ଶ୍ୟାମ ସମ କମନୀୟ ନାହିଁ ଆଉ Odia Lyrics | Shyama Sama Kama Niya Nahi Au Full Song Odia Lyrics. |. Bhakti Mandir


ଶ୍ୟାମ ସମ କମନୀୟ ନାହିଁ ଆଉ Odia Lyrics


ଶ୍ୟାମ ସମ କମନୀୟ ନାହିଁ ଆଉ  --- ( 2 )
ତା ବହୁ ଭିଡ଼ରେ ମୋର  ଦିନ ଯାଉ 
ନାହିଁ ଆଉ
ଶ୍ୟାମ ସମ କମନୀୟ ନାହିଁ ଆଉ 

---- Short Music ------

କି ସୁନ୍ଦର ପିତ୍ତ ପାଟ , ତ୍ରିଭଙ୍ଗ ମୁରଲୀ ନାଟ 
ତା ଶିର ମୁକୁଟ ଦିଶେ -- (2 )
ଦାଉ ଦାଉ 
ନାହିଁ ଆଉ
ଶ୍ୟାମ ସମ କମନୀୟ ନାହିଁ ଆଉ 
ତା ବହୁ ଭିଡ଼ରେ ମୋର  ଦିନ ଯାଉ 
ନାହିଁ ଆଉ
ଶ୍ୟାମ ସମ କମନୀୟ ନାହିଁ ଆଉ 

---- Music ---- 

ନିନ୍ଦିଲେ ନିନ୍ଦନ୍ତୁ ଜନେ , ତାର ପଛେ ବନେ ବନେ  ---- (2)
ଶିରେ ଘେନି ବୁଲୁ ଥିବି 
ତା ` କଠାଉ 
ନାହିଁ ଆଉ
ଶ୍ୟାମ ସମ କମନୀୟ ନାହିଁ ଆଉ 
ତା ବହୁ ଭିଡ଼ରେ ମୋର  ଦିନ ଯାଉ 
ନାହିଁ ଆଉ
ଶ୍ୟାମ ସମ କମନୀୟ ନାହିଁ ଆଉ 

------- Music --------

କବି ରବି ରସେ ଭାସେ , ମନ ମଥରତି ତ୍ରାସେ -- (2)
ତା ପ୍ରେମ ସାଗରେ ମନ  , 
ବୁଡି ଥାଉ
ନାହିଁ ଆଉ
ଶ୍ୟାମ ସମ କମନୀୟ ନାହିଁ ଆଉ  --- 2 
ତା ବହୁ ଭିଡ଼ରେ ମୋର  ଦିନ ଯାଉ 
ନାହିଁ ଆଉ
ଶ୍ୟାମ ସମ କମନୀୟ ନାହିଁ ଆଉ 

-- ସମାପ୍ତ  ---

BHAKTI MANDIR

Wel come to our space. Read at least one bhajan at Bhakti Mandir .

Post a Comment

Please Select Embedded Mode To Show The Comment System.*

Previous Post Next Post