପାଦ ଯୁଗଳ ଜୀବନ ଯିବ ମୋହର ……(୨) ତୋ ନାମ ଧରି , ପର ହେଲି କିପରି….. ହାତରେ ମୋ ମୁଠା ମୁଠା         ସରଧା ବାଲି    ଠାକୁରେ...

ତୁମେ ଅନୁଭବର ଠାକୁର Lyrics ।Tume Anubhab Ra Thakura Lyrics । Bhakti Mandir

  ତୁମେ ଅନୁଭବର ଠାକୁର...... ତୁମେ...ଏ...ଅନୁଭବର ଠାକୁର-------- ତୁମେ ଅନୁଭବର ଠାକୁର –(୨) ଚିନ୍ତା ଚେତନା ରେ – ଭକ୍ତି ଭାବନା ରେ ରହିଛି ସ୍ଥିତି ତୁମର ତୁମେ ଅନୁଭବର ଠାକୁର (୨)  (Music 1) ଦେଖିବାକୁ ତୁମ - ଦିବ୍ୟ ଶୂନ୍ୟ ରୂପ , ଜଳିବାକୁ ହେବ - ଜ୍ଞାନର ପ୍ରଦୀପ।। ବାଢିଦେଇ ଶ୍ରଦ୍ଧା - ବିଶ୍ୱାସ ର ଧୂପ , ସାଧିବାକୁ ହେବ - ହୁର୍ଦୟରେ ତପ ।। ପ୍ରେମର ମନ୍ତ୍ରରେ , ଆତ୍ମା ଆଳତୀ ରେ…(୨) ପହଡ଼ ଫିଟେ ତୁମର ତୁମେ ଅନୁଭବ ର ଠାକୁର (୨) (Music 2) ତୁମ ଦର୍ଶନରେ - ମିଳେ ମହାଶାନ୍ତି , ଅମୃତ ଠୁ ମିଠା - ସେଇ ଅନୁଭୂତି ।। ମାୟାର ଜାଲରୁ – ପ୍ରାଣର କପୋତୀ , ଉଡ଼ିଯିବା ପାଇଁ – ପାଏ ଅନୁଭୂତି ।। କର୍ମ କଉଡ଼ି ରେ …… ଧର୍ମ ଦଉଡ଼ି ରେ ...... ସଂସାର କର ଉଦ୍ଧାର ତୁମେ ଅନୁଭବ ର ଠାକୁର (୨) ଚିନ୍ତା ଚେତନା ରେ ..... ଭକ୍ତି ଭାବନା ରେ...... ରହିଛି ସ୍ଥିତି ତୁମର ତୁମେ…. ଅନୁଭବ ର ଠାକୁର (୩) ଧନ୍ୟବାଦ୍ 🙏   ଯଦି ଆପଣକୁ ଲେଖାଟି ଭଲ ଲାଗିଛି ତେବେ ଏହାକୁ FOLLOW କରନ୍ତୁ । FOLLOW

ସହି ଦେଖଲୋ କାଳିଆ ଗୁଁଠୁଣି ହାତୀ କି ଥରେ Lyrics | Sahi Dekhalo Kalia Gunthuni Hati Thare Lyrics | Bhakti Mandir🙇

  ସହି ଦେଖଲୋ ସହି ଦେଖ ସହି ଦେଖଲୋ ସହି ଦେଖ ସହି ଦେଖ ଲୋ …କାଳିଆ ଗୁଣ୍ଠୁଣୀ……ହାତୀ କି ଥରେ.. କାଳିଆ ଗୁଣ୍ଠୁଣି ହାତୀ କି ଥରେ ଡ଼ଉଲ ଡଉଲ କାହୁଁ କନ୍ଦର୍ପ କୁ -(2) ସରି ହେବ କିଏ ମହୀ ମଣ୍ଡଳେ କାଳିଆ ଗୁଣ୍ଠୁଣି ହାତୀ କି ଥରେ ... (Music 1) ଧନ୍ୟ ସେ ବିନ୍ଧାଣି -- ଗଢ଼ିଛି ହାତୀ କି, ନେତ୍ର ଖସି ପଡେ ଚାହିଁଲେ ଥରେ…. ହୋଇ ପଡୁଅଛି  ଚିକ୍କଣ ତା ଠାରୁ, ହାଣ୍ଡି ଗୁଆଘିଅ ପଳ କୁ ପଳେ…..(2) “ ମୁଣ୍ଡା ମୁଣ୍ଡା ଦହି କ୍ଷୀର ସର ଖାଇ “ (2) ଗଡି ମାଟି କରେ ସିଂହ ଦୁଆରେ , କାଳିଆ ଗୁଣ୍ଠୁଣି ହାତୀ କି ଥରେ …. “(2) (Music 2) କ୍ଷେତ୍ର ଯୁବତୀ ଏ.. ଚମକି ପଡନ୍ତି, ପିଙ୍କରି ଦେଲେ ସେ ବଡ଼ ଦାଣ୍ଡରେ || “ ଗୋପରୁ ଆସିଛି ପ୍ରଣଇ ରାଧିକା , ରଥ ଅଟକିଛି ବଡ଼ ଦାଣ୍ଡରେ “ || (2) ବୋଲେ ଅରବିନ୍ଦ ଧରିଥା ହାତୀ କି …..(2) ପଶିଯିବ କାଳେ ନନ୍ଦ ମନ୍ଦିରେ…. କାଳିଆ ଗୁଣ୍ଠୁଣି ହାତୀ କି ଥରେ || (2) (Short Music) ସହି ଦେଖ ଲୋ ସହି ଦେଖ (2) ସହି ଦେଖ ଲୋ …. କାଳିଆ ଗୁଣ୍ଠୁଣି ହାତୀ କି ଥରେ ଡଉଲ ଡାଉଲ କାହୁଁ କନ୍ଦର୍ପ କୁ , ସରି ହେବ କିଏ ମହୀ ମଣ୍ଡଳେ କାଳିଆ ଗ୍ରୁଣ୍ଠୁଣି ହାତୀ କି ଥରେ ..(3)   ଧନ୍ୟବାଦ୍ 🙏

