ମିଛ ମାୟା ରେ ଏହି ସଂସାର ଖେଳ lyrics | Michha maya re ahi sansara khela full song lyrics | Bhakti Mandir 🙇

Bhakti Mandir | Odia Bhajan

 

ମିଛ ମାୟା ରେ ........

ମିଛ ମାୟା ରେ ......

ମିଛ ମାୟା ରେ ଏହି ସଂସାର ଖେଳ ଏହି ସଂସାର ଖେଳ 
ଥରୁଟିଏ ଡାକ ମା ଶାରଳା ଙ୍କୁ (2)
ଅକାରଣେ ଗଡି (2) 
ଯାଉଛି ବେଳ .......ଯାଉଛି ବେଳ 
ମିଛ ମାୟା ରେ ଏହି ସଂସାର ଖେଳ 
                     ଏହି ସଂସାର ଖେଳ
  (Music 1 )
ମା.......ଆଃ.... ମା........ଆ
" ମାତା ହୋଇ ସେ ଗରଭେ ତୋତେ ଦେଲା ସଂଚାର ,
ଶୈଶବ ତାର କଟେଇଦେଲୁ ଖେଳି ଧୂଳି ଖେଳ (2)

ଯୌବନ ଲୋଡ଼ିଲୁ ମିଛ କାମିନୀ କାଞ୍ଚନ ,
ଆଉ ବା ରହିଲା କହ  କେତେ ତୋ ଜୀବନ.....

ମନରେ....ମନରେ.....ମନରେ......

ତୁଣ୍ଡେ ଡାକ ତୁହି ମା... ମା... ମା.... (2)
ସାହା ହୋଇବ ସେ (2)  
ବିପଦେ ତୋର...... ବିପଦେ ତୋର
ମିଛ ମାୟା ରେ ଏହି ସଂସାର ଖେଳ ଏହି ସଂସାର ଖେଳ 

(Music 2)

" ବୁଢ଼ା କାଳେ ବସି ଭାବୁ ହୋଇ ତୁହି ମୁକ ,
କି ଜିତିଲୁ କି ହାରିଲୁ ତୋ ଜୀବନ ଯାକ || (2)

ପାଇବାକୁ ଚାହୁଁ ଯଦି ଗତିକି ମୁକତି 
ମନ ଧ୍ୟାନେ ଲୋଡା ଆଜି ମାଆର ଶକତି ||

ମନରେ...ମନରେ....ମନରେ......

" ବୈକୁଣ୍ଠ ଲଭି ଉଦ୍ଧାର ପାଇବୁ " ||2||
ଜୀବନ ସାର୍ଥକ ହେବ ତୋର ରେ .........
                    ହେବ ତୋର ରେ    

  ମିଛ ମାୟାରେ ଏହି ସଂସାର ଖେଳ ଏହି ସଂସାର ଖେଳ 
" ଥରୁଟିଏ ଡାକ ମା ଶାରଳା ଙ୍କୁ (2)
ଅକାରଣେ ଗଡି ଯାଉଛି ବେଳ 
                     ଯାଉଛି ବେଳ 
ମା ...ମା.... ମା  ଶାରଳା....ମା ଶାରଳା.....ମା ଶାରଳା 
      ମୋ ମା ଶାରଳା

|| (ସମାପ୍ତ) ||

ଯଦି ଆପଣଙ୍କୁ ଏହି ସଙ୍ଗୀତ ଟି ଭଲ ଲାଗେ ତେବେ ଏହି ପଗେ କୁ FOLLOW କରନ୍ତୁ |

ଏହା ଦ୍ବାରା ଆମେ ଆଗକୁ ଏହି ଭଳି ଗୀତ Publish କରିବାକୁ ଆଗ୍ରହୀ ହେବୁ |  

|| ଧନ୍ୟବାଦ୍  ||


Post a Comment

Previous Post Next Post