Skip to main content

ହାତରେ ମୋ ମୁଠା ମୁଠା ଶରଧା ବାଲି Lyrics | Hatare Mo mutha mutha saradha Bali Lyrics | Bhakti Mandir🙇

Bhakti Mandir



  

ହାତରେ ମୋ ମୁଠା ମୁଠା --- ସରଧା ବାଲି

          ଠାକୁରେ ସରଧା ବାଲି..

      ନରେନ୍ଦ୍ରର ଜଳ ପଡେ ମଥାରୁ ଝରି .....

ଦେହରେ ମୋ ବୋଳା , ବଡ଼ ଦାଣ୍ଡର ଧୂଳି (2)

ଚକା ଡୋଳା ଚକ ଡୋଳା , କହ ଚକା ଡୋଳା ପର ହେଲି କିପରି – ପର ହେଲି କିପରି..

(Short Music)

ହାତରେ ମୋ ମୁଠା ମୁଠା ସରଧା ବାଲି,

  ଠାକୁରେ ସରଧା ବାଲି…

ନରେନ୍ଦ୍ର ର ଜଳ ପଡେ ମଥାରୁ ଝରି….

(Music-1)

“ ଆଖିରେ ମୁଁ ଦେଖୁ ଥାଏ, ତୋର ମୁରତି

କାନ ମୋର ଦିବା ନିଶି , ଶୁଣେ ତୋ ଗୀତି.. “( 2)

ତୁଣ୍ଡେ ତୁଳସୀ ଜଳ - ତୁଣ୍ଡେ ତୁଳସୀ ଜଳ ପାଏ ନୀତି,

 ମୁଣ୍ଡ ମୋର ଛୁଁଏ -୨ ବଡ଼ ଦାଣ୍ଡର ମାଟି – ୨

ପ୍ରସନେ ମୁଁ ଗାଏ ସଦା…(୨)

ନାମ ତୋହରି , ପର ହେଲି କିପରି

ହାତରେ ମୋ ମୁଠା ମୁଠା ,


           ସରଧା ବାଲି ,
       ଠାକୁରେ ସରଧା ବାଲି ,

ନରେନ୍ଦ୍ର ର ଜଳ ପଡେ – ମଥାରୁ ଝରି

(Music 2)

ଘର ଜାଣେ ନୀଳାଚଳ ବଡ଼ ଦେଉଳ ,

ପ୍ରଭୁ ପୁଣି ତୁହି ଏକା ବଡ଼ ଠାକୁର ।।

ତୋ ପାଇଁ ଭୁଲିଛି ସବୁ…(୨)

ଆପଣା ପର……

ଭରସା କରିଛି ତୋର … (୨)

ପାଦ ଯୁଗଳ ପ୍ରଭୁ ----- ପାଦ ଯୁଗଳ

ଜୀବନ ଯିବ ମୋହର ……(୨)

ତୋ ନାମ ଧରି , ପର ହେଲି କିପରି…..

ହାତରେ ମୋ ମୁଠା ମୁଠା

        ସରଧା ବାଲି

   ଠାକୁରେ ସରଧା ବାଲି

ନରେନ୍ଦର ଜଳ ପଡେ – ମଥାରୁ ଝରି

” ଦେହରେ ମୋ ବୋଳା -- ବଡ଼ ଦାଣ୍ଡର ଧୂଳି “ (୨)

ପ୍ରସନେ ମୁଁ ଗାଏ ସଦା…(୨)

ନାମ ତୋହରି , ପର ହେଲି କିପରି

ହାତରେ ମୋ ମୁଠା ମୁଠା ,

           ସରଧା ବାଲି ,

       ଠାକୁରେ ସରଧା ବାଲି ,

ନରେନ୍ଦ୍ର ର ଜଳ ପଡେ – ମଥାରୁ ଝରି

କହ ଚକା ଡୋଳା…… କହ ଚକା ଡୋଳା ……

କହ ଚକା ଡୋଳା……. ରେ … ହେ …ଏ ..

କହ ଚକା ଡୋଳା …… କହ ଚକା ଡୋଳା …..କହ ଚକା ଡୋଳ।

ସମାପ୍ତ
ଯଦି ଆପଣକୁ ଲେଖାଟି ଭଲ ଲାଗିଛି ତେବେ ଏହାକୁ LIKE କରନ୍ତୁ ।

Comments

POPULAR POST

Garuda Purana: What Happens After Death | Consists of 18,000 verses | Bhakti Mandir 🙇

Padma Purana: The Lotus of Divine Knowledge | Srishti Khanda , Bhumi Khanda , Patala Khanda , Uttara Khanda

ଶ୍ରୀ ଗୀତ ଗୋବିନ୍ଦ Lyrics || Sri Gita Gobinda Lyrics ||Bhakti Mandir 🙇