ଜଗନ୍ନାଥ..କିଛି ମାଗୁ ନାହିଁ ତୋତେ full song Lyrics | Jagannath Kichhi Magu Nahi Tote Full Song Lyrics | Bhakti Mandir 🙇

Bhakti Madir

 ଜଗନ୍ନାଥ ହୋ....ହୋ.....ହୋ.....କିଛି ,ମାଗୁ ନାହିଁ ତୋତେ...... ଏ.......

|| ଜଗନ୍ନାଥ ||

ଜଗନ୍ନାଥ ହୋ... କିଛି ମାଗୁ ନାହିଁ ତୋତେ 

|| ଜଗନ୍ନାଥ ||

ଧାନ ମାଗୁ ନାହିଁ , ଜନ ମାଗୁ ନାହିଁ (2)

ମାଗୁଛି ଶରଧା ବାଲିରୁ ହାତେ 

ଜଗନ୍ନାଥ ହୋ... କିଛି ମାଗୁ ନାହିଁ ତୋତେ


(Music 1)

ଆନନ୍ଦ ଦର୍ଶନ.... ନ ଲୋଡେ ନୟନ

ଏକା ତୁମ୍ଭ ଦେଖା ବିନା....ଆ...

ଶୁଣିବାକୁ କାନ , ନ ଇଚ୍ଛଇ ଆନ 

ତୁମ୍ଭ ଚରିତେ କାମନା ...ଆ...

ଜଗନ୍ନାଥ ହୋ.... କିଛି ମାଗୁ ନାହିଁ ତୋତେ...

|| ଜଗନ୍ନାଥ ||


(Music 2)

ମୋ ହସ୍ତ ଅଙ୍ଗୁଳି, ରାମ ବନମାଳୀ (2)

ହରେ କୃଷ୍ଣ ଯପୁଥାଉ.....

ବୋଲି ବନମାଳୀ ମୋ ବେନି ଚରଣ 

ତୋ ତୀର୍ଥ ଭ୍ରମଣେ ଧାଉଁ.......

ଜଗନ୍ନାଥ ହୋ... କିଛି ମାଗୁ ନାହିଁ ତୋତେ

|| ଜଗନ୍ନାଥ || 

ଧନ ମାଗୁ ନାହିଁ  , ଜନ ମାଗୁ ନାହିଁ 

ମାଗୁଛି ଶାରଧା ବାଲିରୁ ହାତେ....

ଜଗନ୍ନାଥ ହୋ.... କିଛି ମାଗୁ ନାହିଁ ତୋତେ......

କିଛି ମାଗୁ ନାହିଁ ତୋତେ......

କିଛି ମାଗୁ ନାହିଁ ତୋତେ......

କିଛି ମାଗୁ ନାହିଁ ତୋତେ......

(ସମାପ୍ତ)

ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ FOLLOW କରନ୍ତୁ 

ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ Publish କରିପାରିବୁ   ଧନ୍ୟବାଦ୍

Post a Comment

Previous Post Next Post