କାଲି ରାତିରେ ମୋ ମନ ପାରା ଯାଇଛି ଚାଲି Lyrics | Kali Ratire Mo Mana Para Jaichhi Chali Lyrics | Bhakti Mandir

Bhakti Mandir


 କାଲି ରାତିରେ ମୋ ମନ ପାରା ଯାଇଛି ଚାଲି  (2)

ଅଭାଗା ସୁନା ପଞ୍ଜୁରୀ , ଅଭାଗା ସୁନା ପଞ୍ଜୁରୀ (2)

ପଡ଼ିଛି ଖାଲି ....(3)

ମନ ପାରା ଯାଇଛି ଚାଲି

କାଲି ରାତିରେ ମୋ ମନ ପାରା ଯାଇଛି ଚାଲି  (2) 

 (Music 1)

ପାରା ଟି ଗୁଣ ସାଗର , ପାଏ ସବୁରି ଆଦର   (2)

କରି ଚାଲି ଗଲା ପର , କରି ଚାଲି ଗଲା ପର (2)

ଝୁରୁଛି ଖାଲି (3)

ମନ ପାରା ଯାଇଛି ଚାଲି

କାଲି ରାତିରେ ମୋ ମନ ପାରା ଯାଇଛି ଚାଲି  (2)

(MUsic 2)

ତାକୁ କେ ହୋଇବ ସରି , କେବେ ସେ ଆସିବ ଫେରି (2)

ଏ ପ୍ରାଣ ହେଉଛି ଝୁରି , ଏ ପ୍ରାଣ ହେଉଛି ଝୁରି (2)

ଝୁରୁଛି ଖାଲି   (3)

ମନ ପାରା ଯାଇଛି ଚାଲି 

କାଲି ରାତିରେ ମୋ ମନ ପାରା ଯାଇଛି ଚାଲି  (2)

(Music 3)

ପାରା କୁ ଯେବେ ପାଆନ୍ତି , ସଦ ଗୁରୁଙ୍କୁ ସେବନ୍ତି (2)

କହେ ଦୀନ ଅରକ୍ଷିତ , କହେ ଦୀନ ଅରକ୍ଷିତ (2)

ସଂସାରୁ ଗଲି 

ଝୁରୁଛି ଖାଲି

ତା ପାଇଁ ମଲ୍ଲି 

ମନ ପାରା ଯାଇଛି ଚାଲି 

କାଲି ରାତିରେ ମୋ ମନ ପାରା ଯାଇଛି ଚାଲି ......

ଅଭାଗା ସୁନା ପଞ୍ଜୁରୀ , ଅଭାଗା ସୁନା ପଞ୍ଜୁରୀ (2) 

ପଡ଼ିଛି ଖାଲି ....(3)

ମନ ପାରା ଯାଇଛି ଚାଲି

କାଲି ରାତିରେ ମୋ ମନ ପାରା ଯାଇଛି ଚାଲି (2)

କାଲି ରାତିରେ ମୋ ମନ ପାରା ଯାଇଛି ଚାଲି ............

(ସମାପ୍ତ)

Post a Comment

Previous Post Next Post