ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ Lyrics | Jagabandhu Pari Jane Samanta Nahi Nahita Lyrics | Bhakti Mandir

Odia Bhajan


ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ  (2)
ଚଉଦ  ଭୁବନ ବାରତା ଜାଣନ୍ତି (2)
ଚକ୍ରରେ  ଛେଦନ୍ତୀ ଆରତ ନାହିଁ ନାହିଁ 
ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ  

(Music 1)

ଯେତେବେଳେ କୃଷ୍ଣ ଗୋପ ପୁରେ ଥିଲେ , ଅକ୍ରୁର ଆଣିଣ  ଗଲା ତ (2)
ଗାଇ ଦୁହୁଁ ଦୁହୁଁ କେଶ ଫିଟିଗଲା ......(2)
ଚତୁର୍ଭୁଜ ହେଲେ ଅନନ୍ତ ନାହିଁ ନାହିଁ ତ 
ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ  

(Music 2 )

ସୁଗ୍ରୀବ ର ସଙ୍ଗେ ମ ଇ ତ୍ର ହୋଇଣ  , ବାଳି କି ବିନାଶ କଲେ ତ 
ରାବଣ ଭ୍ରାତା ଯେ ଶରଣ ପଶିଲା ...(2)
ଲଙ୍କା ଗଡ ତାକୁ ଦେଲେ ତ ନାହିଁ ନାହିଁ ତ 
ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ

(Muisc 3)

ଏମନ୍ତ ସାମନ୍ତ ତ୍ରିଭୁବନେ ନାହିଁ , ନସନେ ଆରତୀ ଆରତ 
କହେ ଦୀନ କୃଷ୍ଣ ଦାସ ଯେ ଶ୍ରୀକୃଷ୍ଣ ...(2)
ପଦ୍ମ ପାଦେ ଚିତ ଥାଏ ତ ନାହିଁ ନାହିଁ ତ 

ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ  
ଚଉଦ  ଭୁବନ ବାରତା ଜାଣନ୍ତି (2)
ଚକ୍ରରେ  ଛେଦନ୍ତୀ ଆରତ ନାହିଁ ନାହିଁ 
ଜଗବନ୍ଧୁ ପରି ଜଣେ ସାମନ୍ତ ନାହିଁ ନାହିଁ ତ  
ନାହିଁ ନାହିଁ ତ   (3)

( ସମାପ୍ତ )

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post