ତୁମେ ନିଅ ମୋର ହାତ ଧରି Lyrics । Tume nia mora hata dhari full song lyrics । Bhakti Mandir 🙇

 Bhakti Mandir


ତୁମେ ନିଅ ମୋର ହାତ ଧରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
ତତେ ଭୁଲି ହେଲି ତତେ ଭୁଲି ହେଲି
ତତେ ଭୁଲି ହେଲି , ତତେ ଭୁଲି ହେଲି
ତତେ ଭୁଲି ହେଲି ଏତେ ସରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
(Music 1)
 ଯୁଗେ ଯୁଗେ ତୁମେ ନିଅ ଅବତାର , କହ ଚିହ୍ନିବି କିପରି
ଯୁଗେ ଯୁଗେ ତୁମେ ନିଅ ଅବତାର , କହ ଚିହ୍ନିବି କିପରି
ବିନ୍ଦୁଟିଏ କେବେ ଅଗାଧ ସାଗର
ବିନ୍ଦୁଟିଏ କେବେ ଅଗାଧ ସାଗର
ବିନ୍ଦୁଟିଏ କେବେ ଅଗାଧ ସାଗର
ବିନ୍ଦୁଟିଏ କେବେ ଅଗାଧ ସାଗର
ପାରେ କି କଳନା କରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
(Music 2)
ଜାଣେନା ସଂସାରେ କି ଲୋଡା ମୋହର , ଜାଣେନା କି କାର୍ଯ୍ୟ କରି
ଜାଣେନା ସଂସାରେ କି ଲୋଡା ମୋହର ଜାଣେନା କି କାର୍ଯ୍ୟ କରି
ତୁମ୍ଭ ଇଚ୍ଛା ମତେ ଏ ପିଣ୍ଡ ବ୍ରହ୍ମାଣ୍ଡ
ତୁମ୍ଭ ଇଚ୍ଛା ମତେ ଏ ପିଣ୍ଡ ବ୍ରହ୍ମାଣ୍ଡ
ତୁମ୍ଭ ଇଚ୍ଛା ମତେ ଏ ପିଣ୍ଡ ବ୍ରହ୍ମାଣ୍ଡ
ତୁମ୍ଭ ଇଚ୍ଛା ମତେ ଏ ପିଣ୍ଡ ବ୍ରହ୍ମାଣ୍ଡ
 ଚଳା ଅ ଏଦନ୍ତ୍ର ପରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
(Music 3)
ଯୋଗୀ ପରି ମନ ନୁହଇ ସଞ୍ଜମ ନ ପାଏ ତୋ ପାଦ ଧରି
 ଯୋଗୀ ପରି ମନ ନୁହଇ ସଞ୍ଜମ ନ ପାଏ ତୋ ପାଦ ଧରି
ଅଗାଧ ପାଣ୍ଡିତ୍ୟ ପ୍ରତିଭା ପୌରୁଷ
ଅଗାଧ ପାଣ୍ଡିତ୍ୟ ପ୍ରତିଭା ପୌରୁଷ
ଅଗାଧ ପାଣ୍ଡିତ୍ୟ ପ୍ରତିଭା ପୌରୁଷ
ଅଗାଧ ପାଣ୍ଡିତ୍ୟ ପ୍ରତିଭା ପୌରୁଷ
ସତ ଚେଷ୍ଟା ଯାଏ ହାରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
(Music 4)
ପାଖେ ପାଖେ ମୋର ଶତ୍ରୁ ଅଛି ରହି ମୋ କାର୍ଯ୍ୟ ବିଫଳ କରି
ପାଖେ ପାଖେ ମୋର ଶତ୍ରୁ ଅଛି ରହି ମୋ କାର୍ଯ୍ୟ ବିଫଳ କରି
ଦଗଧ ପରାଣ ଶୀତଳ କର ହେ
ଦଗଧ ପରାଣ ଶୀତଳ କର ହେ
ଦଗଧ ପରାଣ ଶୀତଳ କର ହେ
ଦଗଧ ପରାଣ ଶୀତଳ କର ହେ
କୃପା ବୃଷ୍ଟିପାତ କରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି 
(Music 5)
ତୋ ଇଚ୍ଛାରେ ପାଣି ହୁଅଇ ପଥର , ତୁମ୍ଭେ ଥାଉଁ ଗଲେ ଝରି
ତୋ ଇଚ୍ଛାରେ ପାଣି ହୁଅଇ ପଥର ତୁମ୍ଭେ ଥାଉଁ ଗଲେ ଝରି
ସାରା ଜୀବନ କି କନ୍ଦାଇ ମାରିବ
ସାରା ଜୀବନ କି କନ୍ଦାଇ ମାରିବ
ସାରା ଜୀବନ କି କନ୍ଦାଇ ମାରିବ
ସାରା ଜୀବନ କି କନ୍ଦାଇ ମାରିବ
ମତେ ହିନୀ ମାନ କରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
(Short Music)
ତତେ ଭୁଲି ହେଲି , ତତେ ଭୁଲି ହେଲି
ତତେ ଭୁଲି ହେଲି , ତତେ ଭୁଲି ହେଲି
ତତେ ଭୁଲି ହେଲି ଏତେ ସରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
ତୁମେ ନିଅ ମୋର ହାତ ଧରି ହେ ହରି
ତୁମେ ନିଅ ମୋର ହାତ ଧରି ହେ……. ହରି 
(ସମାପ୍ତ)
ଯଦି ଆପଣକୁ ଲେଖାଟି ଭଲ ଲାଗିଛି ତେବେ ଏହାକୁ FOLLOW କରନ୍ତୁ ।

 


BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post