ଭଜହୁଁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦ ରେ Lyrics | Bhajahun Re mana Lyrics | Bhakti Mandir

Odia Bhajan

 ଭଜହୁଁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦ ରେ ....(2)

ଦୃଲଭ ମାନବ ଜନମ ସତସଙ୍ଗେ, ତାରହୁ ହେ ଭବ ସିନ୍ଧୁ ରେ ..(2)

ଭଜହୁଁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦ ରେ

(Music 1)

ଶ୍ରିତ ଆତପ ବଟ ବରିଜନ , ଏ ଦୀନ କାମିନୀ ଜାଗି ରେ (2)

ଭିଫଳେ ସେବିନୁ କୃପଣ ଦୁରଜନ  (2)

ଚପଲ ସୁଖ ଲଭ ଲାଗି ରେ  

ଭଜହୁଁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦ ରେ ....(2) 

(Music 2)

ଏ ଧନ ଯୌବନ ପୁତ୍ର ପରିଜନ , ହିତେ କି ଅଛେ ପରତିତି ରେ  (2)

କମଳ ଦଳ ଜଳ ଜୀବନ ଟଳ ମଳ (2)

ଭଜହୁଁ  ହରି ପଦ ନୀତି ରେ 

ଭଜହୁଁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦ ରେ ....(2) 

(Music 3)

ଶ୍ରବଣ କୀର୍ତ୍ତନ ସ୍ମରଣ ବନ୍ଦନ , ପାଦ ସେବନ ଦାସ୍ୟ ରେ  (2)

ପୁଜନ ସଖି ଜନ ଆତ୍ମ ନିବେଦନ (2)

ଗୋବିନ୍ଦ ଦାସ ଅଭିଳାଷ ରେ (2)

ଭଜହୁଁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦ ରେ .... 

ଦୃଲଭ ମାନବ ଜନମ ସତସଙ୍ଗେ, ତାରହୁ ହେ ଭବ ସିନ୍ଧୁ ରେ ..(2) 

ଭଜହୁଁ ରେ ମନ ଶ୍ରୀ ନନ୍ଦ ନନ୍ଦନ ଅଭୟ ଚରଣାର ବିନ୍ଦ ରେ......(3)

( ସମାପ୍ତ )

Post a Comment

Previous Post Next Post