ତୁମେ ଅନୁଭବର ଠାକୁର Lyrics ।Tume Anubhab Ra Thakura Lyrics । Bhakti Mandir

 

Bhakti Mandir




ତୁମେ ଅନୁଭବର ଠାକୁର......

ତୁମେ...ଏ...ଅନୁଭବର ଠାକୁର--------

ତୁମେ ଅନୁଭବର ଠାକୁର –(୨)

ଚିନ୍ତା ଚେତନା ରେ – ଭକ୍ତି ଭାବନା ରେ

ରହିଛି ସ୍ଥିତି ତୁମର

ତୁମେ ଅନୁଭବର ଠାକୁର (୨)

 (Music 1)

ଦେଖିବାକୁ ତୁମ - ଦିବ୍ୟ ଶୂନ୍ୟ ରୂପ ,

ଜଳିବାକୁ ହେବ - ଜ୍ଞାନର ପ୍ରଦୀପ।।

ବାଢିଦେଇ ଶ୍ରଦ୍ଧା - ବିଶ୍ୱାସ ର ଧୂପ ,

ସାଧିବାକୁ ହେବ - ହୁର୍ଦୟରେ ତପ ।।

ପ୍ରେମର ମନ୍ତ୍ରରେ , ଆତ୍ମା ଆଳତୀ ରେ…(୨)

ପହଡ଼ ଫିଟେ ତୁମର

ତୁମେ ଅନୁଭବ ର ଠାକୁର (୨)

(Music 2)

ତୁମ ଦର୍ଶନରେ - ମିଳେ ମହାଶାନ୍ତି ,

ଅମୃତ ଠୁ ମିଠା - ସେଇ ଅନୁଭୂତି ।।

ମାୟାର ଜାଲରୁ – ପ୍ରାଣର କପୋତୀ ,

ଉଡ଼ିଯିବା ପାଇଁ – ପାଏ ଅନୁଭୂତି ।।

କର୍ମ କଉଡ଼ି ରେ ……

ଧର୍ମ ଦଉଡ଼ି ରେ ......

ସଂସାର କର ଉଦ୍ଧାର

ତୁମେ ଅନୁଭବ ର ଠାକୁର (୨)

ଚିନ୍ତା ଚେତନା ରେ .....

ଭକ୍ତି ଭାବନା ରେ......

ରହିଛି ସ୍ଥିତି ତୁମର

ତୁମେ…. ଅନୁଭବ ର ଠାକୁର (୩)

ଧନ୍ୟବାଦ୍ 🙏 
ଯଦି ଆପଣକୁ ଲେଖାଟି ଭଲ ଲାଗିଛି ତେବେ ଏହାକୁ FOLLOW କରନ୍ତୁ ।

FOLLOW

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post