ଝୁଲ୍ ରେ ନିତାଇ ଝୁଲ୍ song Lyrics || Jhul re Nitai jhul song Lyrics || Bhakti Mandir

Jhul re Nitai jhul song lyrics

 

ଝୁଲ୍ ରେ ନିତାଇ ଝୂଲ୍ , ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍ (2)

ଝୁଲି ଝୁଲି ଆସେ ନ ଦି ଆ ଦାଣ୍ଡରେ .......(2)

ହୋଇଛି ସେ ଗୁଲୁ ଗୁଲୁ

ଗୌରା ଚାନ୍ଦ ମୋର , ହୋଇଛି ସେ ଗୁଲୁ ଗୁଲୁ.....

(Music 1)

ଝୂଲ୍ ରେ ହୋ ହୋ ଝୂଲ୍ ରେ

ଝୂଲ୍ ରେ ନିତାଇ ଝୂଲ୍ , ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍ (2)

ଝୁଲି ଝୁଲି ଆସେ ନ ଦି ଆ ଦାଣ୍ଡରେ .......(2) 

ହୋଇଛି ସେ ଗୁଲୁ ଗୁଲୁ

ଗୌରା ଚାନ୍ଦ ମୋର , ହୋଇଛି ସେ ଗୁଲୁ ଗୁଲୁ.....


ଝୂଲ୍ ରେ ହୋ ହୋ ଝୂଲ୍ ରେ 

ଝୂଲ୍ ରେ ନିତାଇ ଝୂଲ୍ , ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍

ଝୂଲ୍ ରେ ନିତାଇ ଝୂଲ୍ 

ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍


(Music 2)


ଗୋରା ଚାନ୍ଦ ମୋର କେଡେ ସୁନ୍ଦର , ଗଳେ ଶୋଭାପାଏ ତୁଳସୀ ମାଳ 

(Short tunning)

ନାମ ପ୍ରେମ ରସେ ହୁଏ  ବିଭୋର , ସଭିଙ୍କୁ କରି ସଂସାର ତାର 


ନା ଚୁ ଛି ଗାଉଛି ନାଚି ନ ଯାଉଛି (2)


ନବ ଦୀପ ହୁଲୁ ହୁଲୁ - ଗୋରା ଚାନ୍ଦ ମୋର - ନବ ଦୀପ ହୁଲୁ ହୁଲୁ


ଝୂଲ୍ ରେ ହୋ ହୋ ଝୂଲ୍ ରେ 

ଝୂଲ୍ ରେ ନିତାଇ ଝୂଲ୍ , ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍

ଝୂଲ୍ ରେ ନିତାଇ ଝୂଲ୍ 

ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍


(Music 3)


ତ ରା ଟି ଚାହାନ୍ତି ନ ଦି ଆ ବାସି  ,  ନ ବ ଦୀପ ଚାନ୍ଦ ଦିଅନ୍ତି ହସି 

ହରିବୋଲ ଦିଅ ଭକତ ବାସି , ହୁଳହୁଳି ଦିଅ ମା ମାଉସୀ


ହରିବୋଲ ଦିଅ ହୁଳହୁଳି ଦିଅ , ହରିବୋଲ ଦିଅ ହୁଳହୁଳି ଦିଅ 


ବସନ୍ତ ବାଆ ସୁଲୁ ସୁଲୁ 

ଗୌରା ଚାନ୍ଦ ମୋର 

ବସନ୍ତ ବାଆ ସୁଲୁ ସୁଲୁ 


ଝୂଲ୍ ରେ ହୋ ହୋ ଝୂଲ୍ ରେ 

ଝୂଲ୍ ରେ ନିତାଇ ଝୂଲ୍ , ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍ (2)

ଝୁଲି ଝୁଲି ଆସେ ନ ଦି ଆ ଦାଣ୍ଡରେ .......(2) 

ହୋଇଛି ସେ ଗୁଲୁ ଗୁଲୁ ,ଗୌରା ଚାନ୍ଦ ମୋର , ହୋଇଛି ସେ ଗୁଲୁ ଗୁଲୁ..... (3)

ଝୂଲ୍ ରେ ..........ଝୂଲ୍ ରେ...........

ନିତାଇ 

ଝୂଲ୍ 

ମୋ ଗୌରାଙ୍ଗ ସୁନ୍ଦର ପରି ଝୁଲ୍ (4)

( ସମାପ୍ତ )

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post