ତୁମେ ନିଅ ମୋର ହାତ ଧରି Lyrics । Tume nia mora hata dhari full song lyrics । Bhakti Mandir 🙇

  ତୁମେ   ନିଅ   ମୋର ହାତ ଧରି ହେ   ହରି ତୁମେ ନିଅ ମୋର ହାତ ଧରି ହେ ହରି ତତେ   ଭୁଲି   ହେଲି   ,  ତତେ   ଭୁଲି   ହେଲି ତତେ   ଭୁଲି   ହେଲି  ,  ତତେ   ଭୁଲି ହେଲି ତତେ   ଭୁଲି   ହେଲି   ଏତେ ସରି ହେ   ହରି ତୁମେ   ନିଅ   ମୋର   ହାତ ଧରି ହେ   ହରି ତୁମେ   ନିଅ ମୋର ହାତ ଧରି ହେ ହରି (Music 1)  ଯୁଗେ ଯୁଗେ ତୁମେ   ନିଅ ଅବତାର  ,  କହ   ଚିହ୍ନିବି   କିପରି ଯୁଗେ   ଯୁଗେ ତୁମେ ନିଅ ଅବତାର  ,  କହ ଚିହ୍ନିବି   କିପରି ବିନ୍ଦୁଟିଏ କେବେ   ଅଗାଧ   ସାଗର ବିନ୍ଦୁଟିଏ କେବେ ଅଗାଧ ସାଗର ବିନ୍ଦୁଟିଏ କେବେ   ଅଗାଧ ସାଗର ବିନ୍ଦୁଟିଏ କେବେ   ଅଗାଧ   ସାଗର ପାରେ କି   କଳନା କରି   ହେ   ହରି ତୁମେ ନିଅ ମୋର ହାତ ଧରି ହେ ହରି ତୁମେ ନିଅ ମୋର ହାତ ଧରି ହେ ହରି (Music 2) ଜାଣେନା ସଂସାରେ କି ଲୋଡା ମୋହର , ଜାଣେନା କି କାର୍ଯ୍ୟ କରି ଜାଣେନା ସଂସାରେ କି ଲୋଡା ମୋହର ଜାଣେନା କି କାର୍ଯ୍ୟ କରି ତୁମ୍ଭ ଇଚ୍ଛା ମତେ ଏ ପିଣ୍ଡ ବ୍ରହ୍ମାଣ୍ଡ ତୁମ୍ଭ ଇଚ୍ଛା ମତେ ଏ ପିଣ୍ଡ ବ୍ରହ୍ମାଣ୍ଡ ତୁମ୍ଭ ଇଚ୍ଛା ମତେ ଏ ପିଣ୍ଡ ବ୍ରହ୍ମାଣ୍ଡ ତୁମ୍ଭ ଇଚ୍ଛା ମତେ ଏ ପ...

ଯାହାକୁ ପଚାର ଯାହାକୁ ପଚାର Lyrics। Jahaku Pachara Seita Kahiba Lyrics । Bhakti Mandir🙇

