ଝୁଲି ଝୁଲି ଆସେ ମୋ କାଳିଆ ଗୁଁଠୁଣି ହାତୀ Lyrics | Jhuli Jhuli Ase Mo Lyrics | Bhakti Mandir

Bhakti Mandir


 ଝୁଲି ଝୁଲି ଆସେ ମୋ କାଳିଆ ଗୁଁଠୁଣି ହାତୀ  (2)

ଜୀବ ରଥେ ଚଢ଼ି  , ଭକ୍ତେ ନେବେ ଭିଡ଼ି ବଡ ଦାଣ୍ଡରେ .........

ସିଏ ସୁକୁମାର ଅତି (2)

ଝୁଲି ଝୁଲି ଆସେ ମୋ କାଳିଆ ଗୁଁଠୁଣି ହାତୀ  (2)


(Music 1)


ସେ...ନନ୍ଦ ଯୁବତୀଙ୍କ ଗଳାର ହାର....

" ରଙ୍କୁଣି ଧନ ....ରଙ୍ଗ ରତନ "  (2)

ସେ...ବ୍ରଜବାରି ଫୁଲ ଦାଣ୍ଡ .....

" ମଧୁସୂଦନ .... ଜଗମୋହନ " (2)


" କହିବାକୁ ଦୁଃଖ , ଲୋକ ଡାକ ହାକ" (2)

" ରଜା ପୁଅଙ୍କୁ ସିରି ସହେ ସୁନା ଛନ୍ତି " (2)


ଝୁଲି ଝୁଲି ଆସେ ମୋ କାଳିଆ ଗୁଁଠୁଣି ହାତୀ  (2) 


( Music 2)


ଯା...ରୂପ ମାଧୁରୀରେ ଅଛି ଚମକ..

" ଗଢିଛି ବସି କୋଟି ବଦନ" (2)


ଯା....ବାହୁ ଯୁଗଳରେ ଅଛି ସବଳ 

" ତା ନାମ ଶୁଣି ତାରଇ କାନ "(2)


" ତାର ନାମ ଧରି ଯାଏ ପାପୀ ତରୀ " (2)

" ଭବ ସାଗରୁ ସିଏ ତ ଜଗତପତି " (2)


ଝୁଲି ଝୁଲି ଆସେ ମୋ କାଳିଆ ଗୁଁଠୁଣି ହାତୀ  (2) 

ଜୀବ ରଥେ ଚଢ଼ି  , ଭକ୍ତେ ନେବେ ଭିଡ଼ି


ବଡ ଦାଣ୍ଡରେ .........ସିଏ ସୁକୁମାର ଅତି (2)


" ରଜା ପୁଅଙ୍କୁ ସିରି ସହେ ସୁନା ଛନ୍ତି " (2) 


" ଭବ ସାଗରୁ ସିଏ ତ ଜଗତପତି " (2) 


( ସମାପ୍ତ )

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post