ଗୋପ ନଗରୀ ରୁ ଚିଠି ଆସିଛି Full Song Lyrics | Gopa Nagariru chithi Asichhi Full Song Lyrics | Bhakti Mandir🙇


Bhakti Mandir


ଗୋପ ନଗରୀ ରୁ ଚିଠି ଆସିଛି ...(2)

ଚିଠି ବାସୁଛି ତୁଳସୀ....ତୁଳସୀ...(2)


"ଭାଇ ଭଉଣୀ କଲେ ପାରିବେ ଜାଣି

କଳା ଶ୍ରୀମୁଖ ପତ ଖଣ୍ଡୁଆ ଟାଣି "...(2)

କାଳିଆ ପଢେ ଲୁଚି ଲୁଚି......


ଚିଠି ବାସୁଛି ତୁଳସୀ.. ତୁଳସୀ....

ଚିଠି ବସୁଛି ତୁଳସୀ...ତୁଳସୀ.....

(Music 1)


ରାଧିକା ଲେଖିଛି ଚିଠି କଜଳେ କଜଳେ 

କେତେ ଯେ ଚାହିଁଛି ଆଜି ସଜଳେ ସଜଳେ

(short Music)

ରାଧିକା ଲେଖିଛି ଚିଠି କଜଳେ କଜଳେ 

କେତେ ଯେ ଚାହିଁଛି ଆଜି ସଜଳେ ସଜଳେ


ରାଧାଙ୍କ ମାଳ ସରୁ ପାଖୁଡ଼ା ଖୋଲି

ମୀନତି କରି ଲେଖେ ଆସିବ ବୋଲି 


ମାଳି ଆଣିଛି ଫୁଲ ଚିଠି


ଚିଠି ବାସୁ ଛି ତୁଳସୀ...ତୁଳସୀ..

ଚିଠି ବାସୁ ଛି ତୁଳସୀ.. ତୁଳସୀ..


(Music🎶 2)


" ହସୁଛି କାଳିଆ ସିନା  ,  ଅନ୍ତରେ କାନ୍ଦୁଛି 

ଖଣ୍ଡୁଆ ପାନିରେ ଚିଠି , ସରାଗେ ବାଧୁଛି " ...(2)


କଥା ଦେଇଛି ଏ ଣେ ଇନ୍ଦ୍ର ଦୁ ନ୍ମ କୁ 

ଛାଡି ଯିବିନି କେବେ ନୀଳାଚଳ କୁ


ଭାରି ଅଡ଼ୁଆ ଏ ଇ ଚିଠି......


ଚିଠି ବାସୁ ଛି ତୁଳସୀ...ତୁଳସୀ.....

ଚିଠି ବାସୁ ଛି ତୁଳସୀ...ତୁଳସୀ.....


(Short Music )


ଗୋପ ନଗରୀ ରୁ ଚିଠି ଆସିଛି ...(2) 

ଚିଠି ବାସୁଛି ତୁଳସୀ....ତୁଳସୀ...(2)


"ଭାଇ ଭଉଣୀ କଲେ ପାରିବେ ଜାଣି

କଳା ଶ୍ରୀମୁଖ ପତ ଖଣ୍ଡୁଆ ଟାଣି "...(2)

କାଳିଆ ପଢେ ଲୁଚି ଲୁଚି......


ଚିଠି ବସୁଛି ତୁଳସୀ...ତୁଳସୀ.....(3)


|| (ସମାପ୍ତ) ||

ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ FOLLOW କରନ୍ତୁ |

ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ Publish କରିବାକୁ ଆଗ୍ରହୀ ହେବୁ |  

 ଧନ୍ୟବାଦ୍

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post