  (Starting Music) ଯାହାକୁ ପଚାର ସିଏ ତ କହିବ…..(୨) ସୁନା ସୁନ୍ଦର କି ହୀରା ସୁନ୍ଦର…ଅ... “ ଜାଣିଛୁ ଯଦି ତୁ କହରେ କାଳିଆ “ (୨) “ ରାଧା ସୁନ୍ଦର କି ମୀରା ସୁନ୍ଦର “ (୨) ଯାହାକୁ ପଚାର ସିଏ ତ କହିବ ..(୨) ଶଙ୍ଖା ସୁନ୍ଦର କି କାଚ ସୁନ୍ଦର… “ ଜାଣିଛୁ ଯଦି ତୁ କହରେ କାଳିଆ “ –(୨)  ଗୀତ ସୁନ୍ଦର କି ନାଚ ସୁନ୍ଦର ରାଧା ସୁନ୍ଦର କି ମୀରା ସୁନ୍ଦର (Music-1) ନାଉରୀ କି ଯଦି , ପଚାର କିଏ ସେ ନାଆ ସୁନ୍ଦର କି ନଇ । ବିଚରା ନାଉରୀ , କି ଦବ ଉତ୍ତର କିଛି ପାରେ ନାହିଁ କହି।। ସେମିତି କାଳିଆ , କାହିଁକି ଦେଲୁ ତୁ ଦୁଇ ନାବେ ଦୁଇ ପାଦ ….. ଗୋଟେ ପଟେ ରାଧା , ଗୋଟେ ପଟେ ମୀରା ଚୋରାଇ ନେଲେ ତୋ ନିଦ ।। ଯାହାକୁ ପଚାର ସିଏ ତ କହିବ ……(୨) ଫୁଲ ସୁନ୍ଦର କି ,ବାସ ସୁନ୍ଦର ……. ଜାଣିଛୁ ଯଦି ତୁ କହରେ କାଳିଆ …..(୨) ପୂଜା ସୁନ୍ଦର କି ରାସ ସୁନ୍ଦର , ରାଧା ସୁନ୍ଦର କି ମୀରା ସୁନ୍ଦର । (Music-2) କଇଁ ଚାହିଁଥାଏ , ଚାନ୍ଦ ଆସୁଥାଏ ସବୁଦିନ ଉଁଇ ଉଇଁ …… ଚାନ୍ଦକୁ ଅନାଇ , ଖୁସି ହୁଏ କଇଁ … ନ ପାରୁ ପଛକେ ଛୁଇଁ … ।। Small tune ……. ସେଥି ପାଇଁ ବୋଧେ ରହିଲୁ କାଳିଆ , ମୀରାଠୁ ଦୂରେଇ ହୋଇ , ନିଯେତ କାନ୍ଦିଲୁ କି ସୁଖ ବା ଦେଲୁ , ରାଧାକୁ ପାଖରେ ପାଇ ।। ଯାହାକୁ ପଚାର ସିଏ କହିବ …… (୨) ଦିନ ସୁନ୍ଦର କି ରାତି ସୁନ୍ଦର ….  ଜାଣିଛୁ ଯଦି ତୁ କହରେ କାଳିଆ …(୨) ରାଣୀ ସୁନ୍ଦର କି ଦାସୀ ସୁନ୍ଦର …...

ଷାଠିଏ ପଉଟି ଭୋଗରୁ ତୁମର କାଢି ତ ନେଇନି ହରି Lyrics। Sathia Pauti Bhogaru Tumara lyrics | By Dillip Kumar Sahoo

ଷାଠିଏ ପଉଟି ଭୋଗରୁ ତୁମର ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ, କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ (MUSIC) ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ ମୋତେ,  କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି   (MUSIC) 1 ଭିକାରୀ କରିବା ଯେବେ ତୁମ ଇଛା,ଭିକାରୀ କରିବା ଯେବେ ତୁମ ଇଛା ନାହିଁ ମୋ ମନରେ ଦୁଃଖ ସିଂହଦ୍ୱାରେ ବିନା ଆନ ଦୁଆରକୁ,ସିଂହଦ୍ୱାରେ ବିନା ଆନ ଦୁଆରକୁ ମାଗି ଯିବିନାହିଁ ଭିକ ଆହେ ଇଛାମୟ , ଇଛାରେ ତୁମରି,ଆହେ ଇଛାମୟ , ଇଛାରେ ତୁମରି ଦିଅ ମୋର ଥାଳ ଭରି, କଲ ଦାଣ୍ଡର ଭିକାରୀ,କଲ ଦାଣ୍ଡର ଭିକାରୀ ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି (MUSIC) 2 ଜାଣିଶୁଣି ଯେବେ ଚେଇଁ ଶୋଇଥିବ , ପ୍ରଭୁ ହେ, ପ୍ରଭୁ ହେ ଜାଣିଶୁଣି ଯେବେ ଚେଇଁ ଶୋଇଥିବ , ପ୍ରଭୁ ହେ, ପ୍ରଭୁ ହେ ମୁଁ କହିବି କାହାକୁ ଆଉ ଆଉ କାହା ପାଶେ ପାତାଇବି ହାତ, ତୁମେ ପ୍ରଭୁ ଥାଉ ଥାଉ ଖାଲି ହାତେ ପଛେ ଫେରିଯିବି ପ୍ରଭୁ,ଖାଲି ହାତେ ପଛେ ଫେରିଯିବି ପ୍ରଭୁ ଏ ବଡ଼ଦାଣ୍ଡେ ଛାଡ଼ି ହୁରି, କଲ ଦାଣ୍ଡର ଭିକାରୀ ଷାଠିଏ ପଉଟି ଭୋଗରୁ ତୁମର, କାଢ଼ି ତ ନେଇନି ହରି କୁହ ତେବେ କେଉଁ ଅପରାଧେ ମୋତେ କୁହ ତେବେ କେଉଁ ଅପରାଧେ...