Magu Nahi Kichhi Mun Au Full Song Lyrics | ମାଗୁ ନାହିଁ କିଛି ମୁଁ ଆଉ Full Song Lyrics | Bhakti Mandir

ମାଗୁ ନାହିଁ କିଛି ମୁଁ ଆଉ  ,


ମାଗୁ ନାହିଁ କିଛି ମୁଁ ଆଉ  , 
ମାଗୁଛି ହେ ପ୍ରଭୁ ଏତିକି ହେଉ  |

କରୁଣା ବାରିଧି କରୁଣା କଣାରୁ,
କାଣିଚାଏ ପ୍ରଭୁ ମି ଭାଲେ ଥାଉ ।।

ମାଗୁ ନାହିଁ କିଛି ମୁଁ ଆଉ  , 
ମାଗୁଛି ହେ ପ୍ରଭୁ ଏତିକି ହେଉ  |

----- Music ------

ନୀତି ନୀତି ଅର୍ଚ୍ଚନା ଫୁଲ ,
ଗୁନ୍ଥି ଗୁନ୍ଥି ବିତ୍ତୁ ମୋ କାଳ । 

ବଳ ଦିଅ କର ଚନ୍ଦନ କର୍ପୂର  ,
ଲାଗି ଆଳତି କି ନୀତି ତ ଯାଉ ।।

ମାଗୁ ନାହିଁ କିଛି ମୁଁ ଆଉ  , 
ମାଗୁଛି ହେ ପ୍ରଭୁ ଏତିକି ହେଉ  |

----- Music ------

ପଦ ସେବା ବ୍ରତରେ ରତ୍ତ ,
ଅବିରତ ରହୁ ମୋ ଚିତ୍ତ ।

ଯେବେ ଜୀବ ଯିବ ଥିବା ତୁମ୍ଭ ଧ୍ୟାନ ,
ହରି ହରି ନାମ ମୋ କଣ୍ଠ ଗାଉ ।।

ମାଗୁ ନାହିଁ କିଛି ମୁଁ ଆଉ  , 
ମାଗୁଛି ହେ ପ୍ରଭୁ ଏତିକି ହେଉ  |


କରୁଣା ବାରିଧି କରୁଣା କଣାରୁ, 
କାଣିଚାଏ ପ୍ରଭୁ ମି ଭାଲେ ଥାଉ ।।

ମାଗୁ ନାହିଁ କିଛି ମୁଁ ଆଉ  , 
ମାଗୁଛି ହେ ପ୍ରଭୁ ଏତିକି ହେଉ  |

( ସମାପ୍ତ )

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post