ମୁଁ ତ ବଡ଼ ଦେଉଳର ପାରା ରେ lyrics । Mun ta bada Deulara Para Re lyrics । Bhakti Mandir 🙇



 
Bhakti Mandir

 ମୁଁ ତ ବଡ଼ ଦେଉଳର ପାରା ରେ 

ନୀଳ ଚକ୍ର ମୋର ଆସରା

(Short music )

ମୁଁ ତ ବଡ଼ ଦେଉଳର ପାରାରେ ,

 ନୀଳ ଚକ୍ର ମୋର ଆସରା   ।

ଖରା ବରଷା କୁ ନାହିଁ ମୋ ଡର ,

ଦେଉଳ ଉପରେ ମୋହରି ଘର ।। "(())

ମୁଁ  ବଡ଼ ଦେଉଳର ପାରାରେ ,

ସାହା ମୋର କାଳିଆ ପରା  ।।

ମୁଁ ତ ବଡ଼ ଦେଉଳର ପାରା ରେ,

 ନୀଳ ଚକ୍ର ମୋର ଆସରା  ।।

(Music 1 )

ଭୋକ ଲାଗି ଡାକ ନାହିଁ  ମୋହର ,

ନିର୍ମାଲ୍ୟ ଖାଏ ମୁଁ ଖୁଣ୍ଟି   ।

ଅବଢ଼ା ତୋରାଣି ପିଉଥାଏ ପୁଣି  ,

ଶୁଖିଗଲେ ମୋର ତଣ୍ଟି ।।

sort music.......

 ଭୋକ ଲାଗି ଦକ ନାହିଁ ତ ମୋର,

ନିର୍ମାଲ୍ୟ ଖାଏ ମୁଁ ଖୁଣ୍ଟି  

ଅବାଧା ତୋରାଣି ପିଉଥା ପୁଣି,

ସୁଖିଗଲେ ମୋର ତଣ୍ଟି  ।।

ଯେଉଁ ଅବଢାର…….

ଯେଉଁ ଅବଢ଼ା  କନିକା ଏ ପାଇଁ,

ବାଇଆ ଜଗତ ସାରାରେ  ।।

ମୁଁ  ବଡ଼ ଦେଉଳ  ପାରା ରେ ନୀଳ ଚକ୍ର ମୋର ଆସରା  

ମୁଁ ତ ବଡ଼ ଦେଉଳର ପାରା ରେ ସହ ମୋର କାଳିଆ ପରା

(Music 2)

 କେତେ ସାଧୁ ସନ୍ଥ ବୈଷ୍ଣବ ଭକତ ,

ଦର୍ଶନ କରଇ ମୁହିଁ  

ଦେଉଳେ ଦେଉଳେ ଘୁମୂରି ବୁଲଇ,

ଜଗନ୍ନାଥ ନାମ ଗାଇ  ।। ()

ସାତ ବୈକୁଣ୍ଠ ……..

ସାତ ବୈକୁଣ୍ଠ ଚଉଦ ବ୍ରହ୍ମାଣ୍ଡ ସବୁ ଏଇଠାରେ ପରା ରେ  …

ମୁଁ  ବଡ଼ ଦେଉଳର ପାରା ରେ , ନୀଳ ଚକ୍ର ମୋର ଆସରା । (())

(Music 3)

ବାରମାସେ ତେର ଯାତରା ଦେଖଇ ,

ଦେଉଳ ବେଢାରେ ଥାଇ  ।।

ପକ୍ଷୀଟିଏ ବୋଲି ଦୁଃଖ ନାହିଁ ମୋର ,

ମଣିଷ ଠୁ ସୁଖୀ ମୁହିଁ  ।। (())

କେଉଁ ପୁଣ୍ୟ ବଳେ……….

କେଉଁ ପୁଣ୍ୟ ବଳେ ଜନମ ନେଇ ମୁଁ  ,

ହୋଇଛି ଶ୍ରୀକ୍ଷେତ୍ର ପାରା ରେ

ମୁଁ ତ ବଡ ଦେଉଳର ପାରା ରେ , ନୀଳ ଚକ୍ର ମୋର ଆସରା

ମୁଁ  ବଡ ଦେଉଳର ପାରାରେ , ସାହା ମୋର କାଳିଆ ପରା

ଖରା ବରଷା କୁ ନାହିଁ ମୋ ଡର , ଦେଉଳ ଉପରେ ମୋହରି ଘର । (())

ମୁଁ  ବଡ଼ ଦେଉଳର ପାରାରେ ,

ସାହା ମୋର କାଳିଆ ପରା  ।।

ମୁଁ ତ ବଡ଼ ଦେଉଳର ପାରା ରେ ,

 ନୀଳ ଚକ୍ର ମୋର ଆସରା ରେ….

ସାହା ମୋର କାଳିଆ ପରା ରେ….

ନୀଳ ଚକ୍ର ମୋର ଆସରା…….

ଧନ୍ୟବାଦ୍ 🙏

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post