ପ୍ରଭୁ କି ସୁନ୍ଦର ଦୀଶ , ବସି ରତ୍ନ ସିଂହାସନ.....(୨) ପ୍ରଭୁ କି ସୁନ୍ଦର ଦିଶ ପାପୀ ମାନେ ତରି ଗଲେ -- (2) କରି ତୁମ୍ଭ ଦରଶନ ପ୍ରଭୁ କି ସୁନ୍ଦର ଦିଶ , ବସି ରତ୍ନ ସିଂହାସନ (2) ପ୍ରଭୁ କି ସୁନ୍ଦର ଦିଶ ( Music 1) ଶଙ୍ଖ ଚକ୍ର ଗଦା ପଦ୍ମ , ଦେଖି ହୋଇଲି ଆନନ୍ଦ (2) ମସ୍ତକେ ପୂର୍ଣ୍ଣିମା ଚାନ୍ଦ (2) ଦିଶେ କେଡେ ଶୋଭବନ ପ୍ରଭୁ କି ସୁନ୍ଦର ଦିଶ , ବସି ରତ୍ନ ସିଂହାସନ (2) ପ୍ରଭୁ କି ସୁନ୍ଦର ଦିଶ ( Music 2) ମାଳମାନ ଲମ୍ବି ଥାଇ , ପଦତଳ ଯାଏ ରହି (2) ବାସନାରେ ଚହଟଇ (2) ପ୍ରଭୁ ତୁମ୍ଭ ଅଙ୍ଗମାନ ପ୍ରଭୁ କି ସୁନ୍ଦର ଦିଶ , ବସି ରତ୍ନ ସିଂହାସନ (2) ପ୍ରଭୁ କି ସୁନ୍ଦର ଦିଶ ( Music 3) କଟୀ ତଟେ ପିତମ୍ବର , ଲମ୍ବି ଥାଇ ପାଟ ଡୋର (2) ବାଙ୍କ ଚାହାଣି ତୁମର (2) ଅଙ୍ଗେ କର୍ପୂର ଚନ୍ଦନ ପ୍ରଭୁ କି ସୁନ୍ଦର ଦିଶ , ବସି ରତ୍ନ ସିଂହାସନ (2) ପ୍ରଭୁ କି ସୁନ୍ଦର ଦିଶ ( Muisic 4) ସୁବର୍ଣ୍ଣରେ ହସ୍ତ ପାଦ , ନ ଶୁଣ ହେ ଭକ୍ତ କ୍ଷେଦ (2) ଭାବି କହେ ଆର୍ତ୍ତ ଛାନ୍ଦ (2) ଭକ୍ତ ଡାକ ଶୁଣ ଶୁଣ ପ୍ରଭୁ କି ସୁନ୍ଦର ଦିଶ , ବସି ରତ୍ନ ସିଂହାସନ (2) ପ୍ରଭୁ କି ସୁନ୍ଦର ଦିଶ ପାପୀ ମାନେ ତରି ଗଲେ -- (2) କରି ତୁମ୍ଭ ଦରଶନ ପ୍ରଭୁ କି ସୁନ୍ଦର ଦିଶ , ବସି ରତ୍ନ ସିଂହାସନ (2) ପ୍ରଭୁ କି ସୁନ୍ଦର ଦିଶ ...
Odia Bhajan Lyrics | Daily Bandana | Arati Lyrics | Bhakti Gyan